ଖେଳ

କେନର୍‌ସ କପ୍‌ ଚେସ୍‌: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ

ସେଣ୍ଟ ଲୁଇସ୍‌, ୧୭।୨(ପି.ଟି.): ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍‌ରେ ଅନୁଷ୍ଠିତ କେନର୍‌ସ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ନିଜ ଦେଶର...

ହକି ପ୍ରୋ ଲିଗ୍‌: ଭାରତ ବିପକ୍ଷ ମ୍ୟାଚ୍‌ ଅଲିମ୍ପକ୍ସ ପ୍ରସ୍ତୁତିରେ ସହାୟକ ହେବ: ଜାଲଓ୍ବେସ୍କି

ଭୁବନେଶ୍ୱର,୧୭।୨(ପି.ଟି.): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ର ଦୁଇଟି ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଆସନ୍ତା ଶୁକ୍ରବାର ଓ ଶନିବାର ଦିନ ଆୟୋଜନ ହେବାକୁ ଥିବା ଏହି...

ମାତ୍ର ୪୪ଟି ବଲ୍‌ରୁ ୧୪୯ରନ୍‌ ବିସ୍ଫୋରକ ଇନିଂଶ ଖେଳିଥିଲେ ଏହି କ୍ରିକେଟର୍‌

ଆବ୍ରାହମ୍‌ ବେଞ୍ଜାମିନ୍‌ ଡିଭିଲିୟର୍ସ କ୍ରିକେଟର ଏକ ଜଣାଶୁଣା ନାଁ। ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଫେବୃୟାରୀ ୧୭ରେ ଦକ୍ଷିଣ ଆଫ୍ରିକାର ବେଲା ବେଲା ସେ ଜନ୍ମଗ୍ରହଣ କରିଥିଲେ। ଯଦିଓ କ୍ରିକେଟରୁ ସେ...

ଭାରତ ବିପକ୍ଷ ଟେଷ୍ଟ ସିରିଜ: ନ୍ୟୁଜିଲାଣ୍ଡ ଦଳକୁ ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ,୧୭।୨: ଆଗାମୀ ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଏକ ୧୩ ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଆଘାତ ସମସ୍ୟାରୁ ସୁସ୍ଥ ହୋଇ ଏହି ଦଳକୁ ପ୍ରତ୍ୟାବର୍ତ୍ତନ...

ବିଦାୟ ଟୁର୍ନାମେଣ୍ଟରେ ନିଜ ପୋଷ୍ଟର ଦେଖି କାନ୍ଦିଲେ ଲିଆଣ୍ଡର ପେସ୍‌

ବେଙ୍ଗାଲୁରୁ,୧୭।୨: ବେଙ୍ଗାଲୁରୁ ଓପନ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ ଟେନିସ ଖେଳାଳି ଲିଆଣ୍ଡର୍‌ ପେସଙ୍କୁ ରବିବାର କେଏସଏଲଟିଏ ଷ୍ଟାଡିୟମରେ ପୂର୍ବତନ ଅଲିମ୍ପିଆନ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଷ୍ଟାଡିୟମରେ...

ଚର୍ଚ୍ଚାରେ କୋହଲିଙ୍କ ନୂଆ ପୋଷ୍ଟ

ହାମିଲଟନ୍‌, ୧୭।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଟି୨୦ ଓ ଦିନିକିଆ ସିରିଜ ଖେଳିସାରିବା ପରେ ଏବେ ଟେଷ୍ଟ ଲାଗି ପ୍ରସ୍ତୁତ ହେଉଛି। ସ୍ଥାନୀୟ ସେଡନ ପାର୍କରେ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସମୂଳକ...

ଟି୨୦ ସିରିଜ ଜିତିଲା ଇଂଲଣ୍ଡ; ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ପରାସ୍ତ

ସେଞ୍ଚୁରିଆନ,୧୭।୨- ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୫ଟି ବଲ ବାକି ରଖି ଘରୋଇ ଦକ୍ଷିଣ ଆଫ୍ରିକାକୁ ୫ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଟସ୍‌ ଜିତି...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାଗନେବ ପାକିସ୍ତାନ; ଚାଇନା ସଂକ୍ରାନ୍ତରେ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,୧୭।୨(ପି.ଟି.)- ଏଠାରେ ଆସନ୍ତା ୧୮ରୁ ୨୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଯାଉଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଦୂର ହୋଇଛି। ଭାରତ ସରକାର ପାକିସ୍ତାନ ପ୍ରତିଯୋଗୀଙ୍କୁ ଭିଜା ପ୍ରଦାନ କରିଛନ୍ତି। ଫଳରେ ପାକିସ୍ତାନ...

ଗୌଡ଼ାଙ୍କ ପାଇଁ ଟ୍ରାଏଲ ତାରିଖ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ, ୧୬ା୨ (ପି.ଟି.)- କାମ୍ବାଲା ରେସର୍‌ ଶ୍ରୀନିବାସ ଗୌଡ଼ାଙ୍କ ଟ୍ରାଏଲ ପାଇଁ ପ୍ରକୃତ ଦିନ ଧାର୍ଯ୍ୟ ହୋଇନାହିଁ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁସ୍ଥିତ ସେଣ୍ଟରଠାରେ ତାଙ୍କର ଦକ୍ଷତା ଆକଳନ କରାଯିବ। ଖବର ଅନୁସାରେ, ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରଠାରେ...

ଫାଓ ଦାୟିତ୍ୱ ଗ୍ରହଣ କଲେ ଆଶୀର୍ବାଦ

କଟକ ଅଫିସ,୧୭ା୨-  ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସାଧାରଣ ପରିଷଦ ବୈଠକ ରବିବାର ପୂର୍ବାହ୍ନରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ଦ୍ୱନ୍ଦ୍ୱରେ ସମସ୍ତ ପ୍ରାର୍ଥି ନିର୍ବାଚିତ...

ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ମାମଲାରୁ କପିଳଦେବ ମୁକ୍ତ

ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଭାରତର ପୂର୍ବତନ କ୍ରିକେଟ ଅଧିନାୟକ କପିଳଦେବ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ମାମଲାରୁ ମୁକ୍ତ ହୋଇଛନ୍ତିି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନ ରବିବାର ଏହା ସ୍ପଷ୍ଟ କରିଛନ୍ତି। କପିଳ ଦେବ କ୍ରିକେଟରେ ଏକାଧିକ...

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଭାରତ-ରୋମାନିଆ ମ୍ୟାଚ୍‌ ଡ୍ର

ନୂଆଦିଲ୍ଲୀ, ୧୭।୨ (ପି.ଟି.)- ତୁର୍କୀର ତର୍କଲର୍‌ଠାରେ ରବିବାର ଭାରତ ଓ ରୋମାନିଆ ମଧ୍ୟରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଭୟ ଦଳ ୩ଟି ଲେଖାଏ ଗୋଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri