ଖେଳ

ଆଜି ଅଲଆଉଟ୍‌ ହୋଇପାରେ ବାଂଲାଦେଶ

କୋଲକାତା,୨୨।୧୧- ଐତିହାସିକ ଇଡେନ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ଏପରି କି ଭ୍ରମଣକାରୀ ଦଳ ପ୍ରଥମ ଦିନରେ ହିଁ ଅଲଆଉଟ୍‌ ହେବାର ସମ୍ଭାବନା ସୃଷ୍ଟି…

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ ସମୟକ୍ରମେ ଡିଫେଣ୍ଡର ବନିଯାଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ତାଙ୍କ…

ପିଙ୍କ୍‌ ବଲ୍‌ କ୍ରିକେଟ

ଏପର୍ଯ୍ୟନ୍ତ ୧୧ଟି ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ ହୋଇଛି। ଅବଶ୍ୟ ଥରେ ମାତ୍ର ମହିଳା ଦିବାରାତ୍ର ଟେଷ୍ଟ ଖେଳାଯାଇଛି। ଦିବାରାତ୍ର ଟେଷ୍ଟ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସର୍ବାଧିକ ପିଙ୍କ ବଲ୍‌ ଟେଷ୍ଟ ଖେଳିଛି…

ଇଡେନ ବେଲ ବଜାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୨୨।୧୧- ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ପିଙ୍କ ବଲ ଦିବାରାତ୍ର ମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନ ଠିକ୍‌ ୧୨.୫୮ରେ ଇଡେନ…

ଡୋପିଂ ଅପବାଦ

ଡୋପିଂ କ୍ରୀଡ଼ା ପାଇଁ କ୍ୟାନସର ସଦୃଶ ହୋଇଛି। ବିଭିନ୍ନ ଇଭେଣ୍ଟରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ କ୍ରୀଡ଼ାବିତ୍‌ମାନେ ଶକ୍ତିବର୍ଦ୍ଧକ ଔଷଧ ସେବନ କରି ଏଭଳି କଳଙ୍କକୁ ଆଗକୁ ନେଉଛନ୍ତି। ଏଭଳି ଅସତ୍‌ ଉପାୟକୁ ରୋକିବା ପାଇଁ ଆଇଏଏଏଫ୍‌, ଆଇଓସି, ୱାଡା, ନାଡ଼ା…

ପିଙ୍କ୍‌ ବଲ୍‌ରେ ଇତିହାସ ରଚିଲେ ଇଶାନ୍ତ ଶର୍ମା

କୋଲକାତା,୨୨।୧୧: କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଟେଷ୍ଟ। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ଭ୍ରମଣକାରୀ ବାଂଲାଦେଶ ଦଳକୁ ପ୍ରଥମ ଝଟକା ଲାଗିଛି। ଓପନର ଇମରୁଲ୍‌ କାଏସଙ୍କୁ ଆଉଟ୍‌ କରି…

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତିି ବ୍ୟାଟିଂ ନିଷ୍ପତି ନେଇଛି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ…

ଭାରତ-ଓ୍ବେଷ୍ଟଇଣ୍ଡିଜ ଟି୨୦: ସୁରକ୍ଷା ଦେବାକୁ ମନା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୨।୧୧- ଆସନ୍ତା ୬ ତାରିଖରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ମ୍ୟାଚ୍‌ ଲାଗି ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥା ଦେଇ ପାରିବ ନାହିଁ ବୋଲି ମୁମ୍ବାଇ କ୍ରିକେଟ…

ଧେର୍‌ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍‌ ବୁଲ୍‌ ଆଥଲେଟ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍‌ ଧେର୍‌ସ ଗୁରୁବାର କିଟ୍‌ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍‌ (ଦୁଃସାହସିକ ସାଇକେଲ ଚାଳନା) ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ଦର୍ଶକ ଧେର୍‌ସଙ୍କ ଏହି ଷ୍ଟଣ୍ଟକୁ ମନଭରି ଉପଭୋଗ…

କୁନାଲଙ୍କୁ ସିନିୟର ବିଲିୟାଡର୍‌ସ ଟାଇଟଲ୍‌

କଟକ ଅଫିସ,୨୨ା୧୧- କଟକ କ୍ଲବଠାରେ ଚାଲିଥିବା ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପରେ ଗୁରୁବାର ସିନିୟର ବିଲିୟାଡର୍‌ସ ପ୍ରତିଯୋଗିତା ଶେଷ ହୋଇଛି। ୭ ଫ୍ରେମ ବିଶିଷ୍ଟ ଫାଇନାଲରେ କୁନାଲ ଅଗ୍ରଓ୍ବାଲ ରାଜ୍ୟର ପ୍ରତିଷ୍ଠିତ ବିଲିୟାଡର୍‌ସ ଖେଳାଳି…

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହେବାକୁଥିବା ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତା ପାଇଁ ଗୁରୁବାର ୯ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ବାଦଲ ବେହେରା ଓ ଦିବାକର ଗୋଚ୍ଛାୟତ ଜୁନିୟର ବିଭାଗ, ରାକେଶ କୁମାର ଶତପଥି…

ଭାରତୀୟ ମହିଳା କ୍ରିକେଟ୍‌ ଦଳର ସିରିଜ୍‌ କ୍ଲିନସୁଇପ୍‌

ଗୁୟାନା,୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖି ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ପୋଛିନେଇଛି। ବେଦା କ୍ରିଷ୍ଣମୂର୍ତ୍ତି ଓ ଜେମିମା ରୋଡ୍ରିଗୁଏଜଙ୍କ ଅର୍ଦ୍ଧଶତକ ଓ ପରେ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଟିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?