ଖେଳ

ଶ୍ରେଷ୍ଠ ପ୍ରଦର୍ଶନ କଲେ ବି ବିଜୟ ସହଜ ହେବନି: ସିମନ୍ସ

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ଉତ୍ସାହୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ ସିରିଜ ନିର୍ଣ୍ଣୟ ହେଉଥିବାରୁ ଆମେ ନିଶ୍ଚିତଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ମାତ୍ର ଏହା...

ଦଳରେ ମୋ ଦାୟିତ୍ୱ ବଢ଼ିଛି: ଆୟାର

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବ। ଏହା ଉଭୟ ଦଳ ପାଇଁ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି। ଭାରତୀୟ ଦଳର ପ୍ରତି ସଦସ୍ୟ...

ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ: ଟାଇଟଲ ନିକଟତର ଶ୍ୱେତପର୍ଣ୍ଣା

ଭୁବନେଶ୍ୱର,୨୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟ କୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୟୋନେକ୍ସ – ସନରାଇଜ୍‌ ୩୩ତମ ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଉଦୀୟମାନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଟାଇଟଲର ନିକଟତର ହୋଇଛନ୍ତି। ୧୫ ବର୍ଷରୁ କମ୍‌...

ବାରବାଟୀରେ ସିରିଜ ନିର୍ଣ୍ଣାୟକ ମୁକାବିଲା

କଟକ,୨୧।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଏବେ ଚଳଚଞ୍ଚଳ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ। ମ୍ୟାଚର ଗୁରୁତ୍ୱକୁ...

ଦ୍ୱିତୀୟ ଟେଷ୍ଟ: ଆବିଦ୍‌, ମାସୁଦଙ୍କ ଶତକ; ପାକିସ୍ତାନର ଆଧିପତ୍ୟ

କରାଚୀ,୨୧।୧୨- ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପାକିସ୍ତାନ ଦ୍ୱିତୀୟ ଇନିଂସରେ ଦୁଇ ଓପନର ସାନ୍‌ ମାସୁଦ ଓ ଆବିଦ୍‌ ଅଲିଙ୍କ ବୃହତ୍‌ ଶତକ...

ମାର୍ଟିନେଜ୍‌ ଜିତିଲେ ଓ୍ବାଲର୍‌ଡ ଫ୍ଲାଇଓ୍ବେଟ୍‌ ଟାଇଟଲ

ଲସ୍‌ ଆଞ୍ଜେଲ୍ସ, ୨୧ା୧୨ (ଏଏଫ୍‌ପି)-ମେକ୍ସିକୋର ଜୁଲିଓ ସେସାର୍‌ ମାର୍ଟିନେଜ୍‌ ଡବ୍ଲ୍ୟୁବିସି (ଓ୍ବାଲର୍‌ଡ ବକ୍ସିଂ କାଉନ୍‌ସିଲ) ଫ୍ଲାଇଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଶୁକ୍ରବାର ସେ ଏକ ୯ ରାଉଣ୍ଡ ବିଶିଷ୍ଟ ମୁକାବିଲାରେ ସେ ନିକାରାଗୁଆର କ୍ରିଷ୍ଟୋଫର ରୋସେଲ୍ସଙ୍କୁ ହରାଇ ଏହି ସଫଳତା ହାସଲ...

ପ୍ରଦୂଷିତ ବାୟୁ ଯୋଗୁ ମ୍ୟାଚ୍‌ ରଦ୍ଦ

କାନବେରା,୨୧।୧୨- ମାନୁକା ଓଭାଲରେ ସିଡ୍‌ନୀ ଥଣ୍ଡର ଓ ଆଡିଲେଡ ଷ୍ଟ୍ରାଇକର୍ସ ମଧ୍ୟରେ ଶନିବାର ଖେଳାଯାଇଥିବା ବିଗ ବାଶ ଲିଗ୍‌ ମ୍ୟାଚ୍‌ ରଦ୍ଦ ହୋଇଯାଇଛି। ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଥଣ୍ଡର ୪.୨ ଓଭରରେ ଏକ ଉଇକେଟ ହରାଇ...

ସିଧାସଳଖ କ୍ଲବ କ୍ରିକେଟରୁ ଆଇପିଏଲ

ଆଇପିଏଲ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରାୟତଃ ଅନ୍ତର୍ଜାତୀୟ ଷ୍ଟାରମାନେ ଖେଳନ୍ତି। ମାତ୍ର ଆଇପିଏଲରେ ଏମିତି ଜଣେ ଖେଳାଳି ଅଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ତ ପର କଥା ସେ ଘରୋଇ କ୍ରିକେଟରେ ମଧ୍ୟ ଖେଳି ନ ଥିଲେ। ଆଉ...

ସ୍ବତନ୍ତ୍ର ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଆବିଦ ଅଲି

କରାଚୀ,୨୧।୧୨- ପାକିସ୍ତାନ ଓପନର ଆବିଦ ଅଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିଛନ୍ତି। ଏହା ସହିତ ଆବିଦ କ୍ରମାଗତ ପ୍ରଥମ ଦୁଇ ଟେଷ୍ଟରେ ଶତକ ହାସଲ କରିଥିବା ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କା ସ୍ପିନର...

ଡ୍ରାଭିଡଙ୍କ ୧୪ ବର୍ଷୀୟ ପୁଅଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୨୧।୧୨- ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଦି ଓ୍ବାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ବାପାଙ୍କ ପଥରେ ଚାଲିବା ଆରମ୍ଭ କରିଛନ୍ତି। ବାପାଙ୍କ ଷ୍ଟାଇଲରେ ବ୍ୟାଟିଂ କରୁଥିବା ସମିତ ୧୪ ବର୍ଷରୁ କମ୍‌ କର୍ନାଟକ ଆନ୍ତଃ...

କ୍ରିକେଟରୁ ବିରତି ନେଲେ ଦେଶର ଅନ୍ୟତମ ଧନୀ ଶିଳ୍ପପତି ବିର୍ଲାଙ୍କ ପୁଅ

ନୂଆଦିଲ୍ଲୀ,୨୧।୧୨- ଦେଶର ଅନ୍ୟତମ ଧନୀ ଶିଳ୍ପପତି ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ କ୍ରିକେଟରୁ ବିରତି ନେଇଛନ୍ତି। ମାନସିକ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ବିଭିନ୍ନ...

ଫିଲ୍ମରେ ଖେଳୁଥିଲେ କ୍ରିକେଟ, ଏବେ ଆଇପିଏଲ୍‌ରେ ଖେଳିବେ

ନୂଆଦିଲ୍ଲୀ,୨୧।୧୨- ବଲିଉଡ ଫିଲ୍ମ ‘କାଇ ପୋ ଚେ’ ୨୦୧୩ରେ ରିଲିଜ ହୋଇ ସଫଳ ମଧ୍ୟ ହୋଇଥିଲା। ସେଥିରେ କ୍ରିକେଟ ପାଗଳ ଅଲି ଭୂମିକାରେ ଥିଲେ ଦିଗବିଜୟ ଦେଶମୁଖ ରେଡ୍ଡୀ। ରିଲ ଭଳି ରିୟଲରେ ମଧ୍ୟ କ୍ରିକେଟର ହେବା ତାଙ୍କ ସ୍ବପ୍ନ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri