ଓଡ଼ିଶାରେ ସଫଳତାର ସହ ପରୀକ୍ଷା ହେଲା ‘ଭାର୍ଗବାସ୍ତ୍ର’, ଶକ୍ତିଶାଳୀ ହେଲା ଭାରତୀୟ ସେନା
ନୂଆଦିଲ୍ଲୀ,୧୪ା୫: ଭାରତ ସଫଳତାର ସହ ଏକ ନୂଆ କମ୍ ମୂଲ୍ୟର କାଉଣ୍ଟର-ଡ୍ରୋନ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରିଛି, ଯାହା ବୃଦ୍ଧି ପାଉଥିବା ଡ୍ରୋନ ସ୍ୱାର୍ମର ବିପଦକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ ଅଗ୍ରଗତି ଅଟେ। ଏହି ସିଷ୍ଟମର ମାଇକ୍ରୋ ରକେଟଗୁଡ଼ିକ ମଙ୍ଗଳବାର…
ବିରାଟଙ୍କ ଅବସରକୁ ନେଇ କାହିଁକି ଏମିତି କହିଲେ ଅନୁଷ୍କା? ‘ଟେଷ୍ଟ କ୍ରିକେଟରେ ସିଏ ସଫଳ ହୁଅନ୍ତି ଯାହାଙ୍କ ପାଖରେ…’
ନୂଆଦିଲ୍ଲୀ,୧୪।୫: କ୍ରିକେଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣାରେ ପ୍ରଶଂସକମାନେ ଖୁସି ନୁହଁନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହା ଉପରେ ଲଗାତାର ପୋଷ୍ଟ କରୁଛନ୍ତି। ସେ…
ସନ୍ୟାସ ନେବା ପରେ ବିରାଟ, ରୋହିତଙ୍କ କଟିବ କି ଦରମା ? BCCI ଦେଲା ସୂଚନା
ନୂଆଦିଲ୍ଲୀ, ୧୪ା୫: ଭାରତୀୟ କ୍ରିକେଟ ଦଳର ଦୁଇ ଦିଗଜ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ସେମାନଙ୍କୁ A+ ଶ୍ରେଣୀର କେନ୍ଦ୍ରୀୟ ଚୁକ୍ତିରେ ବଜାୟ ରଖିବ…
ମ୍ୟାଚ୍ ନ ଖେଳି ମଧ୍ୟ ଐତିହାସିକ ସଫଳତା ହାସଲ କଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲ,୧୪।୫: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରୁଛନ୍ତି। ସେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜାଡେଜା ଏତେ ଦିନ ଧରି ଧଳା ବଲ କ୍ରିକେଟ କିମ୍ବା IPL ଖେଳୁଛନ୍ତି,…
ଡବ୍ଲୁଟିସି ଫାଇନାଲ: ୧୫ ଜଣିଆ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଦଳ ଘୋଷିତ
ମେଲବୋର୍ନ,୧୩ା୫: ଆସନ୍ତା ଜୁନ୍ ୧୧ରେ ଇଂଲଣ୍ଡର ଲଡର୍ସଠାରେ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ। ଏନେଇ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ମଙ୍ଗଳବାର ସେମାନଙ୍କ ଦଳ ଘୋଷଣା କରାଯାଇଛି। ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ୱାଧୀନ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ…
ଆସିଲା ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗ ଆସିଲା: ଜାଣନ୍ତୁ ଭାରତର କେଉଁ ଖେଳାଳି କେଉଁ ସ୍ଥାନରେ..
ଦୁବାଇ,୧୩ା୫: ଭାରତର ଷ୍ଟାଇଲିସ ଓପନର ସ୍ମୃତି ମନ୍ଧାନା ଆଇସିସି ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ସ୍ଥାନ ନିକଟତର ହୋଇଛନ୍ତି। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ଗୋଟିଏ…
୧୭ରୁ ଆଇପିଏଲ୍ ପୁନଃ ଆରମ୍ଭ: ଫେରିବେ ବିଦେଶୀ ଖେଳାଳି
ନୂଆଦିଲ୍ଲୀ,୧୩ା୫: ଆସନ୍ତା ୧୭ ତାରିଖରୁ ପୁଣି ଆରମ୍ଭ ହେବ ଆଇପିଏଲ୍। ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ଲାଗି ବିସିସିଆଇ ଓ ଆଇପିଏଲ୍ ଫ୍ରାଞ୍ଚାଇଜ ପକ୍ଷରୁ ବିଦେଶୀ ବୋର୍ଡ ଉପରେ ଚାପ ପକାଯାଉଛି। ବିସିସିଆଇ ପକ୍ଷରୁ ଆଇପିଏଲ୍ ସିଓଓ ହେମଙ୍ଗ ଆମିନଙ୍କୁ ବ୍ୟକ୍ତିଗତ ଭାବେ…
ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା
ବୃନ୍ଦାବନ,୧୩।୫: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ବୃନ୍ଦାବନରେ ପହଞ୍ଚିଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରୟ ସ୍ଥଳରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହାର ଭିଡିଓ…
ରୋହିତ-ବିରାଟଙ୍କ ସନ୍ୟାସ ପଛରେ ରହିଛି ହେଡ କୋଚଙ୍କ ହାତ? ଗମ୍ଭୀର ଯୁଗର ହେଲା ଆରମ୍ଭ…
ନୂଆଦିଲ୍ଲୀ,୧୩।୫: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ରୋହିତ ଶର୍ମା ଏବଂ ବିରାଟ କୋହଲି…
ପଞ୍ଜାବ ମାଲିକାଣୀଙ୍କୁ ଝଟ୍କା ଦେଲା BCCI: PBKS vs DC ମ୍ୟାଚ୍କୁ ନେଇ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୫: IPL 2025 ସ୍ଥଗିତ ହେବା ପୂର୍ବରୁ, ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ବନ୍ଦ କରିଦିଆଯାଇଥିଲା। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରୁଥିଲା ଏବଂ ଯେତେବେଳେ ମ୍ୟାଚ ବନ୍ଦ ହୋଇଥିଲା, ସେମାନଙ୍କର ସ୍କୋର…
ଏହି ଦିନଠାରୁ ପୁଣି ଆରମ୍ଭ ହେବ IPL 2025, ଜୁନ୍ ୩ରେ ଫାଇନାଲ: ବିସିସିଆଇ
ମୁମ୍ବାଇ,୧୨ା୫: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ, ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ…
ଅସ୍ତ୍ରବିରତି ପରେ ପିଏସ୍ଏଲ୍ ଆରମ୍ଭ ଲାଗି ପିସିବିର ବଡ଼ ଯୋଜନା
କରାଚୀ, ୧୨ା୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସସ୍ପେଣ୍ଡ ହୋଇଥିବା ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ର ପୁନଃ ଆରମ୍ଭ ପାଇଁ ଯୋଜନା କରୁଛି। ଏପରି କ ବିଭିନ୍ନ ଦଳ ତରଫରୁ ଖେଳୁଥିବା ବିଦେଶୀ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ ନ କଲେ ମଧ୍ୟ ଚଳିତମାସ…
Archives


