ଶେୟାର ବଜାରରେ ଉତ୍ସାହ ଜାରି, ପୁଣି ନୂଆ ରେକର୍ଡ କଲା ସେନସେକ୍ସ-ନିଫ୍ଟି
ମୁମ୍ବାଇ,୨୭।୫: ଗଲା ସପ୍ତାହରେ ଶେୟାର ବଜାର ଉତ୍ସାହ ଚଳିତ ସପ୍ତାହରେ ମଧ୍ୟ ଜାରି ରହିଛି। ସୋମବାର ଅର୍ଥାତ୍ ମେ ୨୭ ତାରିଖରେ ଶେୟାର ବଜାରର ଦୁଇ ବେଞମାର୍କ ଜବରଦସ୍ତ ଉତ୍ସାହ ସହିତ ଖୋଲିଥିଲା। ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ସହିତ ୭୫,୬୫୫.୪୬…
ଏମିତି ଷ୍ଟାଇଲ୍ରେ ଟସ୍ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ
ଚେନ୍ନାଇ,୨୭।୫: ଆଇପିଏଲ ୨୦୨୪ର ଫାଇନାଲରେ ଟସ ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତିଥିଲେ। କିନ୍ତୁ ଏହା ପୂର୍ବରୁ ଶ୍ରେୟସ…
ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK
ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପରାସ୍ତ କରି ଆଇପିଏଲ ୨୦୨୪ ଟ୍ରଫି ଜିତିଛି । ଦଳର ଏହି ଐତିହାସିକ ବିଜୟ ପରେ ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନ କ୍ଲାଉଡ ନଅରେ ଅଛନ୍ତି।…
ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ହାଇଦ୍ରାବାଦ୍ ମାଲିକାଣୀ
ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ୨୦୧୪ ଚାମ୍ପିଅନ ହୋଇଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ଟାଇଟଲ ଜିତିଛି। ୨୦୧୨ ଏବଂ ୨୦୧୪ ପରେ ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ…
ଚାମ୍ପିୟନ୍ ହେବା ପରେ ଶାହରୁଖ କଲେ ଏମିତି କାଣ୍ଡ, ସମସ୍ତେ ମୁଣ୍ଡରେ ଦେଲେ ହାତ
ଚେନ୍ନାଇ,୨୭।୫:: ଆଇପିଏଲ ୨୦୨୪ ଟ୍ରଫି ଜିତିବାକୁ ଦଳ ମିଳିଛି। ମେ ୨୬ରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚକୁ କୋଲକାତା…
ଅବସର ନେଇ ସଙ୍କେତ ଦେଲେ ମିଚେଲ ଷ୍ଟାର୍କ; ପୁଣି ଫେରିବେ କି ଆଇପିଏଲ, ଜାଣନ୍ତୁ କ’ଣ କହିଲେ
ଚେନ୍ନାଇ,୨୭।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ର କ୍ୱାଲିଫାୟାର ଏବଂ ଫାଇନାଲ ମୁକାବିଲାରେ ପ୍ରାରମ୍ଭିକ ଓଭରରେ ସନରାଇଜର୍ସ ହାଇଦ୍ରାବାଦ ଟିମର ମେରୁଦଣ୍ଡ ଭାଙ୍ଗି କୋଲକାତା ନାଇଟ ରାଇଡର୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ।…
ଏହି ଗୋଟିଏ କାରଣରୁ ହାଇଦ୍ରାବାଦ୍ ହାତରୁ ଚାଲିଗଲା ଟ୍ରଫି
ଚେନ୍ନାଇ,୨୭।୫:: କୋଲକାତା ନାଇଟ ରାଇଡର୍ସ ତୃତୀୟ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ଏହା ଆଇପିଏଲ ୨୦୨୪ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ହାଇଦ୍ରାବାଦର ପରାଜୟର କାରଣ ହେଉଛି ଏହାର ନିଜସ୍ବ ଖେଳାଳି। ଦଳର ଗୋଟିଏ ଭୁଲ କେକେଆରକୁ ଚାମ୍ପିୟନ…
ଆଇପିଏଲ୍ ୨୦୨୪ ପୁରସ୍କାର ତାଲିକା: କିଏ ଜିତିଲେ ଅରେଞ୍ଜ କ୍ୟାପ୍, ପର୍ପଲ୍ କ୍ୟାପ୍, ଇମର୍ଜିଂ ପ୍ଲେୟର ?
ଚେନ୍ନାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୪ରେ ବାଜି ମାରିଛି କୋଲକାତା ନାଇଟ ରାଇଡର୍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଭେଙ୍କଟେଶ୍ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଏହି ଦଳ ରବିବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକପାଖିଆ ଫାଇନାଲରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ…
ତୃତୀୟଥର ଆଇପିଏଲ୍ ଚାମ୍ପିୟନ୍ ହେଲା କୋଲକାତା: ଫାଇନାଲ୍ରେ ଏକତରଫା ବିଜୟ
ଚେନ୍ନାଇ,୨୬।୫:ଆଇପିଏଲ ୨୦୨୪ର ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ଏକତରଫା ଭାବେ ହାଦ୍ରାବାଦ୍କୁ ପରାସ୍ତ କରି ତୃତୀୟଥର ଚାମ୍ପିୟନ୍ ହୋଇଛି। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ୧୦ ବର୍ଷ ପରେ ଚାମ୍ପିୟନ…
ଋଷି ସୁନକ୍ଙ୍କ ଅଡ଼ୁଆ ବଢ଼ିଲା
ନୂଆଦିଲ୍ଲୀ,୨୬ା୫:ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବାର ୨ ଦିନ ପରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୭୮ ଏମ୍ପି ସମୂହ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର…
ଲିଗ୍ ଷ୍ଟେଜ୍ରେ ହିରୋ, ନକ୍ଆଉଟ୍ରେ ଜିରୋ: ହାଇଦ୍ରାବାଦ୍କୁ ଧୋକା ଦେଲେ ଏହି ଖେଳାଳି
ଚେନ୍ନାଇ,୨୬।୫: ଆଇପିଏଲ୍ ୨୦୨୪ର ଫାଇନାଲରେ ଟ୍ରାଭିସ ହେଡ ଏକ ଗୋଲଡେନ୍ ଡକ (ପ୍ରଥମ ବଲରେ ଆଉଟ)ରେ ଆଉଟ ହୋଇଥିଲେ। ଫାଇନାଲ ମ୍ୟାଚ୍ରେ ହାଇଦ୍ରାବାଦର ଷ୍ଟାର ଓପନର୍ କୋଲକାତାର ଦ୍ରୁତ ବୋଲର ବୈଭବ ଆରୋରାଙ୍କ ଶିକାର ହୋଇଥିଲେ। ଲିଗ ପର୍ଯ୍ୟାୟରେ ଚମତ୍କାର ବ୍ୟାଟିଂ…
ଜନ୍ମଦିନରେ IPL Final ଖେଳିବେ ଦୁଇ ଆଗଧାଡିର ବ୍ୟାଟ୍ସମ୍ୟାନ, ଜଣେ ଜିତିବେ ଟ୍ରଫି, ଅନ୍ୟଜଣେ ନିଶ୍ଚିତ ହାରିବେ
ନୂଆଦିଲ୍ଲୀ,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ସବୁବେଳେ ରୋମାଞ୍ଚକର ହୋଇଥାଏ। ହେଲେ ଏଥର ଏହି ମ୍ୟାଚ ଦୁଇ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି । ୨୬ ମେ’ ରବିବାର ଦିନ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ…

