ଖେଳ

‘ବ୍ଲାକ୍‌ ଲିଭ୍ସ ମ୍ୟାଟର’ ଲୋଗୋ ବ୍ୟବହାର କରିବେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ମାଞ୍ଚେଷ୍ଟର, ୩୦ା୬ (ପି.ଟି.): ଆଗକୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳିଙ୍କ ଶାର୍ଟ କଲର୍‌ରେ ଏକ ଭିନ୍ନ ଧରଣର ଲୋଗୋ ଦେଖିବାକୁ ମିଳିବ। ସେଥିରେ ଲେଖାଥିବ ‘ବ୍ଲାକ୍‌ ଲିଭ୍ସ ମ୍ୟାଟର’।...

ଟ୍ରେନିଂ ଆରମ୍ଭ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଅନୁମତି

ଜୋହାନ୍ସବର୍ଗ, ୩୦ା୬ (ପି.ଟି.):ଟ୍ରେନିଂ ଆରମ୍ଭ କରିବା ଲାଗି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। କରୋନା ଭାଇରସ ଯୋଗୁ ଗତ ମାର୍ଚ୍ଚ ମାସରୁ ଦକ୍ଷିଣ ଆଫ୍ରିକାରେ କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଛି। ଗୁରୁବାର ସିଏସ୍‌ଏର...

ଅନ୍‌ଲାଇନ୍‌ ଚେସ୍‌: ନିପୁନ ଚାମ୍ପିୟନ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ୯ମ ଅନ୍‌ଲାଇନ୍‌ ଚେସ୍‌ରେ ନିପୁନ ଆଦିତ୍ୟ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ୨୦୧୯ରେ ରାଜ୍ୟ ବଧିର ଚେସ୍‌ ଚାମ୍ପିୟନ ହୋଇଥିବା ଭୁବନେଶ୍ୱର ନିପୁନ ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା...

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ...

ଓଡ଼ିଶା ଏଫ୍‌ସି ଦଳରେ ଗୋଲକିପର ରବି କୁମାର

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଗୋଲକିପର ରବି କୁମାର। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଉତ୍ତର ପ୍ରଦେଶ ଜନ୍ମିତ ରବି କୁମାର ୨ ବର୍ଷୀୟା ଚୁକ୍ତି କରିଛନ୍ତି। ଇଣ୍ଡିଆନ...

ଆଇସିସି ଚେୟାରମ୍ୟାନ ଦୌଡ଼ରେ କାମେରନ

କିଙ୍ଗଷ୍ଟନ, ୨୯ା୬ (ପି.ଟି.)- ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚେୟାରମ୍ୟାନ ପଦବୀ ଦୌଡ଼ରେ ସାମିଲ ହୋଇଛନ୍ତି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ପୂର୍ବତନ ମୁଖ୍ୟ ଡେଭ୍‌ କାମେରନ। ୟୁନାଇଟେଡ୍‌ ଷ୍ଟେଟ୍ସ ହଲ୍‌ ଅଫ୍‌ ଫେମ୍‌ ତାଙ୍କ...

୨୦୦୭ ଟି୨୦ ବିଶ୍ୱକପ୍‌ ନ ଖେଳିବା ପାଇଁ ସଚିନ, ଗାଙ୍ଗୁଲିଙ୍କୁ ମନା କରିଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୯।୬- ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ଲାଗି ଜାତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଧୋନୀଙ୍କ ନେତୃତ୍ୱରେ...

ଇଂଲଣ୍ଡ ପକ୍ଷରୁ ପଦାର୍ପଣ ଲକ୍ଷ୍ୟରେ ଏହି ଶିଖ୍‌ କ୍ରିକେଟର୍‌

ଲଣ୍ଡନ, ୨୯।୬- ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୮ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିଲାଗି ଘରୋଇ ଇଂଲଣ୍ଡ ପକ୍ଷରୁ ଟ୍ରେନିଂ କ୍ୟାମ୍ପ୍‌ ଲାଗି ୩୦ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି।...

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଲେ ନୀତୀନ

ନୂଆଦିଲ୍ଲୀ, ୨୯।୬- ଭାରତର ନୀତୀନ ମେନନ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ନୀତୀନଙ୍କୁ ଆସନ୍ତା ୨୦୨୦-୨୧ ସିଜନ ପାଇଁ ମନୋନୀତ କରିଛନ୍ତି। ଇଂଲଣ୍ଡର ନାଇଜଲ ଲଙ୍ଗ୍‌ଙ୍କ ସ୍ଥାନରେ ତାଙ୍କୁ...

କରୋନାରେ ଏହି ଭାରତୀୟ କ୍ରିକେଟରଙ୍କ ଜୀବନଗଲା, ସାହାଯ୍ୟ ପାଇଁ ସେହ୍ବାଗ କରିଥିଲେ ଅପିଲ୍

ନୂଆଦିଲ୍ଲୀ,୨୯।୬:ଭାରତୀୟ କ୍ରିକେଟର ସିଦ୍ଧାନ୍ତ ଡୋବାଲଙ୍କ ପିତା ସଞ୍ଜୟ ଡୋବାଲ ସୋମବାର କରୋନାରେ ମୃତ୍ୟୁବରଣ କରିଛନ୍ତି। ସଞ୍ଜୟ ନିଜେ ଦିଲ୍ଲୀର ଜଣେ ଜଣାଶୁଣା କ୍ଲବ କ୍ରିକେଟର ଥିଲେ। ସେ ଦିଲ୍ଲୀ ଅଣ୍ଡର -୨୩ ଦଳର ସପୋର୍ଟ ଷ୍ଟାଫର ମଧ୍ୟ ଅଂଶ ଥିଲେ।...

ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ବେଶୀ ପସନ୍ଦ କରନ୍ତି ପାକିସ୍ତାନ କ୍ରିକେଟର୍‌

ନିକଟରେ ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ସେଠାରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ପୂର୍ବରୁ ହୋଇତତ୍ବା ଏକ ସାକ୍ଷାତକାରରେ ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ...

ଆଜିର ଦିନରେ ସଚିନ୍‌ ହୋଇଥିଲେ ‘କ୍ରିକେଟ୍‌ର ଭଗବାନ’

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜି ଖାସ୍‌ ଦିନ। ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ଜୁନ୍‌ ୨୯ରେ ଏକଦିବସୀୟ କ୍ରିକେଟରେ ୧୫ ହଜାର ରନ୍‌ ପୂରଣ କରି ଇତିହାସ ରଚିଥିଲେ ସଚିନ୍‌। ବିଶ୍ୱର ପ୍ରଥମ କ୍ରିକେଟର ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri