ଖେଳ

ମୁଁ ପାକିସ୍ତାନ ଦଳର ମା’ ନୁହେଁ: ସାନିଆ

ଲଣ୍ଡନ, ୧୮।୬:ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଦଳର ଅଭିଜ୍ଞ ଖେଳାଳି ଶୋଏବ ମଲିକ ଓ ତାଙ୍କ ପତ୍ନୀ ତଥା...

ବାଙ୍ଗାଲୋର ଏଫ୍‌ସିକୁ ଫେରିଲେ ଲିଙ୍ଗ୍‌ଦୋ

ବେଙ୍ଗାଲୁରୁ, ୧୮ା୬ (ପି.ଟି.)-ଏଟିକେ ସହିତ ଦୁଇ ସିଜନ ଅତିବାହିତ କରିବା ପରେ ୟୁଜେନସନ ଲିଙ୍ଗ୍‌ଦୋ ତାଙ୍କ ପୂର୍ବ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ସୋମବାର କ୍ଲବ ତରଫରୁ ଘୋଷଣା କରାଯାଇଛି। ଶିଲଂର ଏହି ମିଡ୍‌ଫିଲ୍‌ଡର ବର୍ଷିକିଆ ଚୁକ୍ତି କରିଛନ୍ତି।...

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଏହା ପ୍ରକାଶ...

ଜାତୀୟ ଶିବିରରେ ଜବାମଣୀ

କଟକ ଅଫିସ,୧୮ା୬- ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଏଫ୍‌ସି ମହିଳା ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ନିମନ୍ତେ ଜାତୀୟ ଦଳର ପ୍ରସ୍ତୁତ ଶିବିର ଅନୁଷ୍ଠିତ ହେବ । ଜାତୀୟ ଶିବିରରେ ଜବାମଣୀ...

ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାକିବ-ଅଲ-ହାସନଙ୍କ ଶତକ, ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ସହ ୪ର୍ଥ ଉଇକେଟ ଯୋଡ଼ିରେ...

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା ଲାଗି ଇଂଲଣ୍ଡର ପରବର୍ତ୍ତୀ ୨ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ବୋଲି ଇଂଲଣ୍ଡ ଆଣ୍ଡ୍‌...

ଗୋଲ୍‌ ରୁପାନ୍ତର ହାର ବୃଦ୍ଧିକୁ ମାରିଜନେଙ୍କ ଗୁରୁତ୍ୱ

ହୀରୋଶିମା (ଜାପାନ), ୧୭ା୬ (ପି.ଟି.)- ଭାରତୀୟ ମହିଳା ହକି ଦଳକୁ ଏହାର ଗୋଲ ରୁପାନ୍ତର ହାରରେ ବୃଦ୍ଧି ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ଚଳିତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ...

ଦଳରେ ଫାଟ ଯୋଗୁ ହାରିଲା ପାକିସ୍ତାନ

କରାଚୀ,୧୭।୬(ପି.ଟି.)- ଭାରତୀୟ ଦଳଠାରୁ ଚଳିତ ବିଶ୍ୱକପ୍‌ରେ ବଡ଼ ବ୍ୟବଧାନରେ ପରାଜୟ ବରଣ କରିବା ପରେ ପାକିସ୍ତାନ ଦଳରେ ଫାଟ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତଠାରୁ ପରାଜୟ ହଜମ କରିବା ପାକିସ୍ତାନ ଭଳି କ୍ରିକେଟ ପାଗଳ ଦେଶ...

ମିଳିଲା ସର୍ଫରାଜଙ୍କ ଅଳସୁଆମିର କାରଣ

ମାଞ୍ଚେଷ୍ଟର,୧୭।୬(ଏଏଫ୍‌ପି)- ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ହାଇ ମାରୁଥିବା ନଜରକୁ ଆସିଥିଲା। ଏହାର କାରଣ ଏବେ...

କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ

ବେଲୋ ହରିଜଣ୍ଟେ,୧୭।୬(ଏଏଫ୍‌ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌ ସି’ ମ୍ୟାଚ୍‌ରେ ଉରୁଗୁଏ ୧୦ ଜଣିଆ ଇକ୍ୱାଡରକୁ ୪-୦ ଗୋଲରେ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାନିଆ ମିର୍ଜାଙ୍କ ସହ ପାର୍ଟି କରୁଥିଲେ ପାକିସ୍ତାନ ଖେଳାଳି

ଲଣ୍ଡନ, ୧୭।୬: ବିଶ୍ୱକପର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ରବିବାର ମାଞ୍ଚେଷ୍ଟରରେ ଖେଳାଯାଇଥିଲା। ଏଥିରେ ଭାରତ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ବିଶ୍ୱକପରେ ଭାରତଠାରୁ ଲଗାତର ୭ ଥର ପରାଜୟବରଣ କରିବା ପରେ ପାକିସ୍ତାନରେ ନିଆଁ ଜଳିଛି।...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ କରିବାରେ ରୋହିତ ଶର୍ମା ମୁଖ୍ୟ ଭୂମିକା ନିଭାଇ ଥିଲେ। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ...

ସର୍ଫରାଜଙ୍କୁ ବୁଦ୍ଧିହୀନ କହି ଅଖତରଙ୍କ ସମାଲୋଚନା

ମାଞ୍ଚେଷ୍ଟର,୧୭।୬- ଭାରତ ବିପକ୍ଷରେ ଥିବା ଖରାପ ବିଶ୍ୱକପ୍‌ ରେକର୍ଡକୁ ପାକିସ୍ତାନ ଦଳ ପରିବର୍ତ୍ତନ କରିପାରି ନାହିଁ। ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ୮୯ ରନ୍‌ରେ ଜିତିନେଇଛି। ଏହାପରେ ପାକିସ୍ତାନ ଅଧିନାୟକ ସର୍ଫରାଜ...

ସ୍ବତନ୍ତ୍ର ତାଲିକାରେ ବିଜୟ ଶଙ୍କର

ମାଞ୍ଚେଷ୍ଟର,୧୭।୬- ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍‌ ଇତିହାସର ୩ୟ ବୋଲର ଭାବେ ପ୍ରଥମ ବଲରେ ଉଇକେଟ ନେବାର ସଫଳତା ପାଇଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ର ୫ମ ଓଭରରେ ଇମାମ ଉଲ୍‌ ହକ୍‌ଙ୍କୁ ଆଉଟ୍‌କରି ସେ...

୨ରୁ ୩ ମ୍ୟାଚ୍‌ ବାଦ୍‌ ପଡ଼ିବେ ଭୁବି- କୋହଲି

ମାଞ୍ଚେଷ୍ଟର,୧୭।୬(ପି.ଟି.)- ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ସେ ଅତିକମ୍‌ରେ ୨ରୁ ୩ ବିଶ୍ୱକପ୍‌ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି ପେସର ୩ ଓଭର ପୂରା କରିପାରି ନ ଥିଲେ। ତାଙ୍କ...

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ବହୁ ଭାରତୀୟ ସେଲିବ୍ରିଟି ଉପସ୍ଥିତ ଥିଲେ। ସ୍ରେଫ୍‌ ଅଲ୍ଲୀ...

କ୍ରିକେଟର ଗୁଗୁଲ ବୟ

ଜୟପୁର, ୧୭।୬: ଏବେ ସାରା ବିଶ୍ୱରେ ଚାଲିଛି କ୍ରିକେଟ୍‌ ଫିବର୍‌। ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ କିଏ ଭବିଷ୍ୟବାଣୀ କଲେଣି ତ ଆଉ କିଏ ବିଶ୍ୱକପ୍‌ ଇତିହାସକୁ ନେଇ ଚର୍ଚ୍ଚା କରୁଛନ୍ତି। ରାଜସ୍ଥାନର ଜୟପୁରରେ ଜଣେ ୧୨ ବର୍ଷୀୟ...

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର କ୍ରମାଗତ ୭ମ ବିଜୟ। ଏହା ପାକିସ୍ତାନୀ ପ୍ରଶଂସକଙ୍କୁ...