ଜାତୀୟ ରେକର୍ଡ ସହ ମିରାବାଈଙ୍କୁ ସ୍ବର୍ଣ୍ଣ
କୋଲକାତା, ୪।୨ (ପି.ଟି.)- ଷ୍ଟାର୍ ଭାରତୀୟ ମହିଳା ଭାରୋତ୍ତୋଳିକା ତଥା ପୂର୍ବତନ ବିଶ୍ୱ ବିଜୟିନୀ ମିରାବାଈ ଚାଣୁ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି। ଏଠାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍ରେ ମଙ୍ଗଳବାର ମିରାବାଈ ମହିଳା ୪୯ କିଗ୍ରା…
ଜାଫର୍ଙ୍କ ନାମରେ ଆଉ ଏକ ରଣ୍ଜୀ ରେକର୍ଡ
ନାଗପୁର, ୪।୨- ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର୍ ରଣ୍ଜୀ ଟ୍ରଫି କ୍ରିକେଟ୍ରେ ଆଉ ଏକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ରଣ୍ଜୀ ଟ୍ରଫି ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୪୧ ବର୍ଷୀୟ ଜାଫର୍ ୧୨ ହଜାର ରନ୍ ପୂରଣ କରିଛନ୍ତି।…
କୋବେଙ୍କ ସମେତ ସମସ୍ତଙ୍କ ମରଶରୀର ପରିବାରକୁ ପ୍ରଦାନ
କାଲିଫର୍ନିଆ, ୪।୨- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟ ଓ ତାଙ୍କ ଝିଅ ଜିଆନାଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ୭ଜଣଙ୍କ ମୃତ ଶରୀରକୁ ମଙ୍ଗଳବାର ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଲସ୍ ଏଞ୍ଜେଲ୍ସ କଣ୍ଟ୍ରି ମେଡିକାଲ ଏକ୍ସାମାଇନର-କର୍ନର…
ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ ଅସଲ ମ୍ୟାଚ୍ ଓ୍ବିନର୍ କହିଲେ ଦିଶା ପଟାନୀ
ବଲିଉଡ୍ର ହଟ୍ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ ଉଭୟ ଏବେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ଦିଶାଙ୍କୁ ଭାରତୀୟ କ୍ରିକେଟର ପ୍ରକୃତ ମ୍ୟାଚ୍…
ମ୍ୟାକ୍ସଓ୍ବେଲ, ମାର୍ଶ ଅଷ୍ଟ୍ରେଲିଆ ଦଳକୁ ଫେରିଲେ
ମେଲବୋର୍ନ, ୪।୨ (ଏପି)- ଅଲ୍ରାଉଣ୍ଡର ମିଚେଲ ମାର୍ଶ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ଲାଗି ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି। ମାର୍ଶ ଶେଷଥର ପାଇଁ ସେପ୍ଟେମ୍ବରରେ ଆଶେସ୍ ସିରିଜ ଖେଳିଥିଲେ, ଯାହା ତାଙ୍କର ଜାତୀୟ ଦଳ…
ଟେଷ୍ଟ ଦଳକୁ ପୃଥ୍ବୀଙ୍କ ପ୍ରତ୍ୟାବର୍ତ୍ତନ
ହାମିଲଟନ, ୪।୨ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୨ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ମଙ୍ଗଳବାର ଭ୍ରମଣକାରୀ ଭାରତୀୟ ଦଳ ଘୋଷଣା କରାଯାଇଛି। ଯୁବ ଓପନର୍ ପୃଥ୍ବୀ ଶ’ ପାଖାପାଖି ଦେଢ଼ ବର୍ଷର ବ୍ୟବଧାନ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।…
ଖୁବ୍ଶୀଘ୍ର ଦ୍ୱିତୀୟ ପାଳି ଆରମ୍ଭ କରିବେ କ୍ରିକେଟର୍ ହରଭଜନ ସିଂ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍ସ୍ପିନର୍ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍ସିପ୍’ରେ ହରଭଜନ ଲିଡ୍…
ଧୋନୀ ମର୍ସିଡିଜ୍, ମନୀଷ ପାଣ୍ଡେ ଅଲଟୋ କାର୍
ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍ସୁଇପ୍ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ଏହି ବିଜୟରେ ଉଭୟଙ୍କ ଯୋଗଦାନ ଥିବା ଆଲୋଚନା…
ପ୍ରଥମ ଦୁଇ ଦିନିକିଆରୁ ଓ୍ବିଲିୟମସନ ବାଦ୍
ହାମିଲଟନ, ୪।୨ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ଝଟ୍କା ଲାଗିଛି। କହୁଣି ଆଘାତଜନିତ ସମସ୍ୟା ଲାଗି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି।…
ଭାରତ-ପାକିସ୍ତାନ ସେମିଫାଇନାଲ ଆଜି: ଜାଣନ୍ତୁ ରେକର୍ଡ କାହା ସପକ୍ଷରେ
ପୋଚେଫଷ୍ଟ୍ରମ,୪।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲର ଏକ ହାଇଭୋଲ୍ଟେଜ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ବର୍ତ୍ତମାନ ସୁଦ୍ଧା ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ପ୍ରିୟମ୍ ଗର୍ଗଙ୍କ ନେତୃତ୍ୱାଧୀନ ଭାରତୀୟ…
ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍ : ଟପ୍ ୧୦ରେ କେନିନ
ପ୍ୟାରିସ, ୪ା୨(ଏଏଫ୍ପି)-ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ବିଜୟିନୀ ହେବା ପରେ ସୋଫିଆ କେନିନ ସଦ୍ୟ ପ୍ରକାଶିତ ଡବ୍ୟ୍ଲୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୭ମ ସ୍ଥାନ ଅଧିକାର କରିଛନ୍ତି। ଶନିବାର ମେଲବୋର୍ନଠାରେ ଗାର୍ବାଇନ ମୁଗୁରୁଜାଙ୍କ ବିପକ୍ଷରେ ୪-୬, ୬-୨, ୬-୨…
ସର୍ବଭାରତୀୟ ଦିବାରାତ୍ର ଭଲିବଲ: ଦିଲ୍ଲୀ ଚାମ୍ପିୟନ
ଧର୍ମଶାଳା,୪ା୨(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ କମାଗଡ଼ ଖେଳ ପଡିଆରେ ସର୍ବଭାରତୀୟ ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟର ଫାଇନାଲ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚେନ୍ନାଇକୁ ୩-୦ ସେଟ୍ରେ ପରାସ୍ତ କରି ଦିଲ୍ଲୀ ଟିମ୍ ଚାମ୍ପିୟନ ହୋଇଛି। ଏଚଏମ୍ଟି କ୍ଲବ କମାଗଡ ଆନୁକୂଲ୍ୟରେ…

