ଖେଳ

BCCIର ବଡ଼ ଘୋଷଣା, ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ ସେନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଗସ୍ତର ଶେଷ…

ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ….କାହିଁକି ଏଭଳି କହିଲେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳରେ ସୁଯୋଗ ମିଳୁନାହିଁ। ତଥାପି ଜାତୀୟ ଦଳରୁ ଖେଳିବା ଲାଗି ଆଶାବାଦୀ ଅଛନ୍ତି ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ ଠାକୁର। ରଣଜୀ ଟ୍ରଫିର କ୍ୱାଟର ଫାଇନାଲରେ ମୁମ୍ବାଇ ପକ୍ଷରୁ ଦମ୍‌ଦାର ପ୍ରଦର୍ଶନ କରିବା ପରେ ସେ ସର୍ବଦା ରେସ୍‌ରେ ଥିବା…

ଭାରତୀୟ ଖେଳାଳିଙ୍କ କ୍ୟାରିୟରର ଦୁଃଖଦ ଅନ୍ତ, ମାରିଥିଲେ ୩୧ ଶତକ

ନୂଆଦିଲ୍ଲୀ,୧୧।୨: ୨୦୨୪ ମସିହାରେ ଅନେକ ଲୋକପ୍ରିୟ କ୍ରିକେଟର ନିଜର କ୍ୟାରିୟରରେ ବ୍ରେକ୍‌ ଲଗାଇଥିଲେ। ଏବେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ କ୍ୟାରିୟରର ଅନ୍ତ ହୋଇଛି। ଏହି ଖେଳାଳି ତାଙ୍କ କ୍ୟାରିୟରରେ ୩୧ଟି ଶତକ ମାରିଥିଲେ। କିନ୍ତୁ ତାଙ୍କୁ ସେପରି ବିଦାୟ ମିଳି…

୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ରୋହିତ ଶର୍ମା? ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ…

ନୂଆଦିଲ୍ଲୀ,୧୧।୨: ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ରୋହିତ ଶର୍ମା ଜଣେ କି ଦୁଇ ପାଇଁ ନୁହେଁ ବରଂ ୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି। କଟକରେ…

ଆଇପିଏଲ ୨୦୨୫ରେ ଲାଗୁ ହେବ ଆଇସିସିର ଏହି ନିୟମ, କାର୍ଯ୍ୟସୂଚୀକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୨: ୨୩ ମାର୍ଚ୍ଚରୁ ଆଇପିଏଲର ୧୮ତମ ସିଜିନ ଆରମ୍ଭ ହେଉଛି। ତଥାପି, ସମ୍ପୂର୍ଣ୍ଣ ସିଜିନର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ପାଇନାହିିଁ। କ୍ରିକେଟ ପ୍ରେମୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସିସିଆଇ ଆସନ୍ତା…

ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି

କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି ଟେଷ୍ଟ ଏବଂ ଦିନିକିଆରେ ଏହାର ପରିସଂଖ୍ୟାନ ଲଜ୍ଜାଜନକ ରହିଥିଲା। ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ…

କିଏ ସେହି ମହିଳା ଯାହାଙ୍କୁ ଭେଟିବାକୁ ସିକ୍ୟୁରିଟି ଭାଙ୍ଗି ଚାଲିଗଲେ ବିରାଟ,ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୨: ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।…

ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୧ା୨ : ବୁଧବାର ଖେଳାଯିବାକୁଥିବା ଅହମଦାବାଦ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମିଳିତ ଭାବେ ସ୍ବେଚ୍ଛାକୃତ ଅଙ୍ଗଦାନ କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଆହ୍ବାନ…

କମ ପାଠ ପଢିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌: କିନ୍ତୁ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପିଲାମାନଙ୍କ ମାତାପିତାଙ୍କୁ ବିଶେଷ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମାତାପିତାମାନେ ସେମାନଙ୍କ ଇଚ୍ଛା ପିଲାମାନଙ୍କ ଉପରେ ଲଦିବା ଉଚିତ୍‌ ନୁହେଁ। ପିଲାଟି ପ୍ରତ୍ୟେକ କ୍ଷେତ୍ରରେ ଭଲ ହେବା ଜରୁରୀ ନୁହେଁ।…

ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଲେ ଏହି ଅଲରାଉଣ୍ଡର

କଟକ, ୧୧ା୨: ଇଂଲଣ୍ଡ ଅଲରାଉଣ୍ଡର ଜାକବ ବେଥେଲ ଆଘାତପ୍ରାପ୍ତ ହୋଇଛନ୍ତି। ଫଳରେ ସେ ଆଗାମୀ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଖେଳିପାରିବେ ନାହିଁ ବୋଲି ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର ସ୍ପଷ୍ଟ କରିଛନ୍ତି। ତାଙ୍କର ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ହୋଇଛି। ରବିବାର…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପରେ ଲାଗିଲା ବଡ଼ ଝଟ୍‌କା, ଆଉ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୦।୨: ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା ପୂର୍ବରୁ ଅନେକ ଖେଳାଳି ଆଘାତ କାରଣରୁ ବାଦ୍‌ ପଡିଛନ୍ତି। ଏବେ ଆହତ ଖେଳାଳିଙ୍କ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି। ସେ ହେଲେ ଜାକବ…

ଲଣ୍ଡନରେ ଘରର ଦାମ୍‌ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି…

ନୂଆଦିଲ୍ଲୀ,୧୦।୨: କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ସମୟରେ ଫିଲ୍ଡିଂ କରୁଥିବା ସମୟରେ ବିରାଟ କୋହଲି ଇଲଂଣ୍ଡର ପୂର୍ବତନ ଭେଟେରାନ କେଭିନ୍‌ ପିଟରସେନଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ଏହାପରେ ଲୋକେ ଉଭୟଙ୍କ ଫଟୋ ଦେଖି ନାନାଦି କଳ୍ପନା କରିଥିଲେ। ପୂର୍ବତନ କ୍ରିକେଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri