ଖେଳ

ସ୍ପିନ୍‌ ଖେଳିବାକୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୧୦ା୧୦: ଦିନିକିଆ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ଏହାର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସ୍ପିନ ଖେଳିବାକୁ ନେଇ ଚିନ୍ତାରେ ରହିଛି ଦଳ। ନେଦରଲାଣ୍ଡ୍ସର ଅନଭିଜ୍ଞ ସ୍ପିନର ଯେଉଁଭଳି ଭାବରେ...

ଓଡ଼ିଶାର ଅମନଦୀପ, ସୁନୀଲ, ସୁନୀତ ସାମିଲ

ବେଙ୍ଗାଲୁରୁ, ୧୦।୧୦: ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ୧୧ଶ ସଂସ୍କରଣ ମାଲେସିଆର ଜୋହରଠାରେ ଚଳିତ ମାସ ୨୭ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତାରେ ୬ଟି ଲେଖାଏ ଦଳ ଖେଳୁଥିବାବେଳେ ଏଥର ଏହା...

ଖୋର୍ଦ୍ଧା ଜିଲା ଚେସ୍‌ ୧୪ରୁ

ଭୁବନେଶ୍ୱର, ୧୦।୧୦ (ତପନ ସ୍ବାଇଁ): ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି କିଟ୍‌ ବିଶ୍ୱବିଦ୍ୟାଳୟର ବିଶ୍ୱନାଥନ୍‌ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଅନୁଷ୍ଠିତ ହେବ। ୭...

ଏସିଆଡ୍‌ରେ ଭାରତର ପ୍ରଥମ

ଚାଇନାର ହାଙ୍ଗାଝୋରେ ସମାପ୍ତ ହୋଇଛି ଏସିଆନ୍‌ ଗେମ୍ସ ୨୦୨୩। ଭାରତ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ପ୍ରଥମ ଥର ପଦକ ସଂଖ୍ୟାରେ ଶତକ ଅତିକ୍ରମ କରିଛି। ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ସହିତ ଭାରତ ସମୁଦାୟ...

ଦ୍ୱିତୀୟ ମ୍ୟାଚ୍‌ ପାଇଁ ଦିଲ୍ଲୀରେ ପହଞ୍ଚିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୯ା୧୦: ଭାରତୀୟ କ୍ରିକେଟ ଦଳ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛି। ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍‌ ଅକ୍ଟୋବର ୧୧ରେ ଖେଳିବ। ରବିବାର ଚେନ୍ନାଇଠାରେ ଭାରତ ପ୍ରଥମ ମ୍ୟାଚ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଦଳ...

ନେଦରଲାଣ୍ଡ୍ସ ଆଗରେ ୩୨୩ ରନ୍‌ର ବଡ଼ ଟାର୍ଗେଟ

ହାଇଦ୍ରାବାଦ,୯।୧୦: ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୩ ବିଶ୍ୱକପର ସୋମବାର ଷଷ୍ଠ ମ୍ୟାଚ୍‌। ତେବେ ନେଦରଲାଣ୍ଡ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭...

ପାକିସ୍ତାନୀ ଖବରଦାତାଙ୍କୁ ମିଳିଲାନି ଭିଜା, ହ୍ବାର୍ଟସଆପ ଗ୍ରୁପ୍‌ ମାଧ୍ୟମରେ ପଚାରିବେ ପ୍ରଶ୍ନ…

ନୂଆଦିଲ୍ଲୀ,୯।୧୦: ପାକିସ୍ତାନ ଏହାର ବିଶ୍ୱକପ୍‌ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ବର୍ତ୍ତମାନ ବାବର ଆଜାମଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ୧୦ ଅକ୍ଟୋବରରେ ହାଇଦ୍ରାବାଦରେ ଖେଳାଯିବ। ଏଥି ସହିତ ଅକ୍ଟୋବର...

ଭାରତକୁ ଝଟକା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଗିଲ

ନୂଆଦିଲ୍ଲୀ,୯।୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବା ପରେ ଭାରତକୁ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଙ୍ଗୁରୁ ସୁସ୍ଥ ହେଉଥିବା ଶୁଭମାନ ଗିଲଙ୍କୁ ଆଫଗାନିସ୍ତାନ ବିପକ୍ଷ...

ନ୍ୟୁଜିଲାଣ୍ଡ ନେଦରଲାଣ୍ଡ ଲଢ଼େଇ: ବଡ଼ ବିଜୟ ଲକ୍ଷ୍ୟରେ ଉଭୟ ଦଳ…

ହାଇଦ୍ରାବାଦ,୯।୧୦ : ବିଶ୍ୱକପ ୨୦୨୩ର ଷଷ୍ଠ ମ୍ୟାଚ ସୋମବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ବିଶ୍ୱକପରେ ଏହା ନ୍ୟୁଜିଲାଣ୍ଡର ଦ୍ୱିତୀୟ ମ୍ୟାଚ ହେବ। କିୱି ଦଳ ଏହାର ଉଦଘାଟନୀ...

ଗୋଟିଏ ସ୍ଥାନରେ ଛିଡା ହୋଇ ଭାରତର ବ୍ୟାଟିଂ ଦେଖିଥିଲେ ଅଶ୍ୱିନ: ଜାଣନ୍ତୁ ଏହା ପଛର କାରଣ

ଚେନ୍ନାଇ,୯।୧୦: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ମ୍ୟାଚରେ ଟିମ ଇଣ୍ଡିଆର ପୁରା ବ୍ୟାଟିଂକୁ ଗୋଟିଏ ସ୍ଥାନରେ ଠିଆ ହୋଇ ଦେଖିଥିଲେ ଆର ଅଶ୍ୱିନ। ମ୍ୟାଚ ପରେ ସେ ନିଜେ ଏହା କହିଛନ୍ତି। ମ୍ୟାଚ ଶେଷ ହେବା ପରେ ଅଶ୍ୱିନ କହିଛନ୍ତି, ଭାରତର ବ୍ୟକ୍‌...

ମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…

ଚେନ୍ନାଇ,୯।୧୦: ୨୦୨୩ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେ.ଏଲ ରାହୁଲ ମ୍ୟାଚ ପରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି। ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବା କେ.ଏଲ ରାହୁଲ କହିଛନ୍ତି...

ରାଗିଗଲେ ବିରାଟ କୋହଲି: ଡ୍ରେସିଂ ରୁମ୍‌ରେ ମୁଣ୍ଡ ପିଟିଲେ

ଚେନ୍ନାଇ,୯।୧୦: ବିଶ୍ୱକପ୍‌ ୨୦୨୩ରେ ଚେନ୍ନାଇ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଘରୋଇ ଦଳ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତୁ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri