ଗୋଇଠିରେ ଫୁଟ୍ବଲ
ନୂଆଦିଲ୍ଲୀ: ଫୁଟବଲ୍ ଖେଳର ବିଭିନ୍ନ କୌଶଳକୁ ଆପଣାଇ ବେଳେବେଳେ ଲୋକେ ଚର୍ଚ୍ଚିତ ହୋଇଥାନ୍ତି। ତେବେ ଫୁଟବଲକୁ ନିଜ ଗୋଇଠିରେ ଚଲାଇବାର ଏକ ସ୍ବତନ୍ତ୍ର ତଥା ଅଦ୍ଭୁତ କଳା ପ୍ରଦର୍ଶନ କରି ଇଣ୍ଟରନେଟ୍ରେ ଲୋକପ୍ରିୟ ହୋଇଛନ୍ତି ଜଣେ ମହିଳା ରକୁଲ୍ ବେନେଟି।...
କ୍ରୀଡ଼ା ପୁରସ୍କାର ଚୟନ ପଦ୍ଧତିରେ ପରିବର୍ତ୍ତନ ଅଣାଯାଉ: ପଙ୍ଘାଲ
ନୂଆଦିଲ୍ଲୀ,୧୬ା୫ (ପି.ଟି.)-ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପଦ୍ଧତିିରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ବକ୍ସର ଅମିତ୍ ପଙ୍ଘାଲ। ଅଜାଣତରେ ଡୋପ୍ ଅପରାଧରେ ଫସିଯାଇଥିବାରୁ ବାରମ୍ବାର ଅର୍ଜୁନ...
ବିସିସିଆଇକୁ ଶ୍ରୀଲଙ୍କାର ଅନୁରୋଧ
କଲମ୍ବୋ, ୧୬ା୫ (ପି.ଟି.)-କୋଭିଡ୍-୧୯ ମହାମାରୀ ଯୋଗୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଟୁର୍ ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ ଏହି ସୀମିତ ଓଭର ବିଶିଷ୍ଟ ସିରିଜକୁ ଜୁଲାଇରେ କରାଇବା ଲାଗି ଦେଶର କ୍ରିକେଟ ବୋର୍ଡ (ଏସ୍ଏଲ୍ସି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ...
ଅନ୍ଲାଇନ୍ ଜାତୀୟ ଉଷୁ ଚାମ୍ପିୟନଶିପ୍ ଆରମ୍ଭ
ଭୁବନେଶ୍ୱର, ୧୬।୫ (କ୍ରୀଡ଼ା ପ୍ରତିନିଧି):ସର୍ବପ୍ରଥମ ଅନ୍ଲାଇନ୍ ଜାତୀୟ ଉଷୁ ଚାମ୍ପିୟନଶିପ୍ ଶୁକ୍ରବାର ଆରମ୍ଭ ହୋଇଛି। ୧୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତା ସବ୍ଜୁନିୟର, ଜୁନିୟର ଓ ସିନିୟର କାଟେଗୋରିରେ ଅନୁଷ୍ଠିତ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ...
ଭାରତୀୟ ଆଥଲେଟଙ୍କୁ ବାରଣ
ନୂଆଦିଲ୍ଲୀ, ୧୬ା୫ (ପି.ଟି.)-କୋଭିଡ୍-୧୯ ଯୋଗୁ କୌଣସି ଭାରତୀୟ ଆଥଲେଟଙ୍କୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାଲାଗି ଅନୁମତି ମିଳିବ ନାହିଁ । ଶୁକ୍ରବାର ଏକଥା କହିଛନ୍ତି ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ସଭାପତି ଆଦିଲ...
ଆଇସିସି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୮ରେ
ନୂଆଦିଲ୍ଲୀ, ୧୬ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍ସିଲ (ଆଇସିସି) ବୋର୍ଡ ବୈଠକ ଚଳିତ ମାସ ୨୮ ତାରିଖରେ ହେବ। କରୋନା ଭାଇରସ୍ କାରଣରୁ ଆସନ୍ତା ଟି୨୦ ବିଶ୍ୱକପ୍ ୨୦୨୨କୁ ଘୁଞ୍ଚାଇ ଦେବା ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ବୋର୍ଡର ଜଣେ ପ୍ରଭାବଶାଳୀ...
ଜେମିସନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ
ଖ୍ରୀଷ୍ଟଚର୍ଚ୍ଚ, ୧୬ା୫ (ପି.ଟି.)-ପେସ୍ ବୋଲର କାଇଲ ଜେମିସନ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡ୍ସି) ୨୦୨୦-୨୧ ସିଜନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାଭୁକ୍ତ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଭାରତ ବିପକ୍ଷରେ ତାଙ୍କ ପଦାର୍ପଣ ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା।...
ଆସନ୍ତା ସପ୍ତାହରେ ଇଂଲଣ୍ଡ ଖେଳାଳିଙ୍କ ଟ୍ରେନିଂ: ନିଜ ବଲ୍, ପାଣି ବୋତଲ ବ୍ୟବହାର କରିବାକୁ ପରାମର୍ଶ
ଲଣ୍ଡନ,୧୫।୫(ପି.ଟି.): କୋଭିଡ୍-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ସପ୍ତାହରେ ଇଂଲଣ୍ଡ କ୍ରିକେଟର ମାନେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆଗକୁ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷ ସିରିଜ ଥିବାରୁ ଟ୍ରେନିଂ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ...
ଆଇସିସିର ନେତ୍ୱତ୍ୱ ନେଇପାରିବେ ଗାଙ୍ଗୁଲି :ଗାଓ୍ବାର
ନୂଆଦିଲ୍ଲୀ, ୧୫।୫(ପି.ଟି.): ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବା ପାଇ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନିକଟରେ ଦକ୍ଷତା ରହିଛି। ଏକଥା କହିଛନ୍ତି ଇଂଲଣ୍ଡ ପୂର୍ବତନ ଅଧିନାୟକ ଡେଭିଡ ଗାଓ୍ବାର।...
କୋଭିଡ୍-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ
ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍ଡାଉନ୍ ଜାରି ରହିଥିବା କାରଣରୁ ଆମେରିକାର ଯାତ୍ରା କଟକଣା ଜାରି କରାଯାଇଥିଲା। ଫଳରେ ସେ...
ଅଲ୍-ଷ୍ଟାର ପୂର୍ବତନ ଖେଳାଳି, ମ୍ୟାନେଜର ଓ୍ବାଟ୍ସନଙ୍କ ପରଲୋକ
ହ୍ୟୁଷ୍ଟନ,୧୫।୫ (ଏପି): ଆମେରିକା ଓ କାନାଡ଼ା ପର୍ଯ୍ୟବେଷିତ ଜଣାଶୁଣା ପେସାଦାର ବାସ୍କେଟବଲ୍ ଲିଗ୍ ଏମ୍ଏଲବିର ଅଲ- ଷ୍ଟାର ଦଳର ପୂର୍ବତନ ଖେଳାଳି ତଥା ଜେନେରାଲ ମ୍ୟାନେଜର ଓ କାର୍ଯ୍ୟନିର୍ବାହୀ ବବ୍ ଓ୍ବାଟସନ ୭୪ ବର୍ଷରେ ପରଲୋକ ଗମନ କରିଛନ୍ତି। ସେ...
‘ଦୀର୍ଘ ମିଆଦି ଯୋଜନାରେ ଚାପ ସମ୍ଭାବନା ଥାଏ’
ମୁମ୍ବାଇ, ୧୫।୫: ନିଜ ଖେଳ ଜୀବନରେ କେବେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ନ ଥାନ୍ତି ଭାରତୀୟ କ୍ରିକେଟ ଦଳର ତାରକା ଓପନର ରୋହିତ ଶର୍ମା । ତାଙ୍କ ମତରେ ଏଥିରେ ଖେଳାଳି ଅଧିକ ଚାପଗ୍ରସ୍ତ ହେବା ସମ୍ଭାବନା ଥାଏ।...
Archives


