‘ବିଶ୍ୱ ର଼୍ୟାଙ୍କିଙ୍ଗ୍କୁ ସମ୍ମାନ ଦେଉନାହିଁ ଓ୍ବିମ୍ବେଲଡନ ସିଡିଂ ପ୍ରକ୍ରିୟା’
ମାଡ୍ରିଡ୍,୨୫।୬(ଏଏଫ୍ପି)- ଟେନିସ କ୍ରୀଡ଼ା ସିଜନର ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମଧ୍ୟରୁ ଓ୍ବିମ୍ବେଲଡନ ଓପନରେ ବିଶ୍ୱ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ଖେଳାଳିଙ୍କୁ ସଡ୍ ପ୍ରଦାନ କରାଯାଏ ନାହିଁ। ଗ୍ରାସ ରୁଟ୍ ଇଭେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ଭିତ୍ତି କରି ସିଡ୍ ପ୍ରଦାନ କରାଯାଏ। ଏହାକୁ ବିରୋଧ…
ଅଲିମ୍ପିକ୍ ଯୋଗ୍ୟତା ଲାଗି ସବୁ ପ୍ରକାର ସହଯୋଗ କରାଯିବ- କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ,୨୫।୬(ପିଟି)- ଅଲିମ୍ପିକ୍ ଯୋଗ୍ୟତା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜୁଜି ମଙ୍ଗଳବାର ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲ୍ସ ଟୁର୍ନାମେଣ୍ଟ ଚାମ୍ପିୟନ ମହିଳା ହକି ଦଳର ସଦସ୍ୟଙ୍କ ସହ ଆଲୋଚନା କରି…
ନେଟ୍ସରେ ଭୁବିଙ୍କ ଅଭ୍ୟାସ
ନୂଆଦିଲ୍ଲୀ,୨୫।୬- ଭାରତୀୟ ଦଳର ମ୍ୟାନେଜମେଣ୍ଟକୁ ମଙ୍ଗଳବାର ବଡ଼ ଆଶ୍ୱସ୍ତି ମିଳିଛି। ପେସର ଭୁବନେଶ୍ୱର କୁମାର (ଭୁବି) ୩୦ରୁ ୩୫ ମିନିଟ୍ ଧରି ମାଞ୍ଚେଷ୍ଟରର ଇନ୍ଡୋର ନେଟ୍ସରେ ଅଭ୍ୟାସ କରିଛନ୍ତି। ଗୁରୁବାର ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମୁକାବିଲାରେ ତାଙ୍କ…
ଜିମ୍ରେ ବିରାଟଙ୍କ ଓ୍ବାର୍କ ଆଉଟ୍
ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍ରେ ଝାଳ ବୁହା ପରିଶ୍ରମ କରିଛନ୍ତି। ତାଙ୍କର ଓ୍ବାର୍କ ଆଉଟ୍ ବେଳର ଏକ ଭିଡିଓ କୋହଲି…
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରା ମେଡିକାଲରେ ଭର୍ତ୍ତି
ମୁମ୍ବାଇ,୨୫।୬(ପିଟି)- ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ମଙ୍ଗଳବାର ମେଡିକଲାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ତୁରନ୍ତ ଡିସଚାର୍ଜ କରାଯିବା ନେଇ ଜଣାପଡ଼ିଛି। ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଛାତିରେ ଯନ୍ତ୍ରଣା…
ଗ୍ଲୋବାଲ ଲିଗ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ
ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା…
ଧୋନୀଙ୍କ ଉପରେ ମନ୍ତବ୍ୟ ଦେଇ ସଚିନ ସମାଲୋଚିତ
ନୂଆଦିଲ୍ଲୀ,୨୫।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅନ୍ଲାଇନ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଧିମା ବ୍ୟାଟିଂ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଥିଲେ। ମୁଁ ଦୁଃଖିତ। ଦଳୀୟ ସ୍କୋର ଆହୁରି ଭଳ…
କୋର୍ଟକୁ ଯାଇପାରନ୍ତି ୭ ଆଇ-ଲିଗ୍ କ୍ଲବ
ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଯଦି ଇଣ୍ଡିଆନ ସୁପର ଲିଗ୍ (ଆଏସ୍ଏଲ୍)କୁ ବିଧିବଦ୍ଧ ଦେଶର ଟପ୍ ଲିଗ୍ ଘୋଷଣା କରେ ତେବେ ୭ଟି ଆଇ-ଲିଗ୍ କ୍ଲବ ମିଳିତ ଭାବେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହି କ୍ଲବଗୁଡ଼ିକ ହେଲା ମୋହନ…
ରସେଲ ବିଶ୍ୱକପ୍ରୁ ଆଉଟ୍
ମାଞ୍ଚେଷ୍ଟର, ୨୫ା୬ (ପି.ଟି.)-ଆଣ୍ଠୁରେ ଆଘାତ ଯୋଗୁ ଓ୍ବେଷ୍ଟଇଣ୍ଡିଜର ଅନ୍ୟତମ ପ୍ରମୁଖ ଖେଳାଳି ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଚଳିତ ଆଇସିସି ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ଏହି ମେଗା ଇଭେଣ୍ଟ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ରସେଲଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଥିଲା।…
ବିଶ୍ୱ କ୍ରିକେଟର ନୂଆ ଧୋନୀ ହେଉଛନ୍ତି ବଟଲର
ଲଣ୍ଡନ, ୨୫ା୬ (ପି.ଟି.)-ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ ଲାଙ୍ଗର ସୋମବାର ଜୋସ୍ ବଟଲରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଇଂଲଣ୍ଡର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ସେ ବିଶ୍ୱ କ୍ରିକେଟର ନୂଆ ମହେନ୍ଦ୍ର ସିଂ ଧୋନୀ ବୋଲି ଆଖ୍ୟା ଦେଇଛନ୍ତି। ଆକ୍ରମଣାତ୍ମକ ଷ୍ଟାଇଲରେ ବ୍ୟାଟିଂ କରୁଥିବା…
ଆଇସିସି ବିଶ୍ୱକପ୍: ଇଂଲଣ୍ଡର ଅଷ୍ଟ୍ରେଲିଆ ପରୀକ୍ଷା
ଲଣ୍ଡନ,୨୫।୬(ଏଏଫ୍ପି)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ରେ ମଙ୍ଗଳବାର ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଫେଭରାଇଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ପାଇଁ…
ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ
ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କ୍ରିକେଟର ମକ୍କା…

