ଜାତିଆଣ ମନ୍ତବ୍ୟ ନେଇ କ୍ଷମା ମାଗିଲେ ଯୁବରାଜ
ନୂଆଦିଲ୍ଲୀ,୫।୬(ପି.ଟି.): ଏକ ଇନ୍ଷ୍ଟାଗ୍ରାମ୍ ଚାଟ ଅବସରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କ୍ଷମା ମାଗିଛନ୍ତି। ଅଜାଣତରେ ଏଭଳି ମନ୍ତବ୍ୟ ଦେଇ ଜନତାଙ୍କ ମନରେ ଆଘାତ ଦେଇଥିଲି ବୋଲି ସେ...
ଲକ୍ଡାଉନ୍ରେ ଟପ୍-୧୦ ଆୟକାରୀ ଆଥ୍ଲେଟ ତାଲିକାରେ କୋହଲି
ଲଣ୍ଡନ,୫।୬(ପି.ଟି.): କୋଭିଡ୍-୧୯ କାରଣରୁ ସାରା ବିଶ୍ୱରେ ଲକ୍ଡାଉନ୍ ଜାରି ରହିଛି। ଏହି ଲକ୍ଡାଉନ୍ ସମୟରେ ଜଣାଶୁଣା ସୋସିଆଲ ମିଡିଆ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରିଛନ୍ତି। ଏ...
ଟି୨୦ ବିଶ୍ୱକପ୍ ଉଚିତ ସମୟରେ ଆୟୋଜନ ହେବା ଆବଶ୍ୟକ: ଆକ୍ରମ
କରାଚୀ, ୫।୬(ପି.ଟି.): ସାରା ବିଶ୍ୱରେ କୋଭିଡ୍- ୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଟି୨୦ ବିଶ୍ୱକପ୍ ଆୟୋଜନ ନେଇ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ନିଜ ମତ ପ୍ରକାଶ କରିଛନ୍ତି। ଉଚିତ ସମୟରେ ଏହି ମେଗା...
୨୦୨୨ ଏଏଫ୍ସି ମହିଳା ଏସିଆନ କପ୍ ଆୟୋଜନ କରିବ ଭାରତ
ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍ କପ୍ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍ ଫୁଟବଲ କନ୍ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ ପାଇଁ ଭାରତକୁ ଅଧିକାର ଦେଇଛି। ଏଏଫ୍ସି ମହିଳା ଫୁଟବଲ କମିଟି ବୈଠକରେ...
ଡନ୍ ବ୍ରାଡ୍ମ୍ୟାନ୍ଙ୍କୁ ‘ଶୂନ’ରେ ଆଉଟ୍ କରି ଇତିହାସ ରଚିଥିଲେ ଏହି ବୋଲର୍
ଜୁନ୍ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ ସେ କ୍ରିକେଟ ଇତିହାସରେ ଅମର ହୋଇଗଲେ। ସେ ହେଉଛନ୍ତି ଇଂଲଣ୍ଡର ପୂର୍ବତନ ଲେଗ...
ଲକ୍ଡାଉନ୍ରେ କ’ଣ କରୁଛନ୍ତି ଧୋନୀ; ଭିଡିଓ ଭାଇରାଲ
କରୋନା ଭାଇରସ୍ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍ଡାଉନ୍ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଗତ ବିଶ୍ୱକପ୍ ପରଠାରୁ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ...
ଅଲିମ୍ପିକ୍ସରେ କ୍ରୀଡ଼ାବିତ୍ଙ୍କ ବିରଳ ମହାନୁଭବତା
କ୍ରୀଡ଼ାରେ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଲିମ୍ପିକ୍ ଇତିହାସରେ କେତେଜଣ ମହାନ୍ କ୍ରୀଡ଼ାବିତ୍ ଅଭୂତପୂର୍ବ ଖେଳୁଆଡ଼ ମନୋଭାବ, ପରସ୍ପର ବନ୍ଧୁତା ଏବଂ ନିରପେକ୍ଷତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରି ବିଶ୍ୱ କୀଡ଼ାରେ...
ଚାମ୍ପିୟନ୍ସ ଲିଗ୍: ଫାଇନାଲ ଆୟୋଜନ ପାଇଁ ପର୍ତ୍ତୁଗାଲ, ଜର୍ମାନୀ ଆଗ୍ରହୀ
ମ୍ୟୁନିକ୍, ୫ା୬ (ଏପି)-ଚାମ୍ପିୟନ୍ସ ଲିଗ୍ ଫାଇନାଲ ଆୟୋଜନ ଦୌଡ଼ରେ ରହିଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ଓ ପର୍ତ୍ତୁଗାଲ। ପ୍ରକୃତରେ ଏହା ଇସ୍ତାନବୁଲ୍ରେ କରାଯିବା ଲାଗି ସ୍ଥିର ହୋଇଥିଲା। ମାତ୍ର କୋଭିଡ୍-୧୯ ମହାମାରୀଜନିତ କାରଣରୁ ଏହାକୁ ଅନ୍ୟ ଏକ ସ୍ଥାନରେ କରିବା...
ଭାରତରେ ହେବ ଏଏଫସି ମହିଳା ଏସିଆନ କପ୍
କୁଆଲାଲମ୍ପୁର, ୫।୬-୨୦୨୨ ଏଏଫସି ମହିଳା ଏସିଆନ କପ୍ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତକୁ ଅଧିକାର ମିଳିଛି। ଏହା ୨୦୨୨ ଡିସେମ୍ବରରେ ଆରମ୍ଭ ହୋଇ ୨୦୨୩ ଜାନୁୟାରୀରେ ଶେଷ ହେବା ସମ୍ଭାବନା ରହିଛି। ଏହି...
ଗଲ୍ଫରୁ ଅର୍ଜୁନ ପାଇଁ ରଶିଦ୍, ଆଦିତି, ଦୀକ୍ଷା
ନୂଆଦିଲ୍ଲୀ, ୫ା୬ (ପି.ଟି.)-ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ଗଲ୍ଫ ଖେଳର ଜାତୀୟ ଫେଡେରେଶନ ରଶିଦ୍ ଖାନ୍, ଆଦିତି ଅଶୋକ ଏବଂ ଦୀକ୍ଷା ଡାଗରଙ୍କ ନାମ ସୁପାରିସ କରିଛି। ବିଶ୍ୱ ର଼୍ୟାଙ୍କିଙ୍ଗରେ ରଶିଦ୍ ହେଉଛନ୍ତି ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ପୁରୁଷ ଖେଳାଳି।...
ଅକ୍ଟୋବର ସୁଦ୍ଧା ଫେରିବ କ୍ରୀଡ଼ା ପ୍ରତିଯୋଗିତା
ନୂଆଦିଲ୍ଲୀ, ୫ା୬-ଭାରତରେ ଅକ୍ଟେବାର ସୁଦ୍ଧା କ୍ରୀଡ଼ା ପ୍ରତିଯୋଗିତା ଫେରିବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରେନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ସ୍ପୋର୍ଟିଂ ଇଭେଣ୍ଟ୍ସ ଉପରେ ଆୟୋଜିତ ଏକ ଓ୍ବେବିନାରରେ ତାଙ୍କ ଅଭିଭାଷଣରେ ସେ ଏକଥା କହିଛନ୍ତି। ବାତ୍ରା...
ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ
ଭୁବନେଶ୍ୱର, ୫।୬(କ୍ରୀଡ଼ା ପ୍ରତିନିଧି)- ଆଥଲେଟ୍ ଦୂତୀ ଚାନ୍ଦଙ୍କ ସହିତ ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଅର୍ଜୁନ ପୁରସ୍କାର ୧ପାଇଁ ସୁପାରିସ କରାଯାଇଛି। ରାଜ୍ୟ କ୍ରୀଡ଼ା ବିଭାଗ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଇଥିବା...
Archives


