ଖେଳ

ସାଉଥ୍‌ ଏସିଆନ ଗେମ୍ସ: ଭାରତର ପ୍ରାଧାନ୍ୟ ଅବ୍ୟାହତ

କାଠମାଣ୍ଡୁ, ୮ା୧୦ (ପି.ଟି.)-ଚଳିତ ସାଉଥ୍‌ ଏସିଆନ ଗେମ୍ସର ୬ଷ୍ଠ ଦିବସରେ ଭାରତ ସନ୍ତରଣ ଏବଂ କୁସ୍ତି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ୪୯ଟି ପଦକ ଲାଭ କରିଛି। ତନ୍ମଧ୍ୟରେ ୨୯ଟି ସ୍ବର୍ଣ୍ଣ ପଦକ ରହିଛି। ଭାରତର ମୋଟ ପଦକ ସଂଖ୍ୟା ୨୧୪(୧୧୦…

ବାରବାଟୀ ଦିନିକିଆ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୮।୧୨- ଅନ୍ତର୍ଜାତୀୟ ମ୍ୟାଚ୍‌ ନେଇ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ପ୍ରସ୍ତୁତିକୁ ଶନିବାର ଅନୁଧ୍ୟାନ କରିଛନ୍ତି ଗୃହ, ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର। ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଶୃଙ୍ଖଳା ବ୍ୟବସ୍ଥା କିପରି ରହିବ ସେ ଦିଗରେ…

ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌: ସେମି ପରାଜୟ ନେଇ ଦୁଆତିଙ୍କ ଚ୍ୟାଲେଞ୍ଜ୍‌

କାନପୁର,୮।୧୨(ପି.ଟି.)- ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜୟିନୀ ତଥା ଡିଫେଣ୍ଡିଂ ଚାମ୍ପିୟନ ତଥା ମହିଳା ବକ୍ସର ବନଲାଲ ଦୁଆତି ନିଜର ପରାଜୟ ନେଇ ଅସନ୍ତୋଷ ଥିବା କହିଛନ୍ତି। ଚଳିତ ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌ରେ ସେ ୫୧ କେ.ଜି. ବର୍ଗ ସେମିଫାଇନାଲରେ ହରିୟାଣାର…

୮ ରନରେ ମାଳଦ୍ୱୀପ ଅଲ୍‌ଆଉଟ ଖାତା ଖୋଲିପାରିଲେନି ୯ଜଣ

ପୋଖରା (ନେପାଳ),୮।୧୨(ପି.ଟି)- ମାଳଦୀପ ମହିଳା କ୍ରିକେଟ ଦଳ ମାତ୍ର ୯ ରନରେ ଅଲଆଉଟ ହୋଇ ଏକ ବିରଳ ତଥା ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଏଠାରେ ଚାଲିଥିବା ୧୩ତମ ସାଉଥ୍‌ ଏସିଆନ ଗେମ୍ସରେ ତୃତୀୟ ସ୍ଥାନ ପ୍ଲେ- ଅଫ୍‌ରେ ଘରୋଇ ନେପାଳ…

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟୀ ହେବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ…

ପରାଜୟରୁ ବର୍ତ୍ତିଲା ଇଷ୍ଟବେଙ୍ଗଲ

ଲୁଧିଆନା, ୭ା୧୨ (ପି.ଟି.)-ପଞ୍ଜାବ ଏଫ୍‌ସି ବିପକ୍ଷ ଆଇ-ଲିଗ୍‌ ମ୍ୟାଚରେ ଇଷ୍ଟ ବେଙ୍ଗଲ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ଡାନିଲୋ ଅଗଷ୍ଟୋ ୧୩ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ପଞ୍ଜାବ ଏଫ୍‌ସିକୁ…

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଜୋ ରୁଟ୍‌ଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳକୁ ଜେମ୍ସ ଆଣ୍ଡରସନ, ଜନି…

୧୦ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଫଓ୍ବାଦ ଆଲମ

କରାଚୀ, ୭।୧୨- ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ରାଓ୍ବଲପିଣ୍ଡଠାରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଶନିବାର ପାକିସ୍ତାନ ଦଳ ଘୋଷିତ…

ଭିନ୍ନ ରେକର୍ଡର ସମକକ୍ଷ କୋହଲି

ନୂଆଦିଲ୍ଲୀ,୭।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚ୍‌ରେ ୯୦ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥି ପାଇଁ ତାଙ୍କୁ ମିଳିଥିଲା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର। ଏଥିଯୋଗୁ ତାଙ୍କ ଟି୨୦ କ୍ୟାରିୟରରେ ମ୍ୟାନ୍‌ ଅଫ୍‌…

ପିଚ୍‌ ଖରାପ ଥିବାରୁ ପ୍ରଥମ ଦିନର ଖେଳ ବାତିଲ

ମେଲବୋର୍ନ,୭।୧୨- ସ୍ଥାନୀୟ ଏମ୍‌ସିଜି ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ର ପ୍ରଥମ ଦିନ ବାତିଲ କରାଯାଇଛି। ପିଚ୍‌ ଖେଳିବା ପାଇଁ ଉପଯୋଗୀ ନ ଥିବାରୁ ଫିଲ୍ଡ ଅମ୍ପାୟର ଏଭଳି…

ଦେଶ ପାଇଁ ସର୍ବାଧିକ ଉଇକେଟ ନେବାରେ ଚହଲ ଯୁଗ୍ମ ଶୀର୍ଷରେ

ହାଇଦ୍ରାବାଦ,୬ା୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ୧୮ତମ ଓଭରରେ ଚହଲ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଶିମରନ ହେଟମାୟର ଓ ଅଧିନାୟକ କିରନ ପୋଲାର୍ଡଙ୍କ ଉଇକେଟ ନେଇଥିଲେ। ଏଥିସହ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପେସର…

ଇଣ୍ଡିଆ ‘ସି’ରେ ଓଡ଼ିଶାର କାଜଲ

କଟକ ଅଫିସ, ୭ା୧୨- ପଣ୍ଡିଚେରୀଠାରେ ହେବାକୁ ଥିବା ୨୩ବର୍ଷରୁ କମ୍‌ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଓଡ଼ିଶାର ପ୍ରତିଭାବାନ ଖେଳାଳି କାଜଲ ଜେନା ଭାଗ ନେବେ। ପ୍ରତିଯୋଗିତାରେ କାଜଲ ଇଣ୍ଡିଆ-ସି ପକ୍ଷରୁ ପ୍ରତିନିଧିତ୍ୱ କରିବେ। କାଜଲଙ୍କ ଏହି ସଫଳତା ନେଇ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?