ପୁଣି ପଡିଆକୁ ଓହ୍ଲାଇବେ ଧୋନୀ, ଏହି ତାରିଖରେ ଖେଳିବେ ପ୍ରଥମ ମ୍ୟାଚ୍
ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଶନିବାର ସାରେ ଏକ ସୁନ୍ଦର ଭିଡିଓ ଶେୟାର କରି ସେ ଅବସର ଘୋଷଣା କରିଥିଲେ।...
ଧୋନୀଙ୍କ ଘରକୁ ଆସିଲେ ନୂଆ ଅତିଥି, ସାକ୍ଷୀ କହିଲେ ମିସ୍ ୟୁ ମାହି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଛନ୍ତି। ସ୍ବାଧୀନତା ଦିବସରେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅବସର ଘୋଷଣା କରିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଫଳରେ ତାଙ୍କ ଭବିଷ୍ୟତକୁ ନେଇ...
ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍ ଭାବରେ ଜଣାଶୁଣା। ଧୋନୀଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହା ସେହି...
ଧୋନୀଙ୍କ କ୍ରିକେଟ ଜୀବନ:ରନ୍ ଆଉଟ୍ରୁ ଆରମ୍ଭ-ରନ୍ ଆଉଟ୍ରେ ଶେଷ
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୧୬ ବର୍ଷର କ୍ରିକେଟ କ୍ୟାରିଅର ବେଶ୍ ରୋମାଞ୍ଚକର ଥିଲା। କ୍ରିକେଟ ଖେଳରେ ପ୍ରଥମ ମ୍ୟାଚ୍ରେ ସେ ରନ୍ଆଉଟ୍ ହୋଇଥିଲେ। ସେହିପରି କ୍ୟାରିଅରର ଶେଷ ମ୍ୟାଚ୍ରେ ମଧ୍ୟ...
ଧୋନୀ ୭.୨୯ ମିନିଟ୍ରେ ସନ୍ୟାସ ନେବା ପଛରେ କ’ଣ ରହିଛି ଏହି କାରଣ? ଜାଣନ୍ତୁ..
ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଟିମ୍ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ଘୋଷଣା କରିଛନ୍ତି। ନିଜର ବଳିଷ୍ଠ ନିର୍ଣ୍ଣୟ ଏବଂ ଶାନ୍ତ ସ୍ବଭାବକୁ ନେଇ ପରିଚିତ ମାହି ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶାନ୍ତିପୂର୍ଣ୍ଣ...
୭ ନଂର ଯାଦୁଗର ଧୋନୀ: ଏହି ୭ ରେକର୍ଡ ତାଙ୍କୁ କରିଛି ସବୁଠାରୁ ଶ୍ରେଷ୍ଠ
ନୂଆଦିଲ୍ଲୀ,୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି। କୁହାଯାଏ ଧୋନୀଙ୍କ ଶୁଭ ନମ୍ବର ୭। ଏଣୁ ତାଙ୍କ ଜର୍ସିରେ ମଧ୍ୟ...
କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଏହି କାମ କରିବେ ଧୋନୀ: ପିଲାଦିନରୁ ହିଁ କରିନେଇଥିଲେ ଯୋଜନା
ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଅବସର ନେଇ ସୂଚନା ଦେଇଛନ୍ତି। ହେଲେ ଆଗାମୀ ଦିନରେ...
ଧୋନୀଙ୍କ ଅବସର ଘୋଷଣା ନେଇ ସାକ୍ଷୀ ଟୁଇଟ୍ କରିି କହିଲେ ଏପରି…
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିବା ପରେ ଏବେ ସ୍ତ୍ରୀ ସାକ୍ଷୀଙ୍କ ଦ୍ୱାରା କରାଯାଇଥିବା ଏକ ଟୁଇଟ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ...
ଧୋନୀଙ୍କ ପରେ ଅବସର ନେଲେ ସୁରେଶ ରାଇନା
ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିବାର କିଛି ସମୟ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ସାଥୀ ଖେଳାଳି ସୁରେଶ ରାଇନା। ଉତ୍ତର ପ୍ରଦେଶ...
ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଲେ ଧୋନୀ
ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଧୋନୀ ଅବସର ନେଇ ସୂଚନା ଦେଇଛନ୍ତି। ଏହି...
ସଚିନ୍ଙ୍କୁ ସାଥୀ ଖେଳାଳି କାହିଁକି ଡାକନ୍ତି ‘ପାଜି’
ନୂଆଦିଲ୍ଲୀ: ଏହା ସମସ୍ତେ ଜାଣନ୍ତି ଯେ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସାଥୀ ଖେଳାଳିମାନେ ‘ପାଜି’ ଭାବରେ ସମ୍ବୋଧନ କରିଥାନ୍ତି। ଏହା କେବଳ ଯେ ପୂର୍ବତନ ଖେଳାଳିମାନେ ତା ନୁହେଁ ବରଂ ବର୍ତ୍ତମାନର ପିଢ଼ି...
ଆଇପିଏଲ୍ ପୂର୍ବରୁ ନୂଆ ଲୁକ୍ରେ ଦେଖାଗଲେ କୋହଲି
ନୂଆଦିଲ୍ଲୀ, ୧୫।୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଲକ୍ ଡାଉନ୍ କାରଣରୁ ଗତ କିଛିଦିନ ହେବ ଘରେ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କୋହଳ କରାଯିବା ପରେ କିଛି କ୍ରିକେଟର୍ ନିକଟରେ...
Archives


