ଖେଳ

ଅମ୍ପାୟର ନୋ ବଲ ଦେବାରୁ ଚାଲାକି କଲେ ପୋଲାର୍ଡ

ବିଜୟନଗରମ୍‌,୧୨।୧୧- ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଏଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ନିଜ ଚାଲାକିର ନମୁନା ଦେଖାଇଛନ୍ତି। ଆଫଗାନିସ୍ତାନ ଇନିଂସର ୨୫ତମ ଓଭରରେ ନୋ ବଲ ଦେବା ପରେ ଅମ୍ପାୟରଙ୍କୁ ବାଧ୍ୟ ହୋଇ ନିଷ୍ପତ୍ତି ପରିବର୍ତ୍ତନ…

ପଡିଆରେ ମ୍ୟାଚ୍‌ ଖେଳୁଥିଲେ ଏହି ଖେଳାଳି, ଅଚାନକ ଆସିଲା ମା’ଙ୍କ ମୃତ୍ୟୁ ଖବର

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ଏ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ପାକିସ୍ତାନ ଦଳ ପାଇଁ ଏକ ଦୁଃଖଦ ଖବର ଆସିଛି। ଦଳର ୧୬ ବର୍ଷୀୟ ବୋଲି ନସିମ ଶାହଙ୍କ ମାତୃ ବିୟୋଗ ଘଟିଛି। ଏହି ଘଟଣା ଜଣାପଡିବା ପରେ ପାକିସ୍ତାନ ଦଳର ଖେଳାଳିମାନେ…

ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଇନ୍ଦୋର,୧୨।୧୧: ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ସାରା ଦେଶରେ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା ଏବଂ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ…

କେବଳ ଚୌକା, ଛକାରେ ଶତକ କରିଲେ ମନୀଷ ପାଣ୍ଡେ

ବିଜୟନଗରମ୍‌,୧୨।୧୧- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ସର୍ଭିସେସ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମନୀଷ ପାଣ୍ଡେ କେବଳ ବାଉଣ୍ଡ୍ରିରେ ହିଁ ଶତକ କରିଛନ୍ତି। ମାତ୍ର ୫୪ ବଲର ସମ୍ମୁଖୀନ ହୋଇଥିବା କର୍ନାଟକ ଦଳର…

ଓ୍ବେଷ୍ଟଇଣ୍ଡିଜ ଦିନିକିଆ ପୂର୍ବରୁ ଖୋଲିବ ଚେପକ ଗ୍ରାଉଣ୍ଡର ୩ ଷ୍ଟାଣ୍ଡ

ଚେନ୍ନାଇ,୧୨।୧୧- ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ ଯଥା ଆଇ, ଜେ ଓ କେ ଖୋଲିବାକୁ ଯାଉଛି। ଏହାର ଅର୍ଥ ଆଗାମୀ ମାସ ୧୫ ତାରିଖରେ ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଦିନିକିଆ…

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ କରିବା ପୂର୍ବରୁ ଅବସରପ୍ରାପ୍ତ ଖେଳାଳି ବଲିଉଡ ଅଭିନେତ୍ରୀ କିମ୍‌ ଶର୍ମାଙ୍କ ସହ ବ୍ରେକଅପ୍‌ ପରେ…

ଭାରତୀୟ କ୍ରିକେଟ ଟିମ୍‌ ବସ୍‌ରେ ସ୍ବଚ୍ଛ ଭାରତର ବାର୍ତ୍ତା

ଇନ୍ଦୋର,୧୨।୧୧: ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଈ ହୋଲକାର ବିମାନବନ୍ଦରରେ ଦୁଇ ଦଳ ପହଞ୍ଚିଛନ୍ତି।…

ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଲେ ହ୍ୟାଟ୍ରିକ୍‌

ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍‌ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍‌ ଥିବା କୁହାଯାଏ। କିନ୍ତୁ ଭାରତୀୟ ବୋଲର ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏବେ ବୋଲରମାନେ ମଧ୍ୟ ପ୍ରତି ମ୍ୟାଚରେ ନିଜ ଜଲଓ୍ବା ଦେଖାଇବାକୁ ପଛାଉନାହାନ୍ତି। ଫଳସ୍ବରୂପ ଗୋଟିଏ ବର୍ଷରେ…

ଜାତୀୟ ଦିବାରାତ୍ର ଭଲିବଲ ୧୬ରୁ

ଭୁବନେଶ୍ୱର, ୧୨।୧୧(କ୍ରୀଡ଼ା ପ୍ରତିନିଧି)- ଲିଙ୍ଗରାଜ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୬ ଓ ୧୭ ତାରିଖ ଦୁଇଦିନଧରି ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଲିଙ୍ଗରାଜ ବିହାର ପୋଖରୀପୁଟଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୨ଟି ଦଳ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ରେକର୍ଡ ବୋଲିଂ ପରେ ଚହରଙ୍କ ମାନ୍ୟତା ବୃଦ୍ଧି

ଦୁବାଇ, ୧୨।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ୭ ରନ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡ କରିଥିବା ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ମାନ୍ୟତାରେ ଆଖିଦୃଶିଆ ଉନ୍ନତି ଘଟିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ…

‘ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଗୋଲ ସ୍ବପ୍ନିଳ ଅନୁଭବ’

ନୂଆଦିଲ୍ଲୀ, ୧୨।୧୧(ପି.ଟି.)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଆମେରିକା ବିପକ୍ଷ କ୍ୱାଲିଫାୟର୍ସରେ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ୨ ମ୍ୟାଚ ବିଶିଷ୍ଟ କ୍ୱାଲିଫାୟର୍ସରେ ଭାରତ ରାଣୀଙ୍କ ଗୋଲ ବଳରେ ଆମେରିକାକୁ ୬-୫ରେ…

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଆଉଟ୍‌ ହେବା ପରେ ସେ ଆପତ୍ତିଜନକ ପ୍ରତିକ୍ରିୟା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?