ଖେଳ

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ଭବିଷ୍ୟବାଣୀ କଲେ ଅଖିଳେଶ

ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ରବିବାର ନଭେମ୍ବର ୨୯ରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଦେଖିବା ପାଇଁ...

ନେଦରଲ୍ୟାଣ୍ଡସ ଠାରୁ ହାରିବା ପରେ ନିଜକୁ ନିଜେ ଜୋତା ମାରିଲେ ବାଂଲାଦେଶ ଫ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ଚଳିତ ବିଶ୍ୱକପରେ ବାଂଲାଦେଶ କ୍ରିକେଟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଛି। ତାଙ୍କ ଦଳ ଏପର୍ଯ୍ୟନ୍ତ ମୋଟ ୬ଟି ମ୍ୟାଚ ଖେଳିଛି ଏବଂ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଶାକିବ ଅଲ ହସନଙ୍କ ଅଧିନାୟକତ୍ୱରେ ବିଶ୍ୱକପ...

ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ବିଦା ହୋଇପାରେ ବିଶ୍ୱ ଚାମ୍ପିୟନ୍‌ ଇଂଲଣ୍ଡ: ଆଇସିସିର ନୂଆ ନିୟମ ବଢାଇଲା ଚିନ୍ତା

ନୂଆଦିଲ୍ଲୀ,୨୯।୧୦: ଇଂଲଣ୍ଡ ପକ୍ଷରୁ ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳ ପାକିସ୍ତାନ ସହିତ କ୍ରିକେଟ ବିଶ୍ୱକପ ୨୦୨୩ର ଶ୍ରେଷ୍ଠ ୭ ଦଳ ଯୋଗ୍ୟତା ଅର୍ଜନ କରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଯଥା ଆଇସିସି...

କ୍ୟାପ୍‌ଟେନ୍‌ କୁଲ୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡାର କଲା ଦେଶର ସର୍ବବୃହତ୍‌ ବ୍ୟାଙ୍କ, ଏବେ ସେ କହିବେ…

ନୂଆଦିଲ୍ଲୀ,୨୯।୧୦: ଦେଶର ସର୍ବବୃହତ୍‌ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନିଜର ଆଧିକାରୀକ ବ୍ରାଣ୍ଡ ଆମ୍ବାସାଡାର ଭାବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରିଛି। ଧୋନୀ ବ୍ୟାଙ୍କର ଅନେକ ମାର୍କେଟିଂ ଏବଂ ପ୍ରମୋଶନାଲ...

ଶତକରୁ ଅଳ୍ପକେ ବର୍ତ୍ତିଲେ ରୋହିତ ଶର୍ମା: ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଲକ୍ଷ୍ନୌ,୨୦।୧୦: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୯ ରନ ସଂଗ୍ରହ କରିଛି। ଭାରତୀୟ ଦଳ ହେଉଛି ଏକମାତ୍ର...

ଇଂଲଣ୍ଡ ବିପକ୍ଷରେ ଶୂନରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଲେ ବିରାଟ, ରାଗରେ ସୋଫାକୁ ପିଟିଲେ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୨୯।୧୦ : ଦିନିକିଆ ବିଶ୍ୱକପରେ ରବିବାର ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ବାହାରଟା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି। ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ କେଏଲ. ରାହୁଲ ଏବଂ ବ୍ୟତୀତ ଅନ୍ୟକେହି ବ୍ୟାଟର ଇଂଲଣ୍ଡ ବୋଲରଙ୍କ...

ଇତିହାସ ରଚିଲେ ରୋହିତ ଶର୍ମା

ଲକ୍ଷ୍ନୌ,୨୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ଛୁଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ୪୮ତମ ରନ ସ୍କୋର କରିବା ପରେ ରୋହିତ ଶର୍ମା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ପାଇଁ ୧୮ ହଜାର ରନ...

କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଆମେରିକାରୁ ଲକ୍ଷ୍ନୌ ଆସିଥିଲେ ଜଣେ ପ୍ରଶଂସକ: ବିରାଟ ଭାଙ୍ଗିଦେଲେ ହୃଦୟ

ଲକ୍ଷ୍ନୌ,୨୯।୧୦: ଆଜି ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ସଠିକ ପ୍ରମାଣିତ ହୋଇଥିଲା। କ୍ରିସ...

ହିଟ୍‌ମ୍ୟାନ୍‌ଙ୍କ ସ୍ବତନ୍ତ୍ର ରେକର୍ଡ: ଭାରତର ସପ୍ତମ ଖେଳାଳି ଭାବେ ଏମିତି ରେକର୍ଡ କଲେ

ଲକ୍ଷ୍ନୌ,୨୯।୧୦: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ଲକ୍ଷୌର ଏକାନା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପଡ଼ିଆକୁ ପ୍ରବେଶ କରିବା ମାତ୍ରେ କ୍ୟାପଟେନ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।...

ୟୁପିରେ ହାଇଆଲର୍ଟ: ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ କଡ଼ା ସୁରକ୍ଷା

ଲକ୍ଷ୍ନୌ,୨୯।୧୦: କେରଳରେ ବୋମା ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ସ୍ବତନ୍ତ୍ର ଡିଜି ଲ ଆଣ୍ଡ୍‌ ଅର୍ଡର ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ UPATSକୁ ମଧ୍ୟ ସତର୍କ କରାଇଛନ୍ତି। ଗତ କିଛି ଦିନ ମଧ୍ୟରେ ଏଟିଏସ...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୨୯।୧୦: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପର ୨୯ତମ ମ୍ୟାଚ୍‌ ଖେଳାଯାଉଛି। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ...

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri