ଖେଳ

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ କରିଥିବା ୨୫ ବର୍ଷୀୟ ମଦୁଶନକାଙ୍କୁ ୨ ସପ୍ତାହପାଇଁ ପୋଲିସ ହେପାଜତରେ ରଖିବାକୁ...

ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୬।୫(କ୍ରୀଡ଼ା ପ୍ରତିନିଧି)- ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ୩ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ବଲବୀରଙ୍କ ବିୟୋଗରେ ରାଜ୍ୟର ସୁନାମଧନ୍ୟ ହକି ଖେଳାଳି ପଦ୍ମଶ୍ରୀ...

ଟେଷ୍ଟ ଅଧିନାୟକ ହେବାକୁ ଏଲ୍‌ଗାରଙ୍କ ଇଚ୍ଛା

ଜୋହାନ୍ସବର୍ଗ,୨୫।୫(ପି.ଟି.): ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ ହେବାକୁ ଓପନର ଡିନ୍‌ ଏଲ୍‌ଗାର ଇଚ୍ଛା ଜାହିର କରିଛନ୍ତି। ସ୍ବତଃପ୍ରବୃତ୍ତ ଭାବେ ମୋ ପାଖରେ ନେତୃତ୍ୱ ନେବାର କଳା ରହିଛି। ଯଦି ନେତୃତ୍ୱ ପ୍ରଦାନ କରାଯାଏ ତାହାଲେ କଠିନ ପରିଶ୍ରମ କରିବି ଓ...

ଭାରତ ପାଇଁ ଟି୨୦ ଖେଳିବାକୁ ପ୍ରସ୍ତୁତ: ହରଭଜନ

ନୂଆଦିଲ୍ଲୀ,୨୫।୫: ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ ପୁଣି ଥରେ ଭାରତ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତ ପାଇଁ ପୁଣି ଖେଳିବାକୁ ପ୍ରସ୍ତୁତ ଓ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛି ବୋଲି ସେ କହିଛନ୍ତି। ଆସନ୍ତା ଜୁଲାଇରେ...

କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୫।୫: ବଲବୀର ସିଂଙ୍କ ପରଲୋକରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ରେସଲର ବଜରଙ୍ଗ ପୁନିଆ, ତାରକା ବକ୍ସା ବଜେନ୍ଦର ସିଂ,...

ବଲବୀର ଦେଶର ଗର୍ବ, ଗୌରବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୫(ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳି ହେବା ସଙ୍ଗେ ସଙ୍ଗେ ଜଣେ ସଫଳ କୋଚ୍‌ ଥିଲେ। କ୍ରମାଗତ ୩ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ...

ହକି କିମ୍ବଦନ୍ତୀ ବଲବୀର ସିଂଙ୍କ ପରଲୋକ: ଏକ ଯୁଗର ଅନ୍ତ ଘଟିଲା

ଚଣ୍ଡିଗଡ଼,୨୫।୫(ପି.ଟି.): ଭାରତର ଅନ୍ୟତମ ସର୍ବକାଳୀନ ମହାନ୍‌ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ୩ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହକିର ଏହି କିମ୍ବଦନ୍ତୀ ପୁରୁଷ ସୋମବାର ସକାଳ ୬.୩୦ରେ ସ୍ଥାନୀୟ ଫୋର୍ଟିସ ହସ୍ପିଟାଲରେ ୯୬...

ଝିଅର ସ୍କୁଲ ଡ୍ରେସ୍‌ ପିନ୍ଧି ଟିକ୍‌ଟକ୍‌ କଲେ ଏହି କ୍ରିକେଟର

ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେଳେ ନିଜ ଝିଅଙ୍କ ତ ଆଉ କେତେବେଳେ ସ୍ତ୍ରୀଙ୍କ ସହ ଟିକ୍‌ଟକ୍‌ କରୁଛନ୍ତି ଓ୍ବାର୍ଣ୍ଣର। ନିକଟରେ ସେ...

ମା’ଙ୍କ ମୃତ୍ୟୁବେଳେ ପାଖରେ ନ ଥିଲେ, ଇଦ୍‌ରେ କବର ସ୍ଥାନରେ ଭେଟିଲେ ଏହି କ୍ରିକେଟର

ପାକିସ୍ତାନର ଉଦୀୟମାନ ଖେଳାଳି ନସିମ ଶାହ ନିକଟରେ ନିଜ ମା’ଙ୍କୁ ହରାଇଛନ୍ତି। ୧୬ ବର୍ଷୀୟ ଏହି କ୍ରିକେଟର୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ତାଙ୍କ ମା’ଙ୍କୁ ହରାଇଥିଲେ। ଇଦ୍‌ ଅବସରରେ ସେ ମା’ଙ୍କ କବର ସ୍ଥାନ ପାଖକୁ...

ବଲବୀର ସିଂଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ କୋହଲି

ଚଣ୍ଡୀଗଡ,୨୫।୫: କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବଲବୀର ସିଂଙ୍କ ପରଲୋକ କଥା ଶୁଣି ଦୁଃଖିତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି...

ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଗତ ମେ ୮...

ନୂଆ ରୂପରେ ଟି୧୦ କ୍ରିକେଟ

କିଙ୍ଗଷ୍ଟନ, ୨୫ା୫ (ଏଏଫ୍‌ପି)- କରୋନାଭାଇରସ୍‌ ଯୋଗୁ ନୂଆ ରୂପରେ ଦେଖିବାକୁ ମିଳୁଛି ଟି୧୦ କ୍ରିକେଟ। ଷ୍ଟାଡିୟମରେ ସମର୍ଥକ ଉପସ୍ଥିତ ନାହାନ୍ତି। ବଲ୍‌କୁ ଚକ୍‌ଚକ୍‌ କରିବା ଲାଗି ବୋଲରମାନେ ସାଲିଭା (ପାଟିର ଲାଳ) ବ୍ୟବହାର ଉପରେ କଟକଣା ରହିଛି। ବାଉଣ୍ଡାରିି ଲାଇନ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri