ରୋନାଲଡୋଙ୍କ ଗୋଟିଏ ଘଣ୍ଟା ମୂଲ୍ୟରେ କିଣିହେବ ଫ୍ଲାଟ୍, କାର୍
ଦୁନିଆର ଶ୍ରେଷ୍ଠ ଫୁଟବଲର୍ ତାଲିକାରେ ସାମିଲ ଥିବା କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଦର୍ଶନ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ଏହି ପର୍ତ୍ତୁଗୀଜ ଖେଳାଳି ଶ୍ରେଷ୍ଠ ତିନି ଖେଳାଳିଙ୍କ ମଧ୍ୟରେ ଅଛନ୍ତି। ଦାମୀ କାର ସହିତ…
ସଚିନଙ୍କ ସ୍ବପ୍ନକୁ ଭାଙ୍ଗିଦେଇଥିଲେ ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର
ସିଡ଼ନୀ,୯।୨: ମହାନ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକଗ୍ରାଥ ତାଙ୍କ କ୍ୟାରିୟର ସମୟରେ ଅନେକ ଥର ମ୍ୟାଚ ଓ୍ବିନିଙ୍ଗ୍ ପ୍ରଦର୍ଶନ ଦେଇଛନ୍ତି। ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ମ୍ୟାକଗ୍ରାଥ ସାମିଲ। ସେ ଏପରି ଅନେକ ରେକର୍ଡ କରିଛନ୍ତି, ଯାହା କୌଣସି ଖେଳାଳିଙ୍କ…
‘ଭୟଙ୍କର ଭୁଲ୍ କରିଦେଲି’, ବିରାଟ ଦ୍ୱିତୀୟ ଥର ବାପା ହେବେ କହି କ୍ଷମା ମାଗିଲେ ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୯ା୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ଶୁକ୍ରବାର ଦିନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସହ ଜଡିତ “ମିଥ୍ୟା ସୂଚନା” ଦେଇଥିବାରୁ କ୍ଷମା ମାଗିଛନ୍ତି। କିଛିଦିନତଳେ ଭିଲିୟର୍ସ କହିଥିଲେ ଯେ, ବିରାଟ ଏବଂ ଅନୁଷ୍କା ଦ୍ୱିତୀୟ…
ରୋହିତ ଶର୍ମାଙ୍କୁ ଏହି ୩ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ
ରାଜକୋଟ,୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପରବର୍ତ୍ତୀ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳାଯିବ। ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରୁ ଖେଳାଯିବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବାକି ତିନିଟି ମ୍ୟାଚ ପାଇଁ ଦଳ ଘୋଷଣା କରିନାହିଁ। କିନ୍ତୁ ଖେଳାଳିଙ୍କୁ…
IPL 2024: ଏହି ବ୍ୟାଟର୍ଙ୍କ ପାଇଁ ଏଥର ଆଇପିଏଲ ଟାଇଟଲ ଜିତିପାରେ ସନରାଇଜର୍ସ ହାଇଦ୍ରାବାଦ
ନୂଆଦିଲ୍ଲୀ,୯।୨:ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଆଉ କିଛି ମାସ ବାକି ଅଛି । ତେବେ କ୍ରିକେଟର ଏହି ବୃହତ ଲିଗ ଆରମ୍ଭ ପୂର୍ବରୁ ମଧ୍ୟ ଏଥର ସନରାଇଜର୍ସ ହାଇଦ୍ରାବାଦ ଟାଇଟଲ ଜିତିବ ବୋଲି ବିଶ୍ୱାସ କରାଯାଉଛି। ବାସ୍ତବରେ, ଏହାର କାରଣ ହେଉଛି…
ପ୍ରତିଶୋଧ ନେବ ଭାରତ: ୬ ମାସ ଭିତରେ ଦ୍ୱିତୀୟଥର ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ରେ ଖେଳାଯିବ ଫାଇନାଲ୍
ନୂଆଦିଲ୍ଲୀ,୮।୨: ଅଣ୍ଡର-୧୯ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୧ ଉଇକେଟରେ ପରାସ୍ତ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି ଖେଳିଥିଲା ଏବଂ ଏହି ବିଜୟ ସହିତ ସେମାନେ ଭାରତ…
ଭାରତ-ପାକିସ୍ତାନ ସହ ଖେଳିବ ନାହିଁ ଫାଇନାଲ ମ୍ୟାଚ
ନୂଆଦିଲ୍ଲୀ,୮।୨: ହାରିଯାଇଥିବା ଖେଳକୁ ଓଲଟାଇ ଦେଇ ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଜିତିଲା। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୧ ୱିକେଟରେ ଜିତିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ ସଂଗ୍ରହ…
ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଦବ୍ଦବା ଶେଷ, ଆଗକୁ ଆସିଲେ ବାବର, ରେକର୍ଡ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବାବର ଆଜାମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ। ବାବର ଆଜାମଙ୍କୁ କ୍ରିକେଟ ଜଗତର ପରବର୍ତ୍ତୀ ବଡ ବ୍ୟାଟର୍…
IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍
ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ ନ ଖେଳିବାର ସମ୍ଭାବନା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ…
ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍ରୁ ଛୁଟି ନେଲେ ହକି ଖେଳାଳି ବରୁଣ
ନୂଆଦିଲ୍ଲୀ, ୮ା୨: ବଳାତ୍କାର ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ହକି ଖେଳାଳି ବରୁଣ କୁମାର ଆଇନଗତ ଲଢେଇ ପାଇଁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରୁ ଓହରିଯାଇଛନ୍ତି। ଅଭିଯୋଗକାରିଣୀ ତାଙ୍କଠାରୁ ଟଙ୍କା ଲୁଟିବା ଲାଗି…
ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ୍
ସିଡ଼ନୀ,୮।୨: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଶୁକ୍ରବାର ଅର୍ଥାତ୍ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ଖରାପ ଖବର ଆସିଛି। ବାସ୍ତବରେ…
ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କଲେ ହାର୍ଦ୍ଦିକ-ରୋହିତ, ଜାଣନ୍ତୁ ଭାଇରାଲ ଦାବିର ସତ୍ୟତା…
ନୂଆଦିଲ୍ଲୀ,୮।୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଅଣାଯାଇଛି। ଦଳ…

