ଖେଳ

ସେମିଫାଇନାଲରେ ପ୍ରବେଶ କରିବା ପାକିସ୍ତାନ ପାଇଁ କଷ୍ଟକର

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବାକୁ ଚାରିଟି ଚର୍ଚ୍ଚିତ ଦଳ ମଧ୍ୟରେ ପାକିସ୍ତାନର ନାମ ମଧ୍ୟ ସାମିଲ ଥିଲା। ଆଶା ଅନୁଯାୟୀ ପାକିସ୍ତାନ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ଏବଂ ଏହାର ପ୍ରାରମ୍ଭିକ ମ୍ୟାଚ ଜିତିଥିଲା କିନ୍ତୁ...

୧୪୯ ରନରେ ବାଂଲାଦେଶକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା…

ମୁମ୍ବାଇ,୨୪।୧୦ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟରେ ବାଂଲାଦେଶକୁ ପରାଜିତ କରିଛି। ଧାର୍ଯ୍ୟ ୩୮୩ ରନର ପିଛା କରି ବାଂଲାଦେଶ ୪୬.୪ ଓଭରରେ ୧୦ ଓ୍ବିକେଟ ହରାଇ...

ରିଜା ହେଣ୍ଡ୍ରିକ୍ସଙ୍କ ଓ୍ବିକେଟ ନେଇ ହ୍ରିତିକଙ୍କ ଷ୍ଟାଇଲରେ ନାଚିଲେ ଶରିଫୁଲ ଇସଲାମ, ଦେଖନ୍ତୁ ଭାଇରାଲ ଭିଡିଓ…

ମୁମ୍ବାଇ,୨୪।୧୦ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚରେ ବାଂଲାଦେଶୀ ଦଳ ଭଲ ପ୍ରଦର୍ଶନ କରିନାହିଁ। ଦଳର...

ଶେଷ ଶେଷ ବିଶ୍ୱକପକୁ ସ୍ମରଣୀୟ କରୁଛନ୍ତି କ୍ୱିଣ୍ଟନ୍ ଡି କକ୍, ୫ ମ୍ୟାଚରେ ହାସଲ କଲେ ତୃତୀୟ ଶତକ

ମୁମ୍ବାଇ,୨୪/୧୦: ବିଶ୍ୱକପ୍ ୨୦୨୩ ର ପଞ୍ଚମ ମ୍ୟାଚ୍ ରେ କ୍ୱିଣ୍ଟନ୍ ଡି କକ୍ ନିଜ ଟିମ୍ ପାଇଁ ତୃତୀୟ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କର ଶେଷ ଦିନିକିଆ ବିଶ୍ୱକପ୍ ଖେଳୁଥିବା ଡି କକ୍ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରୁଛନ୍ତି। ମୁମ୍ବାଇରେ...

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ…

ମୁମ୍ବାଇ,୨୪।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଂଲାଦେଶ...

ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ୧୫ ବର୍ଷ ହେଲା ଡାଇବେଟିସ…

ନୂଆଦିଲ୍ଲୀ,୨୪।୧୦: ଟିମ ଇଣ୍ଡିଆର କ୍ରିକେଟ କିମ୍ବଦନ୍ତୀଙ୍କୁ ୧୫ ହେଲା ଡାଇବେଟିସ। ତେବେ ସେ ଏନେଇ ବ୍ୟସ୍ତ ବିବ୍ରତ ନୁହନ୍ତି। ରକ୍ତରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣ କରାଯିବ ସେ ନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ୟାଚ ହେଉ, ଗ୍ଲୁକୋମିଟର...

ପାକିସ୍ତାନର ପରାଜୟରେ ଆଫଗାନିସ୍ତାନର ରସିଦ ଖାନଙ୍କ ସହ ଗ୍ରାଉଣ୍ଡରେ ନାଚିଲେ ଭାରତର ପୂର୍ବତନ କ୍ରିକେଟର

ଚେନ୍ନାଇ,୨୪।୧୦: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ, ପାକିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ତେବେ ଏହି ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ...

ବିଶ୍ୱକପ ୨୦୨୩: ଶ୍ରୀଲଙ୍କା ଦଳକୁ ଫେରିଲେ ଏଞ୍ଜୋଲା ମାଥ୍ଯୁସ୍, ଆହତ ହୋଇ ବାଦ ପଡ଼ିଲେ ଜୁନିଅର ମାଲିଙ୍ଗା

ନୂଆଦିଲ୍ଲୀ,୨୪।୧୦: ଶ୍ରୀଲଙ୍କାର ଜୁନିଅର ମାଲିଙ୍ଗା ମଥିଶା ପାଥିରାନା କାନ୍ଧରେ ଆଘାତ ପାଇ ବିଶ୍ୱକପ ୨୦୨୩ ରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଖେଳାଳି ଏଞ୍ଜୋଲା ମାଥ୍ଯୁସଙ୍କୁ ଦଳରେ ସ୍ଥାନ ମିଳିଛି। ଅକ୍ଟୋବର ୧୦ ତାରିଖରେ ପାକିସ୍ତାନ ବିପକ୍ଷ...

କାନ୍ଦୁଛନ୍ତି ପାକିସ୍ତାନ ଖେଳାଳି…

ଚେନ୍ନାଇ,୨୪।୧୦: ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଟିମ ଆଫଗାନିସ୍ତାନଠାରୁ ପରାଜୟ ସ୍ବୀକାର କରିଛି। ଏହୀ ପରାଜୟକୁ ପାକିସ୍ତାନ ଖେଳାଳି ମାନେ ହଜମ କରି ପାରି ନାହାନ୍ତି। ଏହା ସେମାନଙ୍କୁ ଏକ ଦୁଃସ୍ବପ୍ନ ପରି ଲାଗୁଛି। ପାକିସ୍ତାନ ଦଳ...

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ,୨୪।୧୦: ଦିନିକିଆ ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବୋଲିଂ କରିବାକୁ...

‘ଦିନକୁ ୮ କେଜି ମଟନ୍ ଖାଉଛନ୍ତି’: ଆଫଗାନିସ୍ତାନଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ୱାସିମ ଆକ୍ରାମ

ନୂଆଦିଲ୍ଲୀ,୨୪/୧୦: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱକପ ୨୦୨୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ପୂର୍ବତ୍ତନ ଚାମ୍ପିୟାନକୁ ୨ ଉଇକେଟରେ ପରାସ୍ତ କରିଛି। ଯାହାକୁ ପ୍ରଶଂସକ ଏବଂ ପାକିସ୍ତାନର ପୂର୍ବତ୍ତନ ଖେଳାଳିମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରାଜୟ ପରେ...

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେଲେ ଶେନ୍‌ ବଣ୍ଡ

ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍‌ ଶେନ୍‌ ବଣ୍ଡଙ୍କୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ସହାୟକ କୋଚ୍‌ ଏବଂ ଦ୍ରୁତ ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ମିଳିଛି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଥିଲେ। ନିଜର କ୍ରିକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri