ବଡ଼ ମାଇଲଖୁଣ୍ଟ ହାସଲ କଲେ ବିରାଟ କୋହଲି: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ସବୁଠି ଚର୍ଚ୍ଚା ହେଉଥିବା ବେଳେ, ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ବିଶ୍ୱର ବଡ଼ ବଡ଼ ଷ୍ଟାରମାନଙ୍କୁ ପଛରେ…
ଏବେ ଇଂଲଣ୍ଡ ଟିମ୍ରୁ ଖେଳିବେ ଟିମ୍ ଇଣ୍ଡିଆର ଏହି ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ
ନୂଆଦିଲ୍ଲୀ,୧୦।୬: ଆଇପିଏଲ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍ରୁ ଏକ ବଡ଼…
IPL ଜିତିବା ପରେ ଫ୍ରାଞ୍ଚାଇଜ୍ ବିକ୍ରି ପାଇଁ ଯୋଜନା କରୁଛନ୍ତି RCB ମାଲିକ
ବେଙ୍ଗାଲୁରୁ,୧୦।୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ଐତିହାସିକ ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ମାଲିକ କମ୍ପାନୀ ଡିଆଜିଓ ପିଏଲସି (Diageo Plc) ଫ୍ରାଞ୍ଚାଇଜ୍ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।…
ରୋହିତ-ବିରାଟ ଯିବା ପରେ ପୁରୁଣା ଜାଗାକୁ ଫେରିଲେ ଇରଫାନ
ନୂଆଦିଲ୍ଲୀ,୧୦।୬: ଭାରତର ପ୍ରସିଦ୍ଧ କ୍ରିକେଟର ଇରଫାନ ପଠାନ କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ପ୍ୟାନେଲରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରନ୍ତି। ତଥାପି, ସେ ସଦ୍ୟ ସମାପ୍ତ ଆଇପିଏଲ ୨୦୨୫ରେ…
ମାତ୍ର ୨୯ ବର୍ଷ ବୟସରେ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୦।୬: ୱେଷ୍ଟଇଣ୍ଡିଜ କ୍ରିକେଟ ଷ୍ଟାର କ୍ରିକେଟର୍ ନିକୋଲାସ ପୁରନ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖବର କ୍ରିକେଟ ଜଗତ ପାଇଁ ଏକ ବଡ଼…
RCB ବିଜୟ ଉତ୍ସବରେ ଦଳାଚକଟା: କୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲାଗିଲା ବଡ ଅଭିଯୋଗ…
ବେଙ୍ଗାଲୁରୁ,୯ା୬: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଘଟଣା ପରେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନଏ ଏଣ୍ଟରଟେନମେଣ୍ଟ ନେଟୱାର୍କସ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସମୟରେ ଆରସିବିର…
ଏମଏସ ଧୋନୀଙ୍କୁ ହଲ୍ ଅଫ୍ ଫେମ୍’ରେ ସମ୍ମାନିତ କଲା ICC
ନୂଆଦିଲ୍ଲୀ,୯ା୬: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋମବାର ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି। ବର୍ଷ ବର୍ଷ ଧରି ସାମିଲ ହୋଇଥିବା ୧୧୫ ଜଣ ଖେଳାଳିଙ୍କ ତାଲିକାରେ ନୂତନ ଭାବେ ଯୋଗ ଦିଆଯାଇଥିବା…
ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ସମ୍ଭାବନା, ଦିନିକିଆ ପାଇଁ ବଡ ଯୋଜନା କରୁଛି BCCI: ରିପୋର୍ଟ
ମୁମ୍ବାଇ,୯।୬: ରୋହିତ ଶର୍ମା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ଅଛନ୍ତି ଏବଂ କେବଳ ୫୦ ଓଭର ଫର୍ମାଟରେ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ବର୍ଷ, ସେ ୨୦୨୪ ଆଇସିସି ଟି-୨୦ ବିଶ୍ୱକପରେ ଦଳକୁ ବିଜୟୀ କରାଇବା ପରେ…
Video: ମହିଳା ଆମ୍ପାୟାରଙ୍କ ଆଉଟ ନିଷ୍ପତ୍ତିରେ ରାଗିଗଲେ ଅଶ୍ୱିନ, ଫୋଫାଡ଼ିଦେଲେ…
ଚେନ୍ନାଇ,୯।୬: ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୫ରେ ଏକ ଭୁଲିଯିବା ଭଳି ପ୍ରଦର୍ଶନ ପରେ, ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ତାମିଲନାଡୁ ପ୍ରିମିୟର ଲିଗରେ ପୁନର୍ବାର ମଇଦାନକୁ ଫେରିଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ଅଶ୍ୱିନ ଫ୍ରାଞ୍ଚାଇଜି ଏବଂ…
ସମସ୍ତ ଫର୍ମାଟରେ ଗୋଟିଏ ଅଧିନାୟକ ନିଯୁକ୍ତ କରିବ ପାକିସ୍ତାନ: ବାବର କିମ୍ବା ରିଜୱାନ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୯।୬: ପାକିସ୍ତାନ ନୂତନ ଅଲ-ଫର୍ମାଟ ଅଧିନାୟକ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଛି। ଏଥର ବାବର ଆଜମ କିମ୍ବା ମହମ୍ମଦ ରିଜୱାନ ନୁହେଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତା’ର ଜାତୀୟ ଦଳର ଗଠନରେ କିଛି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି, ଯେଉଁଥିରେ…
RCB ବିଜୟ ଉତ୍ସବରେ ଦଳାଚକଟା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟୁସନ କରିବେ ରାହୁଲ ଗାନ୍ଧୀ!
ବେଙ୍ଗାଲୁରୁ,୯।୬: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ମଙ୍ଗଳବାର, ଜୁନ ୧୦ ତାରିଖରେ ନୂଆଦିଲ୍ଲୀ ଯାତ୍ରା କରିବେ ଯେଉଁଠାରେ ସେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦୁଃଖଦ ଜନଗହଳିରେ ୧୧ ଜଣଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ। ଏହି…
‘ମା ତୁଝେ ସଲାମ’, ୨ମାସର ଶିଶୁକୁ ଧରି ସାକ୍ଷାତକାର ପାଇଁ ପହଞ୍ଚିଲେ ଏହି କ୍ୟାପଟେନ, ଏବେ…
ନୂଆଦିଲ୍ଲୀ,୯।୬: ଇଂଲଣ୍ଡ ମହିଳା ଦଳ ଏବଂ ୱେଷ୍ଟଇଣ୍ଡିଜ ମହିଳା ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ନିକଟରେ ଶେଷ ହୋଇଛି। ଆୟୋଜକ ଇଂଲଣ୍ଡ ୱିଣ୍ଡିଜ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ୩-୦ରେ ପରାସ୍ତ କରିଛି। ପୂର୍ବରୁ, ଇଂରାଜୀ ଦଳ…
Archives


