ଖେଳ

ଚର୍ଚ୍ଚାରେ ହାର୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା, ଏସିଆ କପ୍ ପୁରସ୍କାର ରାଶିର ୭ ଗୁଣ

ଦୁବାଇ,୮।୯: ଏସିଆ କପ ୨୦୨୫ ମଙ୍ଗଳବାର, ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି, ଯେଉଁଥିରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ୧୦ ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ତାଙ୍କ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ…

ଏସିଆ କପ୍‌ ମହିଳା ହକି: ସୁପର-୪ରେ ଭାରତ

ହାଙ୍ଗ୍‌ଝୋ,୮ା୯: ନବନୀତ କୌର ଓ ମମ୍‌ତାଜ ଖାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ଏସିଆ କପ୍‌ ମହିଳା ହକି ଟୁର୍ନାମେଣ୍ଟର ପୁଲ୍‌ ‘ବି’ରେ ୩୪ ର଼୍ୟାଙ୍କିଙ୍ଗପ୍ରାପ୍ତ ସିଙ୍ଗାପୁରକୁ ୧୨-୦ ଗୋଲରେ ପରାସ୍ତ କରିଛି। ଏଥି ସହିତ ଦଳ ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ପାଇଁ…

ପ୍ଲେୟର ଅଫ୍‌ ଦି ମନ୍ଥ ଦୌଡ଼ରେ ସିରାଜ

ଦୁବାଇ,୮ା୯:ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ନାମ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ସକାଶେ ସୁପାରିସ କରାଯାଇଛି। ପୁରସ୍କାର ଦୌଡ଼ରେ…

ମୋତେ ଅପମାନିତ କରାଗଲା, ମୁଁ କାନ୍ଦିକି ଟିମ୍‌ ଛାଡ଼ିଦେଲି: IPLର ଏହି ଟିମ୍‌ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କ୍ରିସ ଗେଲ

ନୂଆଦିଲ୍ଲୀ,୮।୯: ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଇପିଏଲ୍‌ରେ ବିତାଇଥିବା ତାଙ୍କ ଶେଷ ବର୍ଷ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପଞ୍ଜାବ କିଙ୍ଗସ ଦଳର…

କ୍ରିକେଟ୍‌ ଜଗତରେ ବଡ଼ ହଲଚଲ: ସଚିନଙ୍କ ମହାରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୯: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଜୋ ରୁଟ ଇତିହାସ ସୃଷ୍ଟି କରିଛନ୍ତି। ରୁଟ ଏହି ମ୍ୟାଚ୍‌ରେ ୯୬ ବଲ୍‌ରେ ୧୦୦ ରନ୍‌ର ଇନିଂସ ଖେଳିଥିଲେ। ରୁଟ ତାଙ୍କ ଶତକୀୟ ଇନିଂସ୍‌ରେ ୬ଟି ଚୌକା ମାରିଥିଲେ।…

୭ ବଲ୍‌ରେ ୫ ଉଇକେଟ୍‌! ଏସିଆ କପ ପୂର୍ବରୁ ସମସ୍ତଙ୍କୁ ଭୟଭୀତ କଲେ ଏହି କ୍ରିକେଟର୍‌

ଦୁବାଇ,୮।୯: ୨୦୨୫ ଏସିଆ କପ ପୂର୍ବରୁ, ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ମହମ୍ମଦ ନୱାଜ ଟି୨୦ କ୍ରିକେଟରେ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ଶାରଜାରେ ଖେଳାଯାଇଥିବା ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ନୱାଜ ବୋଲିଂରେ ହ୍ୟାଟ୍ରିକ ସହିତ ମୋଟ ୫ଟି…

ନେମାରଙ୍କ ପାଇଁ ଛାଡ଼ିଗଲେ ୧୦ ହଜାର କୋଟି ଟଙ୍କା: ଜାଣନ୍ତୁ କିଏ ସେ କୋଟିପତି…

ବ୍ରାସିଲିଆ,୮ା୯: ନିକଟରେ ପ୍ରାଣ ହରାଇଥିବା ବ୍ରାଜିଲର ଜଣେ ଧନୀ ବ୍ୟକ୍ତି ଫୁଟବଲ ସୁପରଷ୍ଟାର ନେମାରଙ୍କ ଲାଗି ୧୦ ହଜାରରୁ ଅଧିକ କୋଟି ଟଙ୍କା ଛାଡ଼ି ଯାଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ବ୍ରାଜିଲର ଜଣେ କୋଟିପତି ତାଙ୍କ ଓ୍ବିଲ୍‌ରେ ନେମାରଙ୍କ ଲାଗି…

Asia Cup 2025: ନୂଆ ରୂପରେ ଟିମ୍‌ ଇଣ୍ଡିଆ, ଜର୍ସିରେ ନାହିଁ…

ନୂଆଦିଲ୍ଲୀ,୮।୯: ଏସିଆ କପ ୨୦୨୫ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ଅନଲାଇନ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ ଦଳ ତାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ…

ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ଅଭିଯୋଗ: କପିଲ ଦେବଙ୍କ ବିରୁଦ୍ଧରେ ମ୍ୟାଚ ଫିକ୍ସିଂ ମାମଲା…

ଚଣ୍ଡିଗଡ,୭ା୯: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ କପିଲ ଦେବଙ୍କ ବିରୁଦ୍ଧରେ ୧୯୯୭ରେ ଉଠିଥିବା ମ୍ୟାଚ ଫିକ୍ସିଂ ଅଭିଯୋଗ ମାମଲା କାହିଁକି ବନ୍ଦ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ଯୋଗରାଜ ଦାବି କରିଛନ୍ତି ଯେ…

ଇଟାଲୀ ଗ୍ରାଣ୍ଡ ପ୍ରିକ୍ସ ଜିତିଲେ ଭେରଷ୍ଟାପେନ, ଭାଙ୍ଗିଲେ ଶୁମାକରଙ୍କ ରେକର୍ଡ

ନୂଆଦିଲ୍ଲୀ,୭ା୯: ରେଡ ବୁଲର ମ୍ୟାକ୍ସ ଭେରଷ୍ଟାପେନ ରବିବାର, ୭ ସେପ୍ଟେମ୍ବରରେ ଇଟାଲୀ ଗ୍ରାଣ୍ଡ ପ୍ରିକ୍ସରେ ବିଜୟୀ ହୋଇ ମାଇକେଲ ଶୁମାକରଙ୍କ ୨୦୦୩ରେ ସ୍ଥାପିତ ଫର୍ମୁଲା ୱାନର ସର୍ବାଧିକ ଦ୍ରୁତ ରେସ ରେକର୍ଡ ଭାଙ୍ଗିଛନ୍ତି। ମୋଞ୍ଜାରେ ୫୩ ଲାପ ସେ ୧ ଘଣ୍ଟା…

ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୭ା୯: ଆସନ୍ତା ୯ ତାରିଖରୁ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ରବିବାର ଏକ ଭିଡିଓ ଶେୟାର କରାଯାଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଟୁର୍ନାମେଣ୍ଟ ଲାଗି…

ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା

ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?