ଖେଳ

ମିତାଲି ରାଜଙ୍କୁ ବିବାହ କରିବେ ଶିଖର ଧାଓ୍ବନ? ‘ଗବ୍ବର’ କହିଲେ ସତ କଥା

ନୂଆଦିଲ୍ଲୀ,୨୫।୫: ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଓପନର୍‌ ଶିଖର ଧାୱନ ତାଙ୍କ ଶୋ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆନ୍ତର୍ଜାତୀୟ କ୍ରିକେଟକୁ ଧାୱନଙ୍କ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ କଷ୍ଟସାଧ୍ୟ। ଆହତ କାରଣରୁ ସେ ଏହି ସିଜନରେ ଆଇପିଏଲ ମଧ୍ୟଭାଗରୁ ଓହରି ଯାଇଥିଲେ। ପଞ୍ଜାବ…

ତୀରନ୍ଦାଜ ବିଶ୍ୱକପ ୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍

ୟେଚେନ୍ (ଦକ୍ଷିଣ କୋରିଆ),୨୫।୫: ଭାରତର ତିନି ଷ୍ଟାର ଜ୍ୟୋତି ସୁରେଖା ଭେନ୍ନାମ୍, ପରନୀତ କୌର ଏବଂ ଆଦିତ୍ୟ ସ୍ବାମୀ କ୍ରମାଗତ ତୃତୀୟ ତୀରନ୍ଦାଜ ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ଭାରତୀୟ କମ୍ପାଉଣ୍ଡ ମହିଳା ଦଳ ଫାଇନାଲରେ ତୁର୍କୀ ଦଳକୁ…

‘ଭାରତୀୟ କ୍ରିକେଟକୁ ଭଲଭାବେ ବୁଝୁଥିବା ବ୍ୟକ୍ତି କୋଚ୍‌ ହେବେ’

ମୁମ୍ବାଇ, ୨୫।୫: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଫର ଦିଆଯାଇଥିଲା ବୋଲି ଯାହା ଆଲୋଚନା ହେଉଛି ତାହାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଖଣ୍ଡନ କରିଛନ୍ତି। ରାହୁଲ ଡ୍ରାଭିଡଙ୍କ…

ରବିବାର ହାଇଦ୍ରାବାଦ-କୋଲକାତା ଫାଇନାଲ

ଚେନ୍ନାଇ, ୨୫।୫: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ବ୍ୟାଟରଙ୍କ ବିଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ଲେ-ଅଫ୍‌ରୁ ବିଦାୟ ନେଇଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍ସ-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩୬ ରନରେ…

ଓଡ଼ିଶାର ଆହାନ ମିଶ୍ରଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର, ୨୫।୫ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୧୪ ଓ ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ (ସିଏସ୭) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ତ୍ରିମୁକୁଟ ହାସଲ କରିଛନ୍ତି। ସେ ୧୪ ଓ ୧୬ ବର୍ଷରୁ…

ଟି୨୦ ବିଶ୍ୱକପ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଫ୍ରିଦୀ

ଦୁବାଇ, ୨୫ା୫ : ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଆସନ୍ତା ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ଟୁର୍ନାମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ମନୋନୀତ କରାଯାଇଛି। ୨୦୦୯ରେ ପାକିସ୍ତାନର ଟି୨୦ ବିଶ୍ୱକପ ସଫଳତା…

ଲଜ୍ଜାଜନକ ରେକର୍ଡ ନିଜ ନାମରେ କଲେ ଚହଲ

ଚେନ୍ନାଇ,୨୪।୫: ଆଇପିଏଲ୍‌ ୨୦୨୪ରେ ଦମ୍‌ଦାର ଆରମ୍ଭ କରିଥିଲେ ଯୁଜବେନ୍ଦ୍ର ଚହଲ। ଏହାକୁ ନେଇ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ତାଙ୍କୁ ଚୟନ କରାଯାଇଛି। ହେଲେ ଆଇପିଏଲ୍‌ର ଦ୍ୱିତୀୟ ଭାଗରେ ସେ ନିରାଶ କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୱାଲିଫାୟାର ୨ରେ ସେ ଏକ…

ଟି ୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା କଲା ପାକିସ୍ତାନ, ୨ ବଡ଼ ଖେଳାଳିଙ୍କୁ ବାହାର କଲେ ବାବର ଆଜମ୍‌

ଇସଲାମାବାଦ,୨୪।୫: ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଘୋଷଣା କରାଯାଇଛି। ୧୫ ସଦସ୍ୟ ବିଶିଷ୍ଟ ଦଳରେ ପାକିସ୍ତାନ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ତଥା ଚମତ୍କାର ବୋଲରଙ୍କୁ ଚୟନ କରିଛି। କିନ୍ତୁ ଦୁଇ ବଡ ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି। ଏହି…

କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ

ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍‌କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ…

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍‌ ଲକ୍ଷ୍ମଣ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୪।୫: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମେଣ୍ଟର କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଗୌତମ ଗମ୍ଭୀର ସବୁଠାରୁ ଆଗରେ ରହିଥିବା ବେଳେ ଭି ଭି…

ସ୍ବାମୀଙ୍କ ପାଇଁ ଏମିତି କହିଲେ ଦୀପିକା ପାଲିକଲ

ନୂଆଦିଲ୍ଲୀ,୨୪।୫: ଚାରିଥର କମନୱେଲଥ ଗେମ୍ସରେ ପଦକ ଜିତିଥିବା ଦୀପିକା ପାଲିକଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଉଇକେଟ କିପର-ବ୍ୟାଟ୍ସମ୍ୟାନ ତଥା ତାଙ୍କ ସ୍ବାମୀ ଦୀନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କାର୍ତ୍ତିକ ତାଙ୍କ କ୍ୟାରିଅର୍‌ ସମୟରେ ଅନେକ ଉତ୍ଥାନର ସମ୍ମୁଖୀନ ହୋଇଥିଲେ।…

ସ୍ତ୍ରୀଙ୍କଠାରୁ ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା!

ମୁମ୍ବାଇ,୨୪।୫: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ସବୁକିଛି ଚାଲି ନ ଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଉପରେ ପରସ୍ପରଠାରୁ ଅଲଗା ରହୁଥିବା କୁହାଯାଉଛି। ନତାଶା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପାଣ୍ଡ୍ୟା ସରନେମ୍‌ ହଟାଇ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?