ଖେଳ

ଟିମ ଇଣ୍ଡିଆକୁ ମିଳିଲା ଏମିତି ସମ୍ମାନ, ଯାହା କେବେ କୌଣସି ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀଙ୍କୁ ମିଳିନାହିଁ

ନୂଆଦିଲ୍ଲୀ,୪।୭: ଟି -୨୦ କ୍ରିକେଟ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ବଡ଼ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ କ୍ରିକେଟ ଟିମ ବିମାନକୁ ପାଣି ତୋପ ସାଲ୍ୟୁଟ ବା ଓ୍ବାଟର…

ବିଶ୍ୱ ବିଜୟୀ ଦଳକୁ ସ୍ବାଗତ କରିବା ପାଇଁ ମୁମ୍ବାଇରେ ଜନସମୁଦ୍ର

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଭାରତୀୟ ଦଳ ଦିଲ୍ଲୀରୁ ବାହାରି ମୁମ୍ବାଇରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୫.୨୮ ସମୟରେ ଭାରତୀୟ ଦଳର ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି। ବିମାନବନ୍ଦରରେ ଅବତରଣ କରିବା ପରେ ଟିମ ଇଣ୍ଡିଆକୁ…

ବିବାହ ବାର୍ଷିକୀରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଧୋନି

ନୂଆଦିୀ,୪।୭: ଦେଶକୁ ପ୍ରଥମ ଟି -୨୦ ବିଶ୍ୱକପ ଦେଇଥିବା କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସବୁବେଳେ ଖବରରେ ରହିଥାନ୍ତି। ସେ ଖେଳନ୍ତୁ ଅବା ନ ଖେଳନ୍ତୁ, କିଛି ନା କିଛି କାରଣକୁ ନେଇ ସେ ଚର୍ଚ୍ଚାକୁ ଆସିଥାଆନ୍ତି। ଏବେ ସେ ଚର୍ଚ୍ଚାରେ,…

ମୋଦିଙ୍କ କୋଳରେ ଅଙ୍ଗଦ ବୁମରା, ଜସପ୍ରୀତଙ୍କ ପୁଅଙ୍କ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିିଥିଲେ। ହୋଟେଲରେ ବିଶ୍ରାମ ନେବା ପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା ବୋଲର ଜସପ୍ରିତ ବୁମରା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତର କିଛି…

ମୋଦିଙ୍କୁ ବଡ଼ ଉପହାର ଦେଲେ ଜୟ ଶାହା: ଏଥିରେ ଲେଖାଅଛି…

ନୂଆଦିଲ୍ଲୀ,୪।୭: ବାର୍ବାଡୋସ୍‌ରୁ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତ ଫେରିଥିବା ଟିମ ଇଣ୍ଡିଆ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି। ଏହି ସମୟରେ ତାଙ୍କୁ ଟିମ ଇଣ୍ଡିଆର ଏକ ସ୍ବତନ୍ତ୍ର ଜର୍ସି ପ୍ରଦାନ କରାଯାଇଥିଲା। ଜର୍ସିରେ ନମୋ ଏବଂ ନମ୍ବର ୧…

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…

ନୂଆଦିଲ୍ଲୀ,୪ା୭: ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ଟିମ୍‌ ଇଣ୍ଡିଆ ଗୁରୁବାର ବାର୍ବାଡୋସ୍‌ରୁ ଘରକୁ ଫେରିଛି। ଦିଲ୍ଲୀ ବିମାନବନ୍ଦରରେ ଟିମ୍‌ ଇଣ୍ଡିଆକୁ ସ୍ବାଗତ କରାଯାଇଥିଲା। ଟି-୨୦ ବିଶ୍ୱକପ୍‌ ଜିତିଥିବା ଭାରତୀୟ କ୍ରିକେଟ…

ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ; ରିପୋର୍ଟ ମାଗିଲା ଡିଜିସିଏ

ନୂଆଦିଲ୍ଲୀ,୪।୭: ଟି୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ଭାରତୀୟ ଖେଳାଳିମାନେ ଗୁରୁବାର ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ…

ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ

ନୂଆଦିଲ୍ଲୀ,୪।୭: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ ଇଣ୍ଡିଆ ଗୁରୁବାର ଭାରତ ଫେରିଛି। ରୋହିତ ଶର୍ମାଙ୍କ ସେନା ପ୍ରତ୍ୟାବର୍ତ୍ତନ ହେତୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପ୍ରଶଂସକଙ୍କ…

ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ସରପ୍ରାଇଜ୍‌: ଖୁସିରେ ଗଦ୍‌ଗଦ୍‌ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ବାର୍ବାଡୋସ୍‌ରୁ ଦିଲ୍ଲୀ ଫେରିଥିଲେ। ଘରକୁ ଫେରିବା ପରେ ଟିମ ଇଣ୍ଡିଆ ନିଜେ ବିମାନବନ୍ଦରରେ ସୱାଗତ ଭାଷଣ ଦେଇଥିଲା। ଟିମ ଇଣ୍ଡିଆକୁ ସ୍ବାଗତ କରିବା ପାଇଁ ସକାଳ ୬ଟାରୁ ପ୍ରଶଂସକମାନେ…

କୋହଲିଙ୍କୁ ପରଷା ଯିବ ପସନ୍ଦର ଖାଦ୍ୟ, ମେନ୍ୟୁରେ ରହିଛି ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ,୪।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ଭାରତ ଫେରିଛି। ଏଠାରୁ ରୋହିତ ବ୍ରିଗେଡ ଆଇଟିସି ମୌର୍ଯ୍ୟ (ITC Maurya) ହୋଟେଲରେ ପହଞ୍ଚିଥିଲେ। ଟିମ ଇଣ୍ଡିଆ ପାଇଁ ଏଠାରେ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରାଯାଇଛି। ଭାରତୀୟ କ୍ରିକେଟ…

ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ ନତାଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ତାଙ୍କର ଏହି ପୋଷ୍ଟ ପୁଣିଥରେ ଉଭୟଙ୍କ…

ରାସ୍ତା ମଝିରେ ଭାଙ୍ଗଡା ଡ୍ୟାନ୍ସ କଲେ ସୂର୍ଯ୍ୟକୁମାର, ଆଶ୍ଚର୍ଯ୍ୟ ହୋଇଗଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୪।୭: ଆଜି ସାରା ଭାରତ ଉତ୍ସବମୁଖର। କାରଣ ଟି୨୦ ବିଶ୍ୱକପ ଧରି ଭାରତ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସେଲିବ୍ରେଶନ ହେବାକୁ ଯାଉଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?