ଖେଳ

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ହଙ୍ଗାମା: ଟିଭି ଭାଙ୍ଗି ମୁମ୍ବାଇରେ ବିରୋଧ ପ୍ରଦର୍ଶନ

ମୁମ୍ବାଇ,୧୪।୯: ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ (ଶିବସେନା ୟୁବିଟି) ମୁମ୍ବାଇରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ବିରୋଧରେ କଡ଼ା ପ୍ରତିବାଦ କରିଥିଲେ। ଏହି ସମୟରେ କର୍ମୀ ଏବଂ ନେତାମାନେ କ୍ରୋଧରେ ଅନେକ ଟିଭି ଭାଙ୍ଗି ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରତିବାଦକାରୀମାନେ କହିଛନ୍ତି…

IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିଲେ କେଉଁଠି ପହଞ୍ଚିବ ଭାରତ? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୧୪।୯: UAEରେ ଚାଲିଥିବା T20 ଏସିଆ କପ ୨୦୨୫ର ନମ୍ବର-୬ ମ୍ୟାଚ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଯେଉଁଠାରେ କ୍ରିକେଟ ଜଗତର ଦୁଇଟି ସବୁଠାରୁ କଠୋର ପ୍ରତିଦ୍ୱନ୍ଦ୍ୱୀ ଦଳ ପରସ୍ପର ସହିତ ମୁକାବିଲା କରିବେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ରବିବାର…

Boycott Ind vs Pak: ‘ଲଜ୍ଜା କର…,’ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ ପାଇଁ ଜୋର ଧରିଲା ଦାବି

ନୂଆଦିଲ୍ଲୀ,୧୪।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏସିଆ କପ ୨୦୨୫ର ଷଷ୍ଠ ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ପ୍ରବଳ ବିରୋଧ ଦେଖାଯାଉଛି। ପ୍ରଶଂସକମାନେ ଭାରତ-ପାକ ମ୍ୟାଚ ବର୍ଜନ କରିବାକୁ ନିରନ୍ତର ଦାବି କରୁଛନ୍ତି। ସେମାନେ କହିଛନ୍ତି ଯେ ପହଲଗାମରେ…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ଷୋଭ ପ୍ରକାଶ କଲେ ପହଲଗାମ ପୀଡ଼ିତା, କହିଲେ ୨୬ ପରିବାରର ଦୁଃଖ…

ନୂଆଦିଲ୍ଲୀ,୧୪।୯: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶାନ୍ୟ ଦ୍ୱିବେଦୀ ରବିବାର (ସେପ୍ଟେମ୍ବର ୧୪, ୨୦୨୫) ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚକୁ ନିନ୍ଦା କରିଛନ୍ତି। ଭାରତ ଏବଂ…

ଭାରତ-ପାକିସ୍ତାନକୁ ନେଇ ଆସିଲା ବଡ଼ ଖବର, ଭାରତୀୟ ଟିମ୍‌ କଲା…

ଦୁବାଇ,୧୪।୯: ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇଭୋଲଟେଜ ମ୍ୟାଚ୍‌କୁ ନେଇ ସର୍ବଦା କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ। ହେଲେ…

ପାକିସ୍ତାନ ବିପକ୍ଷରେ ଭାରତ ଫେଭରାଇଟ୍‌

ଦୁବାଇ,୧୪ା୯(ପି.ଟି.): ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇଭୋଲଟେଜ ମ୍ୟାଚ୍‌କୁ ନେଇ ସର୍ବଦା କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ। ହେଲେ…

ମହିଳା ବକ୍ସର ଜସ୍ମିନ ଲମ୍ବୋରିଆଙ୍କୁ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ୫୭ କେଜି ଓଜନ ବର୍ଗରେ ସେ ପୋଲାଣ୍ଡର ଜୁଲିଆ ସେରେମେଟାଙ୍କୁ ୪-୧ ସ୍କୋରରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା…

ଏସିଆ କପ୍‌: ଆଜି ଭାରତ-ପାକିସ୍ତାନ ହାଇ-ଭୋଲଟେଜ୍ ମ୍ୟାଚ୍

ଦୁବାଇ,୧୪ା୯: ଏସିଆ କପ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟର ଗ୍ରୁପ୍‌-ଏ’ରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ…

ଏସିଆ କପ୍‌ ମହିଳା ହକି: ଭାରତ-ଚାଇନା ଫାଇନାଲ

ହାଙ୍ଗ୍‌ଝୋ,୧୩ା୯: ଏସିଆକପ୍‌ ମହିଳା ହକିର ଫାଇନାଲ ରବିବାର ଭାରତ ଓ ଚାଇନା ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଶନିବାର ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ୧-୧ରେ ଡ୍ର ରହିଥିଲା। ଭାରତର ଫାଇନାଲରେ ପ୍ରବେଶ ଚାଇନା-କୋରିଆ ମ୍ୟାଚର…

ମ୍ୟାଚ୍‌କୁ ନେଇ ବଢୁଛି ଉତ୍କଣ୍ଠା: ପାକିସ୍ତାନ ବିପକ୍ଷରେ ଭାରତ ଫେଭରାଇଟ୍‌

ଦୁବାଇ,୧୩ା୯: ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇଭୋଲଟେଜ ମ୍ୟାଚ୍‌କୁ ନେଇ ସର୍ବଦା କ୍ରକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ। ହେଲେ…

Asia Cup: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫ କ୍ରିକେଟର ଡେବ୍ୟୁ କରିବା ନିଶ୍ଚିତ! ଧାଡ଼ିରେ ଏହି ୮ ଖେଳାଳି

ନୂଆଦିଲ୍ଲୀ,୧୩।୯: କ୍ରିକେଟ ଜଗତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ ସବୁବେଳେ ରୋମାଞ୍ଚ ଓ ଉତ୍ସାହରେ ଭରପୂର ହୋଇଥାଏ। ଏସିଆ କପ ୨୦୨୫ରେ ଆସନ୍ତା ୧୪ ସେପ୍ଟେମ୍ବରରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ମହାମୁକାବିଲା ଦେଖିବାକୁ…

ଦୋଷୀ ସାବ୍ୟସ୍ତ ହେଲେ ୟୁସୁଫ, ହରାଇଲେ…

ନୂଆଦିଲ୍ଲୀ,୧୩।୯: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ଦ୍ୱାରା ଦାୟର ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି ଯେଉଁଥିରେ ସେ ଭଦୋଦରା ମ୍ୟୁନିସିପାଲ କର୍ପୋରେଶନର ତାଙ୍କ ଘର ପାଖରେ ଥିବା ୯୭୮ ବର୍ଗ ମିଟର ପ୍ଲଟ ଖାଲି କରିବାକୁ ଅନୁରୋଧ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri