ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ସେରେନା, ଓଜନିଆକି

ମେଲବୋର୍ନ, ୨୩।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଆଲେକ୍ସ ବାର୍ଟି, ସେରେନା ଓ୍ବିଲିୟମ୍ସ, କାରୋଲିନ୍‌ ଓଜନିଆକି, ନାଓମି ଓସାକା, ପେଟ୍ରା…

ଅଷ୍ଟ୍ରେଲିଆନ୍‌ ଓପନ୍‌: ଶରନଙ୍କ ଅଗ୍ରଗତି, ବୋପାନ୍ନା ଆଉଟ୍‌

ମେଲବୋର୍ନ,୨୩।୧(ପିଟି)- ଅଷ୍ଟ୍ରେଲିଆନ ଓପନରେ ଭାରତୀୟ ଖେଳାଳିମାନେ ପୁରୁଷ ଡବଲ୍ସରେ ମିଶ୍ର ପ୍ରଦର୍ଶନ କରିଛନ୍ତି। ଦିଭିଜ ଶରନ ତାଙ୍କ ନ୍ୟୁଜିଲାଣ୍ଡ ପାର୍ଟନର ଆର୍ଟିମ ସିଟାକଙ୍କ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ଯୋଡି ପ୍ରତିପକ୍ଷ ପର୍ତ୍ତୁଗାଲ ଓ ସ୍ପେନ୍‌ ଯୋଡି ପାବ୍ଲୋ…

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ଫେଡେରର, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌…

ରଣ୍‌ଜୀ ଟ୍ରଫି: ଦିଲ୍ଲୀକୁ ଜିତାଇଲେ ରାଣା, ୩ ବର୍ଷ ପରେ ବିଦର୍ଭର ପ୍ରଥମ ପରାଜୟ

ନୂଆଦିଲ୍ଲୀ, ୨୨।୧ (ପି.ଟି.): ନୀତୀଶ ରାଣାଙ୍କ କ୍ୟାରିୟର ଶ୍ରେଷ୍ଠ ଶତକୀୟ ଇନିଂସ ବଳରେ ଏଠାରେ ଖେଳାଯାଇଥିବା ରଣ୍‌ଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଦିଲ୍ଲୀ ୬ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ବିଦର୍ଭକୁ ପରାସ୍ତ କରିଛି। ବିଦର୍ଭ ପକ୍ଷରୁ ଧାର୍ଯ୍ୟ ୩୪୭ ରନର ଏକ…

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌ ବ୍ୟାଙ୍ଗକକ୍‌,୨୨।୧- କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ୍‌.ଏସ୍‌. ପ୍ରଣୟ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଶ୍ରୀକାନ୍ତଙ୍କୁ ଇଣ୍ଡୋନେସିଆର ହିରେନ ରୁଷ୍ଟାଭିଟୋ, ବର୍ମାଙ୍କୁ ମାଲେସିଆର…

ପଏଣ୍ଟ ବାଣ୍ଟିଲେ ଚେଲସି-ଆର୍ସେନଲ

ଲଣ୍ଡନ,୨୨।୧- ଆର୍ସେନାଲ ଷ୍ଟାଇକର ହେକ୍ଟର ବେଲରିନଙ୍କ ଗୋଲଙ୍କ ଯୋଗୁ ଷ୍ଟାମଫର୍ଡ ବ୍ରିଜଠାରେ ଖେଳାଯାଇଥିବା ଚେଲସି ବିପକ୍ଷ ମ୍ୟାଚ୍‌କୁ ଆର୍ସେନଲ ୨-୨ ଗୋଲରେ ବରାବର ରଖିବାକୁ ସକ୍ଷମ ହୋଇଛି। ଫଳରେ ଟପ୍‌ ୪ରେ ସ୍ଥାନ ପାଇଥିବା ଚେଲସି ମ୍ୟାଚ୍‌ରୁ ମାତ୍ର ଏକ ପଏଣ୍ଟ…

କୋହଲିଙ୍କ ଅପେକ୍ଷାରେ ରେକର୍ଡ

ଅକ୍‌ଲାଣ୍ଡ,୨୨।୧- ବହୁ ରେକର୍ଡର ଅଧିକାରୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ରେକର୍ଡ ଅପେକ୍ଷା କରିଛି। ଅନ୍ତର୍ଜାତୀୟ ଟି୨୦ ଇତିହାସରେ ସର୍ବାଧିକ ଥର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଜିତିବାରେ କୋହଲି ମିଳିତ ଶୀର୍ଷରେ ଅଛନ୍ତି। କୋହଲି ୧୨ ଥର…

୧୭୫ କି.ମି. ବେଗରେ ବଲ ପକାଇଲେ ୧୯ ବର୍ଷରୁ କମ୍‌ ବୋଲର

ଜୋହାନ୍ସବର୍ଗ,୨୨।୧- ଶ୍ରୀଲଙ୍କାର ଯୁବ ପେସର ମାଥିଶ ପାଥିରାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳର ସଦସ୍ୟ ମାଥିଶ ଭାରତ ବିପକ୍ଷ ମ୍ୟାଚ୍‌ରେ ଘଣ୍ଟା ପ୍ରତି ୧୭୫ କି.ମି. ବେଗରେ ଏକ ବଲ ପକାଇଥିଲେ।…

ପୁଣି ଚମକିଲେ ପୃଥ୍ବୀ, ଭାରତ ଏ’ ବିଜୟୀ

ଲିଙ୍କନ(ନ୍ୟୁଜିଲାଣ୍ଡ),୨୨।୧- ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ’ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୫ ଉଇକେଟରେ ଜିତିନେଇଛି। ଆହତ ଶିଖର ଧାଓ୍ବନଙ୍କ ସ୍ଥାନରେ ପ୍ରଥମ ଥର ପାଇଁ ଦିନିକଆ…

ବିନୋଦ କାମ୍ବଲୀଙ୍କୁ ଚ୍ୟାଲେଞ୍ଜ ଦେଲେ ସଚିନ ତେନ୍ଦୁଲକର: ୨୮ ଜାନୁୟାରୀ ମଧ୍ୟରେ ପୂରଣ କର ଏହି କାମ

ମୁମ୍ବାଇ, ୨୨।୧: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଏହାକୁ ପୂରଣ ପାଇଁ ତାଙ୍କୁ ମାତ୍ର ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସଚିନ। ଉକ୍ତ ଚ୍ୟାଲେଞ୍ଜଟି ହେଉଛି…

ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍‌ ଚେସ୍‌: ଏସ୍‌ଆର୍‌ଏମ୍‌ ଚାମ୍ପିୟନ

ଭୁବନେଶ୍ୱର,୨୨।୧(ସ୍ପୋର୍ଟ୍ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍‌ ଚେସ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଏହି ଟୁର୍ନାମେଣ୍ଟରେ ନର୍ଥ, ସାଉଥ୍‌, ଇଷ୍ଟ ଓ ଓ୍ବେଷ୍ଟ…

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୧ (ସ୍ପୋର୍ଟ୍ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ଜିତିଛି। ପୂର୍ବରୁ ସୋମବାର ୧୭ ବର୍ଷରୁ କମ୍‌ ମହିଳା ହକିରେ ମଧ୍ୟ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?