ସନ୍ରାଇଜର୍ସ ଆଶା ଉଜ୍ଜୀବିତ
ଦୁବାଇ, ୨୩।୧୦- ଜାସନ ହୋଲ୍ଡରଙ୍କ ପ୍ରଭାବୀ ବୋଲିଂ ପରେ ମନୀଷ ପାଣ୍ଡେ ଓ ବିଜୟ ଶଙ୍କରଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ସନ୍ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି।...
ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍: ପଏଣ୍ଟ ଭାଗ ପାଇଁ ଆଇସିସିର ଯୋଜନା
ଦୁବାଇ, ୨୩।୧୦(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ ଅନ୍ତର୍ଗତ ଅନେକ ଦ୍ୱିପାକ୍ଷିକ ସିରିଜ ସ୍ଥଗିତ ରହିଛି। ମାତ୍ର ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଜୁନ୍ରେ ଫାଇନାଲ ଆୟୋଜନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍(ଆଇସିସି) ଲକ୍ଷ୍ୟ ରଖିଛି। ଏପରି...
ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ : କ୍ୱାରାଣ୍ଟାଇନ୍ ସମୟରେ ଟ୍ରେନିଂ ପାଇଁ ନ୍ୟୁ ସାଉଥ୍ ଓ୍ବେଲ୍ସ ସରକାରଙ୍କ ଅନୁମତି
ସିଡ୍ନୀ, ୨୩।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯିବ। ସେଠାରେ ଦଳ ପ୍ରଥମେ ସିଡ୍ନୀ ଓ କାନ୍ବେରାରେ ୩ଟି ଲେଖାଏ ଏକଦିବସୀୟ ଓ ଟି୨୦ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆରେ ପହଞ୍ଚତ୍ବା ପରେ ବାଧ୍ୟତାମୂଳକ...
ଜୁନିୟର ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଚାମ୍ପିୟନଶିପ୍ ବାତିଲ
ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ନୂଆଦିଲ୍ଲୀରେ ଆସନ୍ତା ଜାନୁୟାରରେ ହେବାକୁଥିବା ଜୁନିୟର ଓ୍ବାଲର୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ ୨୦୨୦କୁ ଶେଷରେ ବାତିଲ କରିଦିଆଯାଇଛି। କୋଭିଡ୍-୧୯ ମହାମାରୀଜନନିତ କଟକଣା ଓ ଅନିଶ୍ଚିତତା ଯୋଗୁ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଥିବା ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍)...
ଟି୨୦ ଚ୍ୟାଲେଞ୍ଜ: ଭାରତୀୟ ମହିଳା ଖେଳାଳି ୟୁଏଇରେ
ଦୁବାଇ, ୨୩ା୧୦ (ପି.ଟି)- ମହିଳା ଟି୨୦ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି ଭାରତର ୩୦ ଶ୍ରେଷ୍ଠ ମହିଳା କ୍ରିକେଟ ଖେଳାଳି ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛନ୍ତି। ‘ମିନି ଓମେନ ଆଇପିଏଲ୍’ ଭାବେ ପରିଚିତ ଏହି ଟୁର୍ନାମେଣ୍ଟ ଶାରଚାରେ...
ପେଲେଙ୍କୁ ୮୦ବର୍ଷ
ସାଓପଲୋ, ୨୩ା୧୦ (ଏପି)-ବ୍ରାଜିଲର ମହାନ ଫୁଟ୍ବଲର ପେଲେ ଶୁକ୍ରବାର ୮୦ ବର୍ଷରେ ପଦାର୍ପଣ କରିବେ। ୩ଥର ବିଶ୍ୱବିଜେତା କିନ୍ତୁ ତାଙ୍କ ଜନ୍ମଦିନକୁ ଜାକଜମକରେ ନ ପାଳି ପରିବାରର କେତେଜଣ ହାତଗଣତି ସଦସ୍ୟଙ୍କ ସହ ସାଓପଲୋ ବାହାରେ ଅତିବାହିତ କରିବେ। ଏହାସତ୍ତ୍ୱେ...
ଅନ୍ୟ ଉପରେ ନିଜ ମତ ଲଦେ ନାହିଁ: ରାବାଡ଼ା
ଦୁବାଇ,୨୩।୧୦(ପି.ଟି.): ଖୋଲାଖୋଲି ମନ୍ତବ୍ୟ ଦେବା ନେଇ ପରିଚିତ ଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡ଼ା ଅନ୍ୟ ଉପରେ ନିଜ ମତ ଲଦି ଦିଅନ୍ତି ନାହିଁ ବୋଲି କହିଛନ୍ତି। ଏଥି ସହିତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପିତା ବିବେଚିତ ହେଉଥିବା...
ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ
କେପ୍ଟାଉନ୍,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା ଭାଇରସ୍ ଯାତ୍ରା କଟକଣା କୋହଳ କରିବା ପରେ ଇଂଲଣ୍ଡ ଗସ୍ତ କରିବା ସ୍ପଷ୍ଟ...
ପ୍ଲେ- ଅଫ୍ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ
ଶାରଜା,୨୩।୧୦ (ପି.ଟି.): ପ୍ଲେ- ଅଫ୍ ପାଇଁ ସଂଘର୍ଷ କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତା’ର ପରବର୍ତ୍ତୀ ମ୍ୟାଚ୍ରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୧ତମ ମ୍ୟାଚ୍ରେ ଶୁକ୍ରବାର ଚେନ୍ନାଇ ଓ...
ହାଇଦ୍ରାବାଦ୍ ସାମ୍ନାରେ ୧୫୫ ରନ୍ ଟାର୍ଗେଟ୍ ରଖିଲା ରାଜସ୍ଥାନ
ଦୁବାଇ, ୨୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୪୦ତମ ମୁକାବିଲାରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬...
ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲେ ଓ୍ବାର୍ନର
ଦୁବାଇ, ୨୨।୧୦: ଚଳିତ ଆଇପିଏଲ୍ର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ୍ ଅଧିନାୟକ ଡେଭିଡ୍ ଓ୍ବାର୍ନର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜସ୍ଥାନ...
କରୋନା ଆକ୍ରାନ୍ତ ହେଲେ ମହିଳା କ୍ରିକେଟ୍ ଟିମ୍ ଟ୍ରେନର
ନୂଆଦିଲ୍ଲୀ, ୨୨।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟ ପୂର୍ବରୁ ଗୋଟିଏ ଦଳର ଟ୍ରେନର କରୋନା ଆକ୍ରାନ୍ତ ହୋଇଛି। ତାଙ୍କ ନାମ ସାଲିନୀ। ଏହା ଜଣାପଡ଼ିବା ପରେ ଆୟୋଜକଙ୍କ ଚିନ୍ତା ବଢ଼ିଯାଇଛି। ମହିଳା ଟି୨୦ ଚ୍ୟାଲେଞ୍ଜ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ...
Archives


