ଖେଳ

ବିଧାନସଭା ଭିତରେ ମରାଠିରେ ଏମିତି କହିଦେଲେ ରୋହିତ, ମୁଖ୍ୟମନ୍ତ୍ରୀ…

ମୁମ଼୍ବାଇ, ୫।୭: ସ଼୍ବଦେଶ ଫେରିବା ପରେ ବିଶ଼୍ବବିଜୟୀ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଏବଂ ସମ୍ମାନ ସମାରୋହ ଜାରି ରହିଛି । ଗତ ଗୁରୁବାର ମୁମ଼୍ବାଇରେ ସମ଼୍ବର୍ଦ୍ଧନା ପରେ ଆଜି ମହାରାଷ୍ଟ୍ର ବିଧାନସଭାକୁ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ରୋହିତଙ୍କ…

ବିଶ୍ୱ ବିଜେତା ହୋଇ ଘରକୁ ଫେରିଲେ ହିଟ୍‌ମ୍ୟାନ୍‌, ଫୁଲ ବିଛାଇ ସ୍ବାଗତ କଲେ…

ନୂଆଦିଲ୍ଲୀ,୫।୭: ଟିମ୍‌ ଇଣ୍ଡିଆ ଅଧିନାୟକ ଭାବେ ବିଶ୍ୱକପ୍‌ ଜିତି ଘରକୁ ଫେରିବା ପରେ ରୋହିତ ଶର୍ମାଙ୍କୁ ଭବ୍ୟ ସ୍ବାଗତ ମିଳିଛି। ଏଥିଲାଗି ପ୍ରାୟ ୧ ମାସରୁ ଅଧିକ ସମୟ ବାହାରେ ରହିଥିଲେ ସେ। ଏଣୁ ଯେତେବେଳେ ସେ ଘରକୁ ଫେରିଥିଲେ, ଫୁଲ…

‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି…

ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତେ ନିଜର ପ୍ରଦର୍ଶନ ଉପରେ ଚର୍ଚ୍ଚା କରିଥିଲେ। ବିଶେଷକରି ଟିମ୍‌ ଇଣ୍ଡିଆ ବିଜୟରେ…

ଚହଲଙ୍କୁ ଏମିତି କହିଦେଲେ ମୋଦି, ହସି ଉଠିଲେ ସମସ୍ତ ଖେଳାଳି

ନୂଆଦିଲ୍ଲୀ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ଟ୍ରଫି ସହ ଭାରତ ଫେରିଥିବା କ୍ରିକେଟ୍‌ ଦଳକୁ ଜୋରଦାର ସ଼୍ବାଗତ କରାଯାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେମାନଙ୍କର ସାକ୍ଷାତ ମଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସହ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ଭାରତୀୟ ଖେଳାଳି: ପିଚ୍‌ ମାଟି ଖାଇବାର ରହସ୍ୟ କହିଲେ ହିଟ୍‌ମ୍ୟାନ

ନୂଆଦିଲ୍ଲୀ,୫ା୭: ଟି୨୦ କ୍ରିକେଟ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍‌ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ମୁମ୍ବାଇରେ ପହଞ୍ଚିବା…

ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ

ନୂଆଦିଲ୍ଲୀ,୫।୭:ଟି -୨୦ ବିଶ୍ୱକପର ବିଶ୍ୱ ବିଜେତା ଦଳ ଟିମ୍‌ ଇଣ୍ଡିଆ ସ୍ବଦେଶକୁ ପେରିଛନ୍ତି। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ରାତିରେ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଟିମ ଇଣ୍ଡିଆ ଖେଳାଳିମାନେ ୱାଙ୍ଖଡେ…

ନୀରଜ ଚୋପ୍ରାଙ୍କୁ କ’ଣ ମାଗିଲେ ମୋଦି, କଥା ଦେଲେ ଖେଳାଳି

ନୂଆଦିଲ୍ଲୀ,୫।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଥାବାର୍ତ୍ତା କରିଥିଲେ। ପିଏମ ମୋଦି ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିବାକୁ ଭାରତୀୟ ଆଥଲେଟମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାଭେଲିନ…

ଖୁବ୍‌ଶୀଘ୍ର ବ୍ଲୁ-ଜର୍ସିରେ ନଜର ଆସିବେ ଜୁନିଅର୍‌ ଦ୍ରାବିଡ

ନୂଆଦିଲ୍ଲୀ,୫।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ଜିତିଛି। ଏହି ବିଜୟ ପାଇଁ ପୁରା ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ ଇଣ୍ଡିଆର ଏହି ବିଜୟର ହିରୋ ମଧ୍ୟ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଥିଲେ, ଯିଏ ଦଳର ଖେଳାଳିଙ୍କୁ ଉଚ୍ଚକୋଟୀର…

ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍‌ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ…

ନୂଆଦିଲ୍ଲୀ, ୫।୭: ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସ। ଭାରତର ୨୮ ଜଣିଆ ଆଥ୍‌ଲେଟିକ୍ସ ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିବ। ଡିଫେଣ୍ଡିଂ ଚାମ୍ପିୟନ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ।…

ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୭: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆଙ୍କୁ ଭାରତରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ଉତ୍ସବ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ…

ରୋହିତ, ବିରାଟ, ଜାଡେଜାଙ୍କ ପରେ ବୁମ୍‌ରା ନେବେ ଅବସର! ସନ୍ୟାସ ନେବା ଉପରେ ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୭: ଜସପ୍ରୀତ ବୁମ୍‌ରା ଟି -୨୦ ବିଶ୍ୱକପ୍‌ ୨୦୨୪ ଟାଇଟଲ ଜିତିବାରେ ଭାରତୀୟ ଦଳ ପାଇଁ ଏକ ବଡ଼ ଅବଦାନ ଦେଇଛନ୍ତି। ସେ ଟର୍ନାମେଣ୍ଟରେ ହାରାହାରି ୮.୨୭ରେ ୧୫ ଉଇକେଟ୍‌ ନେଇଛନ୍ତି। ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପାଇଁ ବୁମ୍‌ରାଙ୍କୁ ପ୍ଲେୟର ଅଫ…

ମୋଦିଙ୍କୁ କଥା ଦେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି ସିନ୍ଧୁ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଜୁଲାଇ ୨୬ରେ ପ୍ୟାରିସ ଅଲିମ୍ପିକରେ ମୁଁ ସ୍ବର୍ଣ୍ଣ ପଦକ ଜିତିବି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?