ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’
୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍ ଖେଳି ୩୪ଟି ଗୋଲ ସ୍କୋର କରିଥିଲେ। ୫ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ...
ସୁପର୍ ଫ୍ରାଇଡେକୁ ଅପେକ୍ଷା: ଗୋଟିଏ ଦିନରେ ଖେଳାଯିବ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍
ସିଡନୀ,୨୬।୧୧: ମହାମାରୀ କରୋନା ଯୋଗୁ କ୍ରିକେଟ ଆୟୋଜନ ଦୀର୍ଘ ସମୟ ଧରି ବ୍ରେକ ଲଗାଯାଇଥିଲା। ଏହା ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ସହିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ ହୋଇଥିଲା। ତା’ପରେ ଆଇପିଏଲ, ସିପିଏଲ, ବିବିଏଲ ଏବଂ...
ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା
ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ପୂର୍ବ ଜିଲାର ଉପକୂଳବର୍ତ୍ତି ଅଞ୍ଚଳରେ ଏହି ପ୍ରତିମା...
କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା
କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି। ଗତ ଦୁଇ ମାସ ମଧ୍ୟରେ ହସିନଙ୍କୁ ଅନେକ ଥର ଧମକ ଦେଇଥିବା ସେ...
ମୋ ହିରୋ ଚାଲିଗଲେ
କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ଏବଂ ସେ ହୃଦଘାତରେ ପୀଡିତ ଥିଲେ। ମାରାଡୋନାଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭାବ ଦେଖାଯାଇଛି।...
ମା’ ଶ୍ରମିକ ଭାବେ କାର୍ଯ୍ୟ କରି ପୁଅକୁ ବଡ କଲେ, ପୁଅ ଦେଲେ ଏମିତି ଉପହାର
କୁହାଯାଏ, ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ଏହି ଉକ୍ତିର ଜୀବନ୍ତ ପ୍ରମାଣ ହେଉଛନ୍ତି ଭାରତୀୟ ଦଳର ବାମହାତୀ ଦ୍ରୁତ ବୋଲର ଟି ନାଟରାଜନ। ଯିଏ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ମା ଜଣେ ଶ୍ରମିକ...
ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୨୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ୍ ଫୁଟବଲ ଖେଳାଳି ଡିଏଗୋ ମାରୋଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ଖେଳ ପଡିଆରେ ଖେଳ ପ୍ରେମିଙ୍କ ପାଇଁ କିଛି ଅପାସୋରା ମୁହୂର୍ତ୍ତ ଓ ଅନୁଭବ ଛାଡି...
‘ଦିନେ ଆମେ ଆକାଶରେ ସାଙ୍ଗ ହୋଇ ଫୁଟବଲ୍ ଖେଳିବା’
ବୁଏନୋସ ଆଇରେସ,୨୬।୧୧: ଆର୍ଜେଣ୍ଟିନା ଫୁଟବଲ୍ ପଳର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହି କିମୱଦନ୍ତୀ ଖେଳାଳିଙ୍କ ବିୟୋଗରେ ସମଗ୍ର କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି। ବ୍ରାଜିଲର...
ଦ୍ୱିପାକ୍ଷିକ ସିରିଜ, ଆଇସିସି ଇଭେଣ୍ଟକୁ ଗୁରୁତ୍ୱ ଦିଆଯିବ, ‘ବିଗ୍ ଥ୍ରୀ’ ଧାରଣାର କୌଣସି ଅସ୍ତିତ୍ୱ ନାହିଁ:ବାର୍କଲେ
ଦୁବାଇ,୨୬।୧୧(ପି.ଟି.): ବିଶ୍ୱ କ୍ରିକେଟରେ ‘ବିଗ୍ ଥ୍ରୀ’ ଧାରଣର କୌଣସି ଅସ୍ତିତ୍ୱ ନାହିଁ ବୋଲି ନବ ନିର୍ବାଚିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ ସ୍ପଷ୍ଟ କରିଛନ୍ତି। ଆଗକୁ ଦ୍ୱିପାକ୍ଷିକ ସିରିଜ ଓ ଆଇସିସି ଇଭେଣ୍ଟଗୁଡିକୁ ଅଧିକ ଗୁରୁତ୍ୱ...
ବିଳମ୍ବିତ ହେବ ଅଷ୍ଟ୍ରେଲିଆନ୍ ଓପନ୍: କ୍ରୀଡ଼ାମନ୍ତ୍ରୀ
ମେଲବୋର୍ନ,୨୬।୧୧(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍ ଏଥର ସାମାନ୍ୟ ବିଳମ୍ବିତ ହେବ ବୋଲି ଭିକ୍ଟୋରିଆ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପାକୁଲା କହିଛନ୍ତି। ମେଲବୋର୍ନରେ ଜାନୁୟାରୀ ୧୮ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ୍ ଓପନର ୨୦୨୧ ସଂସ୍କରଣ ଗୋଟିଏ କିମ୍ବା...
ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର
ସିଡ୍ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ ମୌଜମସ୍ତି ତଥା ପରିହାସ ଦେଖିବାକୁ ମିଳିବ ବୋଲି ଅଷ୍ଟ୍ରେଲିଆ ଜଷ୍ଟିନ୍ ଲାଙ୍ଗର କହିଛନ୍ତି।...
ଆଇଏସ୍ଏଲ୍-୨୦୨୦: ଗୋଆକୁ ହରାଇଲା ମୁମ୍ବାଇ
ମାର୍ଗାଓ, ୨୬।୧୧: ଆଡାମ ଲି ଫନ୍ଡ୍ରେଙ୍କ ଇଞ୍ଜୁରି ଟାଇମ୍ ପେନାଲ୍ଟି ଗୋଲ ବଳରେ ମୁମ୍ବାଇ ସିଟି ଏଫ୍ସି ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚରେ ଗତ ସଂସ୍କରଣର ଲିଗ୍ ପର୍ଯ୍ୟାୟ ବିଜେତା ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ...
Archives


