ଖେଳ

ନେଦରଲାଣ୍ଡକୁ ହରାଇ ସପ୍ତମ ସ୍ଥାନରେ ପହଞ୍ଚିଲା ଇଂଲଣ୍ଡ

ପୁଣେ,୮।୧୧: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୮ଟି ମ୍ୟାଚ୍‌ରେ ୨ଟି ମ୍ୟାଚ୍‌ ଜିତି ଚାରି ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ...

ଜାତୀୟ କ୍ରୀଡା: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ, ଖୋ ଖୋରେ ୨ ରୌପ୍ୟ, ଓଡ଼ିଶାର ପଦକ ସଂଖ୍ୟା ୫୦ ପାର

ଭୁବନେଶ୍ୱର,୮ା୧୧: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଶାର ପଦକ ସଂଖ୍ୟା ୫୦ ପାର କରିଛି।...

ପାକିସ୍ତାନର ଏହି ଖେଳାଳିଙ୍କ ଉପରେ ବର୍ଷିଲେ ଶାମି, କହିଲେ- ଲାଜ ଲାଗିବା କଥା…

ନୂଆଦିଲ୍ଲୀ,୮।୧୧: ପାକିସ୍ତାନର ପୂର୍ବତନ ଖେଳାଳି ହସନ ରାଜାଙ୍କ ଉପରେ ବର୍ଷିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ବିଶ୍ୱକପ୍‌ରେ ନିଜର ଦମ୍‌ଦାର ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ଶାମି ହସନଙ୍କ ଭାରତୀୟ ବୋଲରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ...

ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ସାରା ତେନ୍ଦୁଲକର

ବଲିଉଡ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍‌ଫେକ୍‌ ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ସାରାଙ୍କ ଏକ ନକଲି ଫଟୋଶପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ...

ନେଦରଲାଣ୍ଡ୍ସକୁ ବିଶାଳ ଟାର୍ଗେଟ୍‌ ଦେଲା ଇଂଲଣ୍ଡ

ପୁଣେ,୮।୧୧: ବିଶ୍ୱକପ ୨୦୨୩ର ୪୦ତମ ମ୍ୟାଚରେ ଇଂଲଣ୍ଡ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୫୦ ଓଭରରେ ୯...

ମାକ୍ସଓ୍ବେଲ୍‌ଙ୍କ ସଫଳତାର ରାଜ୍‌ ଖୋଲିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୮।୧୧:ଆଫଗାନିସ୍ତାନ ବିପକ୍ଷରେ ଗ୍ଲେନ ମ୍ୟାକ୍ସୱେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୨୮ ବଲରେ ୨୦୧ ରନ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୨୧ ଚୌକା ଓ ୧୦ ଛକା ମାରିଥିଲେ। ଏହି ଇନିଂସକୁ ଅନେକ ମହାନ କ୍ରିକେଟର...

ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଭାରତର ଦବ୍‌ଦବା: ବ୍ୟାଟିଂରେ ଶୁଭମନ, ବୋଲିଂରେ ସିରାଜ ନମ୍ବର-୧

ନୂଆଦିଲ୍ଲୀ,୮।୧୧: ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ବହୁତ ଭଲ ଫର୍ମରେ ଅଛି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଭାରତ ସମସ୍ତ ମ୍ୟାଚ ଜିତିଛି। ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି। ଲଗାତର ୮ଟି ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ସେମିଫାଇନାଲରେ...

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଶୁଭମନ ଗିଲ: ବାବରଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୮।୧୧: ଭାରତର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଦିନିକିଆ ର଼୍ୟାଙ୍କିଙ୍ଗ ଅନୁଯାୟୀ, ଗିଲ ବର୍ତ୍ତମାନ ଦିନିକିଆ ଫର୍ମାଟରେ ବିଶ୍ୱ ନମ୍ବର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ଦିନିକିଆ ଫର୍ମାଟରେ...

ବିଶ୍ୱକପ୍‌ ମଝିରେ ଚମକିଲା ଭୁବନେଶ୍ୱର କୁମାରଙ୍କ ଭାଗ୍ୟ: ଟିମ୍‌ ଇଣ୍ଡିଆକୁ ଫେରିବେ

ନୂଆଦିଲ୍ଲୀ,୮।୧୧: ଆଜିକାଲି ଭାରତୀୟ ଦଳ ଘରୋଇ ମାଟିରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ବ୍ୟସ୍ତ ଅଛନ୍ତି। ବିଶ୍ୱକପ ପରେ ତୁରନ୍ତ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦଳର ସମସ୍ତ ବରିଷ୍ଠ ଖେଳାଳିଙ୍କୁ...

ପାକିସ୍ତାନ ଏହି ଆଇସିସି ନିୟମ ଦ୍ୱାରା ସହଜରେ ଖେଳିବ ସେମିଫାଇନାଲ, କ’ଣ ରହିଛି ଏଥିରେ…

ନୂଆଦିଲ୍ଲୀ,୮।୧୧ : ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ଏବେ ମଧ୍ୟ ବିଶ୍ୱକପ ୨୦୨୩ର ଦୌଡ଼ରେ ଅଛି। ଏକ ସମୟରେ ଲାଗୁଥିଲା ପାକିସ୍ତାନ ଏହି ବିଶ୍ୱକପରୁ ଦୂରେଇ ରହିବ, କିନ୍ତୁ ବାବର ଆଜମଙ୍କ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ସେମିଫାଇନାଲରେ...

କର ବା ମର ମ୍ୟାଚ ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଲେ ୪ ଖେଳାଳି, ପାକିସ୍ତାନକୁ ବଡ ଝଟକା…

ମୁମ୍ବାଇ,୮।୧୧ : ସେମିଫାଇନାଲ ପାଇଁ ପାକିସ୍ତାନ ଏବେ ବି ଦୌଡ଼ରେ ଅଛି। ଯଦି ପାକିସ୍ତାନ ଇଂଲଣ୍ଡକୁ କର ବା ମର ମ୍ୟାଚରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ। ତେବେ ଇଂଲଣ୍ଡ...

ପାକିସ୍ତାନ ହାରିଲେ ଆଫଗାନିସ୍ତାନ ଯିବ ସେମିଫାଇନାଲ…

ନୂଆଦିଲ୍ଲୀ,୮।୧୧ : ବିଶ୍ୱକପ କ୍ରିକେଟ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନର ହୃଦୟ ଭାଙ୍ଗି ଯାଇଛି। ହାତକୁ ଆସିଥିବା ବିଜୟ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ଦ୍ୱାରା ପରାଜୟରେ ପରିଣତ ହୋଇଛି। ଗ୍ଲେନ ମ୍ୟାକ୍ସୱେଲ ଆଫଗାନିସ୍ତାନର ଆଶାକୁ ଧୂଳିସାତ କରିଦେଇଛନ୍ତି। ଗ୍ଲେନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri