ଖେଳ

ହିଟ୍‌ମ୍ୟାନ୍‌ଙ୍କ ସ୍ବତନ୍ତ୍ର ରେକର୍ଡ: ଭାରତର ସପ୍ତମ ଖେଳାଳି ଭାବେ ଏମିତି ରେକର୍ଡ କଲେ

ଲକ୍ଷ୍ନୌ,୨୯।୧୦: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ଲକ୍ଷୌର ଏକାନା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପଡ଼ିଆକୁ ପ୍ରବେଶ କରିବା ମାତ୍ରେ କ୍ୟାପଟେନ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।...

ୟୁପିରେ ହାଇଆଲର୍ଟ: ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ କଡ଼ା ସୁରକ୍ଷା

ଲକ୍ଷ୍ନୌ,୨୯।୧୦: କେରଳରେ ବୋମା ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ସ୍ବତନ୍ତ୍ର ଡିଜି ଲ ଆଣ୍ଡ୍‌ ଅର୍ଡର ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ UPATSକୁ ମଧ୍ୟ ସତର୍କ କରାଇଛନ୍ତି। ଗତ କିଛି ଦିନ ମଧ୍ୟରେ ଏଟିଏସ...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୨୯।୧୦: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପର ୨୯ତମ ମ୍ୟାଚ୍‌ ଖେଳାଯାଉଛି। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ...

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ...

ICC World Cup 2023: ଭାରତ ବିପକ୍ଷରେ ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଜାଣନ୍ତୁ ଭାରତର ପ୍ଲେଇଂ ଇଲେଭେନ

ଲକ୍ଷ୍ନୌ,୨୯।୧୦: ଆଇସିସି ଦିନିକିଆ ବିଶ୍ୱକପର ଏକ ହାଇଭୋଲ୍ଟେଜେ ମ୍ୟାଚରେ ରବିବାର ଭାରତ-ଇଂଲଣ୍ଡ ଉତ୍ତର ପ୍ରଦେଶର ଏକନା ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି। ଇଂଲଣ୍ଡ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି। ଚଳିତ ବିଶ୍ୱକପରେ ସମସ୍ତ ପାଞ୍ଚ ମ୍ୟାଚରେ...

ବ୍ୟାଟ୍‌ରେ ‘ଓମ୍‌’ ଚିହ୍ନ, ପାକିସ୍ତାନକୁ ହରାଇବା ପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’; ଜାଣନ୍ତୁ ଭାରତ ସହ ସମ୍ପର୍କ ରଖିଥିବା କେଶବ ମହାରାଜ କିଏ…

ନୂଆଦିଲ୍ଲୀ,୨୯।୧୦: କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା। ଏହି ମ୍ୟାଚ୍‌ରେ ଆଫ୍ରିକାର ବିଜୟର ହିରୋ ପାଲଟିଥିଲେ କେଶବ ମହାରାଜ। ସେ ଶେଷ ପର୍ଯ୍ୟନ୍ତ ମଇଦାନରେ ରହି ଟାର୍ଗେଟ ପୂରଣ କରିବାରେ...

ଟିମ୍‌ ଇଣ୍ଡିଆକୁ ଲାଗିପାରେ ଝଟ୍‌କା ! ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ଆହତ

ଲକ୍ଷ୍ନୌ,୨୯।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ଷ୍ଟାଡିୟମରେ ଅଭ୍ୟାସ ବେଳେ ତାଙ୍କ ହାତରେ ଆଘାତ ଲାଗିଛି। ଏହା କେତେ ଗୁରୁତର ତାହା ଜଣାପଡ଼ି ନାହିଁ। ହେଲେ ଯଦି ସେ ସମ୍ପୂର୍ଣ୍ଣ...

ଇଂଲଣ୍ଡ ବିପକ୍ଷରେ ଫେରିବେ ଅଶ୍ୱିନ

ଲକ୍ଷ୍ନୌ,୨୯।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ୨୯ ତମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ଆୟୋଜକ ଭାରତ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଠିକାର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା ବେଳେ ଭାରତ...

ଅଷ୍ଟ୍ରେଲିଆର ରୋମାଞ୍ଚକ ବିଜୟ

ଧର୍ମଶାଳା, ୨୯।୧୦ (ପି.ଟି.): ଚଳିତ ଦିନିକିଆ ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ଙ୍କ ଆକର୍ଷଣୀୟ ଶତକ ସହାୟତାରେ ୫ ରନରେ ରୋମାଞ୍ଚକ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ...

ରବିବାର ଭାରତ-ଇଂଲଣ୍ଡ ମୁହାଁମୁହିଁ, ଇଂଲଣ୍ଡ ପାଇଁ କଷ୍ଟକର ହେବ ମ୍ୟାଚ ଜିତିବା…

ଲକ୍ଷ୍ନୌ,୨୮।୧୦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ୨୯ ତମ ମ୍ୟାଚ ଲକ୍ଷ୍ନୌର ଖେଳାଯିବ। ।ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ଖେଳ ଏକାଦଶରେ ପରିବର୍ତ୍ତନ ଆଣିପାରେ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ...

୮୭ ରନରେ ଜିତିଲା ନେଦରଲାଣ୍ଡ…

କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨...

ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ହାରିଲା ନ୍ୟୁଜିଲାଣ୍ଡ…

ଧର୍ମଶାଳା,୨୮।୧୦: ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୫ ରନରେ ପରାଜିତ କରିଛି। ଧାର୍ଯ୍ୟ ୩୮୯ ରନ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୯ ଓ୍ବିକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri