ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟି ପୂର୍ବତନ କ୍ରିକେଟର ହଟହଟା
ମେରଟ,୧୫।୧୨- ଏକ ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟିବା କାରଣରୁ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ପ୍ରବୀଣ କୁମାର ହଟହଟା ହୋଇଛନ୍ତି। ଏ ନେଇ ଟିପିନଗର ଥାନାରେ ଅଭିଯୋଗ ହୋଇଛି। ସ୍କୁଲ ବସରୁ ଛୁଆମାନେ ଓହ୍ଲାଉଥିବାବେଳେ କାର ପାଇଁ ରାସ୍ତା ନ ଥିବାରୁ ଏହି…
ଓ୍ବେଟରଙ୍କୁ ଖୋଜୁଛନ୍ତି ସଚିନ
ଚେନ୍ନାଇ,୧୫।୧୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଚେନ୍ନାଇର ଏକ ହୋଟେଲର ଜଣେ ଓ୍ବେଟରଙ୍କୁ ଖୋଜୁଛନ୍ତି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ଏଲବୋ ଗାର୍ଡ ବ୍ୟବହାର ଯୋଗୁ ତାଙ୍କ ବ୍ୟାଟ୍ ସୁଇଙ୍ଗ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ସେ ଚିନ୍ତିତ ଥିଲେ। ଏ ସମ୍ପର୍କରେ…
୧୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏହି ପ୍ରସିଦ୍ଧ ଖେଳାଳି
ବିଶ୍ୱ ଗଲ୍ଫର ସବୁଠୁ ବଡ଼ ନାମ ଟାଇଗର ଉଡ୍ସ। ଏହି ପ୍ରସିଦ୍ଧ ଖେଳାଳି ଏକଦା ୧୨୧ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନିଜ ଆଡୁ କହିଥିଲେ। ଏହି ତାଲିକାରେ ଫ୍ଲୋରିଡାରେ ତାଙ୍କ ପଡ଼ୋଶୀଙ୍କ ୨୧ ବର୍ଷୀୟା ଝିଅ ରିଚେଲ କୁଡରିଟ…
ସର୍ବପ୍ରଥମ ପଦକ ଲକ୍ଷ୍ୟରେ ଓଡ଼ିଶା
ଭୁବନେଶ୍ୱର, ୧୫।୧୨ (ସ୍ପୋଟର୍ସ ବ୍ୟୁରୋ)- ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ (୧୫ ବର୍ଷ ଓ ୧୭ ବର୍ଷରୁ କମ୍ ବାଳିକା ଓ ବାଳକ)ପ୍ରତିଯୋଗିତାର ୩୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ ସହ ଓଡ଼ିଶା…
ସାଇ ହଷ୍ଟେଲ-ଚରମ୍ପା ୟୁନାଇଟେଡ୍ ଫାଇନାଲ
ନିମାପଡ଼ା, ୧୫।୧୨ (ଡିଏନ୍ଏ)- ନିମାପଡ଼ା ଆଥ୍ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ୬ଷ୍ଠ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ନିମାପଡ଼ା ଫୁଟ୍ବଲ ପ୍ରତିଯୋଗିତାର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ କଟକର…
ବାରବାଟୀ ଦିନିକିଆ: ଗ୍ୟାଲେରିରେ ବିଛାଗଲା କାର୍ପେଟ
କଟକ ଅଫିସ,୧୫।୧୨- ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅର୍ନ୍ତଜାତୀୟ ମ୍ୟାଚ ଲାଗି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିଛି। ଏହି ମ୍ୟାଚ୍ ଲାଗି ଗ୍ୟାଲେରି ଟିକେଟ୍ କିଣିଥିବା ଦର୍ଶକ ଏହାର ଫାଇଦା ପାଇବେ। ପ୍ରଥମଥର ନିମନ୍ତେ…
ଇଷ୍ଟ୍ ଇଣ୍ଡିଆ ଓପନ୍ ସ୍ନୁକର: ସେମିଫାଇନାଲରେ ସୁବ୍ରତ
ଭୁବନେଶ୍ୱର,୧୫।୧୨(ସ୍ପୋଟର୍ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍ରେ ଓଡ଼ିଶାର ସୁବ୍ରତ ଦାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସୁବ୍ରତ ପ୍ରି- କ୍ୱାର୍ଟର ଓ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ସେମିକୁ ଉଠିଛନ୍ତି। ସେ ପ୍ରି-କ୍ୱାର୍ଟରରେ ଅଭୟ ପ୍ରକାଶଙ୍କୁ ୩-୦ରେ…
ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼
ପର୍ଥ,୧୫।୧୨(ଏଏଫ୍ପି)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଆହୁରି ମଜଭୁତ୍ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୪୬.୨ ଓଭରରେ ୪୧୬ ରନକରି ଅଲଆଉଟ ହୋଇଥିଲା। ଜବାବରେ…
ବାଉଚର୍ ଦକ୍ଷିଣ ଆଫ୍ରିକା ମୁଖ୍ୟ କୋଚ୍
କେପ୍ ଟାଉନ,୧୪।୧୨ (ଏଏଫ୍ପି): ପୂର୍ବତନ ଉଇକେଟ୍କିପର ମାର୍କ ବାଉଚର୍ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ଆଗାମୀ ୨୦୨୩ ବିଶ୍ୱକପ୍ ପର୍ଯ୍ୟନ୍ତ ବାଉଚର୍ଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍ଏ)ର ଡିରେକ୍ଟର…
ମୋମୋତା ଫାଇନାଲରେ
ଶାଂଘାଇ,୧୪ା୧୨ (ଏଏଫ୍ପି): ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ଓ୍ବାଲର୍ଡ ଟୁର୍ ଫାଇନାଲ୍ସର ଟାଇଟଲ ମୁକାବିଲା ଜାପାନର କେଣ୍ଟୋ ମୋମୋତା ଏବଂ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିନ୍ଟିଙ୍ଗ୍ଙ୍କ ମଧ୍ୟରେ ହେବ। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ମୋମୋତା ଶନିବାର ଗୁଆଙ୍ଗଝୋଠାରେ ଅନୁଷ୍ଠିତ ସେମିଫାଇନାଲରେ…
ନିଲାମୀ ପ୍ରକ୍ରିୟା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟକୁ ଭେଟିଲେ ପଣ୍ଟିଂ
ନୂଆଦିଲ୍ଲୀ,୧୪।୧୨(ପି.ଟି.)- ଆସନ୍ତା ୧୯ ତାରିଖରେ କୋଲକାତାଠାରେ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ରିକି ପଣ୍ଟିଂ ମ୍ୟାନେଜମେଣ୍ଟ ସଦସ୍ୟଙ୍କୁ ଭେଟିଛନ୍ତି। ଗତ କିଛି ମାସ ହେଲା ଆମେ ଆଲୋଚନା…
ଶୂନ୍ୟରେ ଆଉଟ୍ ହେବାରେ ଆଫ୍ରିଦୀଙ୍କ ଶତକ
ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ ଶୂନ୍ୟରେ ଆଉଟ୍ ହେବରେ ଶତକ କରିଛନ୍ତି, ଯାହାକୁ ବିଶ୍ୱର କୌଣସି ଖେଳାଳି ହାସଲ କରିବାକୁ…

