ଖେଳ

ସର୍ବଭାରତୀୟ ରେଲଓ୍ବେ ହକିରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୯।୧୨(କ୍ରୀଡ଼ା ପ୍ରତିନିଧି)- ସିକନ୍ଦରାବାଦଠାରେ ଚାଲିଥିବା ସର୍ବଭାରତୀୟ ରେଲଓ୍ବେ ହକି ଟୁର୍ନାମେଣ୍ଟର ଫାଇନାଲରେ କ୍ରମାଗତ ତୃତୀୟ ଥରପାଇଁ ଅମ୍ପାୟରିଂ କରିବାକୁ ଯାଉଛନ୍ତି ଓଡ଼ିଶାର ନିଶାନଜ୍ୟୋତି ମହାନ୍ତି। ସୋମବାର ପ୍ରତିଯୋଗିତାର ଫାଇନାଲ ଆରସିଏଫ ପଞ୍ଜାବ ଓ ନୂଆଦିଲ୍ଲୀର ନର୍ଦର୍ନ ରେଲଓ୍ବେ ମଧ୍ୟରେ ଅନୁଷ୍ଠିତ…

ସର୍ବଭାରତୀୟ ଫୁଟ୍‌ବଲ: କେରଳ ଚାମ୍ପିୟନ

ନୟାଗଡ଼ ଅଫିସ,୯ା୧୨- ୭୮୬ ୟୁଥ୍‌ କ୍ଲବ ସିଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୁଲ୍ୟରେ ସର୍ବଭାରତୀୟ ନୟାଗଡ଼ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ୍‌ ମ୍ୟାଚ୍‌ ଟାଟା ଫୁଟବଲ ଏକାଡ଼େମୀ, ଜାମସେଦପୁର ଓ କେରଳ ଇଲେକ୍ଟ୍ରିସିଟି ବୋର୍ଡ଼ ମଧ୍ୟରେ ଅନୁଷ୍ଠିତ…

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଭାରତ ୧-୨ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଛି। ତ୍ରିରାଷ୍ଟ୍ରୀୟରେ ଭାରତର ଏହାଥିଲା…

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ୧୩ରୁ ଘରୋଇ ମାଟିରେ ଭାରତ ଖେଳିବ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ

ମୁମ୍ବାଇ, ୯।୧୨(ପି.ଟି.)- ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରସ୍ତୁତି ଓ ଅଭ୍ୟାସ ସ୍ବରୂପ ଭାରତୀୟ ଦଳ ଘରୋଇ ପରିବେଶରେ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଆସନ୍ତା ୧୩ ତାରିଖରୁ…

ଦ୍ୱିତୀୟ ଟି୨୦: ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ

ଥିରୁଭାନନ୍ତପୁରମ,୯।୧୨(ପି.ଟି.)- ବୋଲର ଓ ଓପନର ଲେଣ୍ଡେଲ ସିମନ୍ସଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତକୁ ୯ ଟି ବଲ ବାକି ରଖି ୮ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଟସ୍‌…

ରାଜସ୍ଥାନ ରୟାଲ୍ସରୁ ଭଲ ଲାଭ ମିଳିବ: ଓ୍ବର୍ନ

ମେଲବୋର୍ନ,୮।୧୨(ପି.ଟି.)-ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବାର୍ନଙ୍କ ୦.୭୫ ପ୍ରତିଶତ ମାଲିକାନା ରହିଛି। ୨୦୦୮ପରେ ଅବସର ନେବା ପରେ ତାଙ୍କୁ ପ୍ରତିବର୍ଷ ଏହି ପରିମାଣର ମାଲିକାନା ଦିଆଯାଇଛି ବୋଲି ‘ହେରାଲ୍ଡ ସନ’ ଖବରକାଗଜ ଉଲ୍ଲେଖ କରିଛି।…

କ୍ରିଷ୍ଣା ‘ଆଇଏସ୍‌ଏଲ ହିରୋ ଅଫ୍‌ ଦି ମନ୍ଥ୍‌’

ଗୁଆହାଟୀ, ୮ା୧୨ (ପି.ଟି.)- ଫିଜିର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ରୟ କ୍ରିଷ୍ଣା ‘ଆଇଏସଏଲ ହିରୋ ଅଫ୍‌ ଦି ମନ୍ଥ୍‌’ ପୁରସ୍କାର ଲାଭ କରିଛନ୍ତି। ନଭେମ୍ବର ମାସରେ ଆଇଏସ୍‌ଏଲରେ ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏଟିକେ ଟିମ୍‌ ତରଫରୁ…

କୋହଲିଙ୍କ ଅପେକ୍ଷାରେ ସ୍ବତନ୍ତ୍ର ମାଇଲଷ୍ଟୋନ

ଥିରୁଭାନନ୍ତପୁରମ,୮।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ଅଧିକାରୀ ହେବାକୁ ଯାଉଛନ୍ତି। ଦେଶରେ ଖେଳାଯାଇଥିବା ଟି୨୦ ଫର୍ମାଟରେ ସେ ଏପର୍ଯ୍ୟନ୍ତ ୯୭୫ ରନ୍‌ କରିସାରିଛନ୍ତି। ପ୍ରଥମ ଭାରତୀୟ ଭାବେ ଦେଶରେ ଏକ ହଜାର ଟି୨୦ ରନ୍‌ ପୂରଣ କରିବା…

ମଙ୍କି କମେଣ୍ଟ କରିଥିବା ଫ୍ୟାନଙ୍କୁ ଆଜୀବନ ବାସନ୍ଦାଦେଶ ଦାବି କଲେ ଓଲେ ଗୁନ୍ନର

ମାଞ୍ଚେଷ୍ଟର,୮।୧୨(ଏଏଫ୍‌ପି)- ଏଠାରେ ପ୍ରିମିୟର ଲିଗ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ମାଞ୍ଚେଷ୍ଟର ସିଟିକୁ ହରାଇ ଦେଇଛି। ମାତ୍ର ଏହି ମ୍ୟାଚ୍‌ରେ ଜଣେ ଫ୍ୟାନ ବିଜୟୀ ଦଳର ବ୍ରାଜିଲିଆନ ମିଡ୍‌ଫିଲ୍ଡର ଫ୍ରେଡଙ୍କ ପ୍ରତି ମଙ୍କି ମଙ୍କି କମେଣ୍ଟ…

ପିଚ୍‌ ଯୋଗୁ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍‌ ବାତିଲ

ମେଲବୋର୍ନ,୮।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବାତିଲ ହୋଇଯାଇଛି। ଖରାପ ପିଚ୍‌ ଯୋଗୁ ମ୍ୟାଚ୍‌ର ପ୍ରଥମ ଦିନ କେବଳ ୪୦ ଓଭର ଖେଳାଯାଇଥିଲା। ପରେ ବଲର ଅସମତଳ ବାଉନ୍ସ…

ଆଜିର ଦିନରେ ଦ୍ୱିଶତକ କରିଥିଲେ ସେହ୍ବାଗ

ମୁମ୍ବାଇ,୮।୧୨- ଆଜିର ଦିନରେ ଅର୍ଥାତ ୨୦୧୧ ବର୍ଷ ଡିସେମ୍ବର ୮ ତାରିଖରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ଇନ୍ଦୋରସ୍ଥିତ ହୋଲକର କ୍ରିକେଟ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ…

ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ଟପିଲେ ମେସି

ବାର୍ସିଲୋନା,୮।୧୨- ଲା ଲିଗା ଲିଗ୍‌ ଇତିହାସରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଲିଓନେଲ ମେସି। ଏଠାରେ ଆରସିଡି ମାଲୋର୍ସା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ମେସି ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ଲା ଲିଗା ଲିଗ୍‌ରେ ଏହା ମେସିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?