ଫ୍ରେଞ୍ଚ୍ ଓପନ୍: ତୃତୀୟ ରାଉଣ୍ଡରେ ନାଡ଼ାଲ, ଥିମ୍, ଓ୍ବାରିଙ୍କା
ପ୍ୟାରିସ୍, ୧।୧୦(ଏପି): ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ୍ ଖେଳାଳିମାନେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍ ସ୍ପେନର ରାଫାଲ ନାଡାଲ, ଅଷ୍ଟ୍ରିଆର ତୃତୀୟ ସିଡ୍ ଖେଳାଳି ଡୋମିନିକ୍ ଥିମ୍, ଆମେରିକାର ଏସ୍. କୋର୍ଡା, ୧୬ତମ ସିଡ୍...
ସାଇର ନୂଆ ଲୋଗୋ ଉନ୍ମୋଚନ କଲେ ରିଜିଜୁ
ନୂଆଦିଲ୍ଲୀ,୧।୧୦(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ସାଇ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ପ୍ରଥମଥର ପାଇଁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି। ନୂଆ ଲୋଗୋରେ ସାଇ...
ରାହୁଲ-ରୋହିତ ମୁକାବିଲା
ଆବୁଧାବି, ୧।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଆଜି ଭାରତୀୟ ଦଳର ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଦଳ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ। ରାହୁଲ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନେତୃତ୍ୱ ନେଉଥିବାବେଳେ...
ଡେନ୍ମାର୍କ ଓପନ୍: ସୁବିଧାଜନକ ଡ୍ର’ରେ ସାଇନା, ଶ୍ରୀକାନ୍ତ
ଓଡେନ୍ସ,୧।୧୦(ପି.ଟି.): ଟୋକିଓ ଅଲିମ୍ପିକ୍ସ ଖେଳିବାର ସମ୍ଭାବନା ସୃଷ୍ଟି କରିଥିବା ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ଆଗକୁ ଆୟୋଜନ ହେବାକୁ ଥିବା ଡେନ୍ମାର୍କ ଓପନ୍ରେ ସୁବିଧାଜନକ ଡ୍ର’ରେ ସ୍ଥାନିତ ହୋଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଦୀର୍ଘ ୭ମାସ...
ମହିଳା ସିଙ୍ଗଲ୍ସ: ସେରେନା ଓହରିଲେ, ପିରୋଙ୍କୋଭା, ବୌଚାର୍ଡ ତୃତୀୟ ରାଉଣ୍ଡରେ
ପ୍ୟାରିସ୍,୧।୧୦(ଏପି): ଫ୍ରେଞ୍ଚ୍ ଓପନ୍ ମହିଳା ସିଙ୍ଗଲ୍ସରେ ମଧ୍ୟ ତାରକା ଖେଳାଳିମାନେ ଅଗ୍ରଗତି କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆହତ ସମସ୍ୟା ଯୋଗୁ ସେରେନା ଓ୍ବଲିୟମ୍ସ ଦ୍ୱିତୀୟ ରାଉଣ୍ଡରୁ ଓହରିଯିବା କାରଣରୁ ବୁଲ୍ଗେରିଆର ଶ୍ୱେତାନା ପିରଙ୍କୋଭା ଓ୍ବାକ୍ଓଭର ପାଇ ତୃତୀୟ...
ଆୟାରଙ୍କୁ ୧୨ ଲକ୍ଷ ଜରିମାନା
ଆବୁଧାବି, ୧।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଚଳିତ ସିଜନରେ ଆୟାର ପ୍ରଥମଥରପାଇଁ ଆଚରଣ...
ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି। ଏହି ସଫଳତା ଯୋଗୁ ଖୁସିରେ ଅନୁଷ୍ମାଙ୍କ ପାଦ ଆଉ ତଳେ ଲାଗୁ ନାହିଁ।...
୬ ଆଇପିଏଲ ଦଳ ସହ କୋଟାକର ସହଭାଗିତା
ଭୁବନେଶ୍ୱର, ୧।୧୦(ସ୍ପୋଟର୍ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ଆଦି ୬ଟି ଦଳ ସହିତ କୋଟାକ ମହିନ୍ଦ୍ରା...
ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି ଏହି କ୍ରିକେଟର
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ମନୋରଞ୍ଜନ ଜଗତରେ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତେବେ ମାହି...
ରୟାଲ୍ସର ପ୍ରଥମ ପରାଜୟ
ଦୁବାଇ, ୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ରେକର୍ଡ ରନ ଚେଜ୍ କରିଥିବା ରାଜସ୍ଥାନ ରୟାଲ୍ସ ବୁଧବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କୋଲକାତା ନାଇଟ ରାଇଡର୍ସଠାରୁ ଆଶ୍ଚର୍ଯ୍ୟଜନକ ଭାବେ ୩୭ ରନରେ ହାରି ଯାଇଛି। ୧୭୫ ରନ ବିଜୟ...
ରାଜସ୍ଥାନ ସାମ୍ନାରେ ୧୭୫ ରନ୍ ବିଜୟ ଲକ୍ଷ୍ୟ ରଖିଲା କେକେଆର୍
ଦୁବାଇ, ୩୦।୯: ଆଇପିଏଲ୍-୧୩ତମ ସିଜନର ଏକ ମୁକାବିଲାରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୬...
ଆଇପିଏଲ୍: ଟସ୍ ଜିତି ପ୍ରଥମେ କେକେଆର୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରାଜସ୍ଥାନ
ଦୁବାଇ, ୩୦।୯: ଆଇପିଏଲ୍-୧୩ତମ ସିଜନର ଦ୍ୱାଦଶ ମୁକାବିଲାରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ...
Archives


