ଖେଳ

ହନିମୁନ ଯାଇପାରିବେନି କ୍ରିକେଟର୍‌ ମନୀଷ ପାଣ୍ଡେ, ଜାଣନ୍ତୁ କାହିଁକି

କ୍ରିକେଟର୍‌ ମନୀଷ ପାଣ୍ଡେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଗ୍ରାଣ୍ଡ୍‌ ହୋଟେଲରେ ଉଭୟ ବିବାହ ସମ୍ପନ୍ନ ହୋଇଛି। ବିବାହ ସରିବା ମାତ୍ରେ ମନୀଷ ବୁଧବାର...

ଆଇପିଏଲ୍‌-୧୩: ନିଲାମୀରେ ୭୧୩ ଭାରତୀୟ, ୨୫୮ ବିଦେଶୀ

ନୂଆଦିଲ୍ଲୀ, ୩।୧୨ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ତଥା ତ୍ରୟୋଦଶ ସଂସ୍କରଣ ଲାଗି ମୋଟ୍‌ ୯୭୧ ଜଣ ଖେଳାଳି ନିଲାମୀରେ ସ୍ଥାନ ପାଇଛନ୍ତି। ଯେଉଁଥିରେ ୭୧୩ ଜଣ...

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ ୬୦୩ ରନରେ ମିଜୋରାମକୁ ପରାସ୍ତ କରିଛି। ଫଳରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ...

ରୁଟ୍‌ଙ୍କ ଦ୍ୱିଶତକ: ଇଂଲଣ୍ଡ ଅଗ୍ରଣୀ

ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୭୫ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ...

ଅଷ୍ଟ୍ରେଲିଆ ସିରିଜ ବିଜୟୀ

ଆଡିଲେଡ, ୩।୧୨- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ (ଦିବାରାତ୍ର) କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସ ୪୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ୨ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଅର୍ଦ୍ଧଶତକ ହାସଲକାରୀ...

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ ଦୁଃଖିତ। ଏହା ଏକ ବଡ଼ ସଂଖ୍ୟା। ଆମେ ଏପରି ଭାବରେ ଜୀବନ ହରେଇବା...

କନ୍‌ଟାକ୍ଟ ଲେନ୍ସ ହଜି ଯିବାରୁ ଗୋଟିଏ ଆଖିରେ ଖେଳିଲେ ଗୋଲକିପର

ଲଣ୍ଡନ,୨।୧୨- ବୁଣ୍ଡେସ୍‌ଲିଗା ଚାମ୍ପିୟନ ବାୟର୍ନ ମ୍ୟୁନିକକୁ ୧-୨ ଗୋଲରେ ହରାଇଥିବା ବାୟର ଲେଭରକୁସେନ ଦଳ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଗୋଲକିପର ଲୁକାସ ହରାଡେକି। ୟୁନାଇଟେଡ ଦଳ ପାଇଁ ଲିଓନ ବେଲି ୨୪ତମ ମିନିଟ୍‌ ଗୋଲ ଦେଇ ମ୍ୟାଚ୍‌ରେ...

୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍‌ରେ ଭାଗନେବ ଭାରତ

ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଭାରତ ଭାଗ ନେବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ,...

ନୂଆ ଇନିଂସ ଆରମ୍ଭ କଲେ ମନୀଷ ପାଣ୍ଡେ

ମୁମ୍ବାଇ,୨।୧୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ରାତି ସୁରଟଠାରେ କର୍ନାଟକ ଦଳକୁ...

ବାର୍ସିଲୋନାକୁ ଟେବୁଲ ଟପ୍‌ରେ ପହଞ୍ଚାଇଲେ ମେସି

ମାଡ୍ରିଡ୍‌,୨।୧୨- ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଦମ୍‌ରେ ବାର୍ସିଲୋନା ଲା ଲିଗା ଲିଗ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ୧-୦ ଗୋଲରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ଆର୍ଜେଣ୍ଟିନା ଷ୍ଟାର ନିଜ କ୍ୟାରିୟରର ୭୦୧...

ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଥିଲେ ବ୍ରାଡମ୍ୟାନ

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୫୨ ଟେଷ୍ଟ ଖେଳି ୬,୯୯୬ ରନ୍‌ କରିଥିଲେ। ତାଙ୍କ ଆଭରେଜ ଥିଲା ୯୯.୯୪, ଯାହାକି ଅବିଶ୍ୱସନୀୟ। ଏଥିରେ ରହିଥିଲା ୨୯...

ଟି୨୦ କ୍ରିକେଟରେ ଇତିହାସ ରଚିଲେ ନେପାଳ ଝିଅ

ପୋଖାରା,୨।୧୨- ନେପାଳର ମହିଳା କ୍ରିକେଟର ଅଞ୍ଜଳୀ ଚାନ୍ଦ ସୋମବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ମାଳଦ୍ୱୀପ ବିପକ୍ଷ ମ୍ୟାଚ୍‌ରେ ସେ ବିନା କୌଣସି ରନ୍‌ ଦେଇ ୬ ଉଇକେଟ ହାତେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଏପରି କି ପୁରୁଷମାନଙ୍କ...

ହାଇଦ୍ରାବାଦର ଗଣବଳାତ୍କାର ମାମଲା: କୋହଲି କହିଲେ, ଅତ୍ୟନ୍ତ ଲଜ୍ଜାଜନକ

ହାଇଦ୍ରାବାଦ,୨।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ଭାରତୀୟ ବିରାଟ କୋହଲିଙ୍କ ସମେତ ସମଗ୍ର...

ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗାଁରେ ଉକ୍ତ ବିବାହ ରବିବାର ଅନୁଷ୍ଠିତ ହୋଇଥିଲା।...

ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର ମନୀଷ ପାଣ୍ଡେ

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା କର୍ନାଟକ ରଣଜୀ ଦଳର ଅଧିନାୟକ ମନୀଷ ପାଣ୍ଡେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ମୁମ୍ବାଇରେ ଆଡମ୍ବରର ସହ ବିବାହ...

ଫିଫା ଟିମ୍‌ର ଡିଓ୍ବାଇ ପାଟିଲ ଷ୍ଟାଡିୟମ ନିରୀକ୍ଷଣ

ମୁମ୍ବାଇ, ୨।୧୨(ପି.ଟି.)- ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ଲାଗି ସମ୍ଭାବ୍ୟ ୫ ଭେନ୍ୟୁ ତାଲିକାରେ ସ୍ଥାନ ପାଇଥିବା ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମକୁ ରବିବାର...

ବିସିସିଆଇ ଏଜିଏମ୍‌: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ

ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ

ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍‌ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ବର୍ଷର ଶେଷ ଗ୍ରାଁ ପ୍ରିର ଫାଇନାଲ ରେସ୍‌ରେ ସେ ୧:୩୪:୦୫.୭୧୫ ମିନିଟ ସମୟ...