ଖେଳ

ଅର୍ଜୁନ ପୁରସ୍କାର ନେଇ ପ୍ରଣୟଙ୍କ କ୍ଷୋଭ: କ୍ରମାଗତ ଦ୍ୱିତୀୟ ବର୍ଷ ନୋମିନେଶନରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ, ୩।୬(ପି.ଟି.): ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍‌ ପଡିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌.ଏସ୍‌. ପ୍ରଣୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାରର ନୋମିନେଶନରୁ ବାଦ୍‌ ଦିଆଯାଇଛି। ଫଳରେ ପ୍ରଣୟ ଏଥିପାଇଁ ଅସନ୍ତୋଷ ଜାହିର କରିଛନ୍ତି। ବ୍ୟାଡମିଣ୍ଟନ...

ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ: ଡିନ୍‌ ଜୋନ୍ସ

ସିଡ୍‌ନୀ, ୩।୬: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଡିନ୍‌ ଜୋନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡରେ କୋଭିଡ୍‌-୧୯ ମହାମାରୀ ନିୟନ୍ତ୍ରଣକୁ ଆସିଛି ଓ କିଛିଦିନ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି...

୨୫ ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୟୁକ୍ରେନ୍‌ ଫୁଟବଲ କ୍ଲବ୍‌

ଏଲ୍‌ଭିଭ୍‌,୩।୬(ପି.ଟି.): ୟୁକ୍ରେନ୍‌ର ଫୁଟବଲ କ୍ଲବ ‘କରପାଟି ଏଲ୍‌ଭିଭ୍‌’କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। କ୍ଲବର ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ୨୫ ଜଣ କୋଭିଡ-୧୯ ଟେଷ୍ଟରେ ପଜିଟିଭ ଜଣାପଡିବାରୁ ସମ୍ପୂର୍ଣ୍ଣ କ୍ଲବକୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦେଶର ପ୍ରିମିୟର ଲିଗ୍‌...

ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ

ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ କରିଛି। ରାଣୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଖୁସି ଜାହିର କରିଛନ୍ତି।...

ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ।...

ଜୈବ-ସୁରକ୍ଷିତ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା

ଲଣ୍ଡନ, ୩ |୬ (ପି.ଟି.)-ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି।...

ପୋଲିସ ହେପାଜତରେ ୯ ପର୍ଯ୍ୟନ୍ତ ରହିବେ ମଦୁଶାନକା

କଲମ୍ବୋ, ୩ା୬ (ପି.ଟି.)-ଶ୍ରୀଲଙ୍କା କ୍ରିକେଟର ଶେଶାନ ମଦୁଶାନକା ପୁଣି ପୋଲିସ ହେପାଜତରେ ରହିବେ। ପାଖରେ ହେରୋଇନ୍‌ ରଖିଥିବା ଅଭିଯୋଗରେ ଏହି ୨୫ବର୍ଷୀୟ ବୋଲର ଏବଂ ତାଙ୍କର ଜଣେ ସାଙ୍ଗ ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଦେଶ ପାନ୍ନାଲାଠାରେ ଗତ ମେ ୨୩ରେ ଗିରଫ...

ଟ୍ରାକ୍‌କୁ ଫେରିବ ଫର୍ମୁଲା ଓ୍ବାନ୍‌ ରେସ୍‌

ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍‌ ରେସ୍‌ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ ୮ଟି ରେସ୍‌ ଅନୁଷ୍ଠିତ ହେବ। ଜୁଲାଇ ୫ରେ ରେଡ୍‌ବୁଲ୍‌ ରିଙ୍ଗ୍‌ରେ ଅଷ୍ଟ୍ରିଆ ଗ୍ରାଁ...

ଅନ୍‌ଲାଇନ୍‌ ଚେସ୍‌: ଶୁଭମ୍‌ଜ୍ୟୋତି ଚାମ୍ପିୟନ

ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୫ମ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଶୁଭମ୍‌ଜ୍ୟୋତି ସାହୁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଶୁଭମ୍‌ ୫ ପଏଣ୍ଟ ପାଇଥିଲେ। ଶିବାଂଶ ମିଶ୍ର, ପ୍ରତୀକ ଚୌରାସିଆ ଓ...

ଖେଳରତ୍ନ ସୁପାରିସ ତାଲିକାରେ ମନିକା

ନୂଆଦିଲ୍ଲୀ,୩।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ଚଳିତ ବର୍ଷ ଖେଳାଳିଙ୍କ ନାମ ସୁପାରିସ ତାଲିକା ବଢ଼ିବାରେ ଲାଗିଛି। ମଙ୍ଗଳବାର ଭାରତୀୟ ହକି ଅଧିନାୟିକା ରାଣୀ ରାମପଲ ଏବଂ ମହିଳା ଟେବୁଲ ଟେନିସ ତାରକା...

ବିରାଟ କୋହଲିଙ୍କଠାରୁ ଦୁଇଗୁଣା ଅଧିକ ମୂଲ୍ୟରେ ଘର କିଣିଲେ ଏହି ଭାରତୀୟ କ୍ରିକେଟର୍‌

ଭାରତକୁ ଦୁଇଟି ବିଶ୍ୱକପ୍‌ ଜିତାଇଥିବା ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏବେ ଅଧିନାୟକ ବିରାଟ କୋହଲିଙ୍କ ପଡୋଶୀ ହୋଇଯାଇଛନ୍ତି। ଯୁବରାଜ ମୁମ୍ବାଇର ଓ୍ବର୍ଲିରେ ଥିବା ଓମକାର ଟାଓ୍ବାର୍ସରେ ଘର କିଣିଛନ୍ତି। ୨୦୧୬ରେ ବିରାଟ କୋହଲି ଏଠାକୁ ଶିଫ୍ଟ ହୋଇଥିଲେ। ସେ...

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର ରନ୍‌ ସଂଗ୍ରହ କରିଥିବା ବିଶ୍ୱର ୫ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସଂଗ୍ରହ ଏକ ଏଭଳି ମାଇଲ୍‌ଖୁଣ୍ଟ, ଯାହାକୁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ହାସଲ କରିବାକୁ ଚାହାଁନ୍ତି। ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri