ଏହି ୩ଟି ମ୍ୟାଚ୍କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି। ତେବେ ଏହା ମଧ୍ୟରୁ କେଉଁଟା ସର୍ବୋତ୍ତମ ଇନିଂସ ପ୍ରଶ୍ନରେ ସଚିନ କହିଛନ୍ତି ଯେ...
୫ ଦିନ ପର୍ଯ୍ୟନ୍ତ ଏହି ଗୀତ ଶୁଣିଥିଲେ ତେନ୍ଦୁଲକର: ମାରିଥିଲେ ଦ୍ୱିଶତକ
୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍ସିଜି)ରେ ଖେଳାଯାଇଥିଲା। ଏହି ନଟ୍ଆଉଟ୍ ମ୍ୟାଚ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍ କରି ଇନିଂସ ଖେଳିଥିଲେ। ତେନ୍ଦୁଲକରଙ୍କ ଏହି ଇନିଂସ ଯୋଗୁ ଭାରତ ଅଷ୍ଟ୍ରେଲିଆ ଏହି...
ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ଅନୁଷ୍କା ବିରାଟଙ୍କୁ ବାପା ହେବାର ଖୁସି...
ବକ୍ସିଂ ଡେ’ ଟେଷ୍ଟ: ଦୈନିକ ୩୦,୦୦୦ଦର୍ଶକଙ୍କୁ ଅନୁମତି
ମେଲବୋର୍ନ, ୧୧ା୧୨ (ପି.ଟି.)-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଆଇକନିକ ବକ୍ସିଂ ଡେ’ ଟେଷ୍ଟକୁ ଷ୍ଟାଡିୟମରେ ଦୈନିକ ୩୦,୦୦୦ ଦର୍ଶକ ଉପଭୋଗ କରିପାରିବେ। କୋଭିଡ୍ ଯୋଗୁ ଭିକ୍ଟୋରିଆ ପ୍ରଦେଶ ସରକାର ଦର୍ଶକଙ୍କ ସଂଖ୍ୟା ଉପରେ ଯେଉଁ କଟକଣା ଜାରି କରିଥିଲେ,...
ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଓ୍ବିଲିୟମସନ
ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଥିବାରୁ ସେ ତାଙ୍କ ସହିତ ସମୟ ଦେବାକୁ ଚାହଁୁଛନ୍ତି। ଓ୍ବିଲିୟମସନ ପ୍ରଥମ...
ସତ୍ୟସାଗର ଚେନ୍ନାଇ ସିଟି ଏଫ୍ସିର ନୂଆ କୋଚ୍
ଚେନ୍ନାଇ, ୧୧ା୧୨ (ପି.ଟି.)-ଆଗାମୀ ଆଇ-ଲିଗ୍ ସିଜନ ପାଇଁ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସିଟି ଏଫ୍ସି ଗୁରୁବାର ସତ୍ୟସାଗରଙ୍କୁ ଏହାର ମୁଖ୍ୟ କୋଚ ୍ ଭାବେ ନିଯୁକ୍ତି ଦେଇଛି। ସତ୍ୟସାଗର ପୂର୍ବରୁ କ୍ଲବର ସହକାରୀ କୋଚ୍ ଭାବେ କାର୍ଯ୍ୟ କରିସାରିଛନ୍ତି। ସିଙ୍ଗାପୁରର...
ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ ପାର୍ଥିବ
ମୁମ୍ବାଇ, ୧୧ା୧୨ (ପି.ଟି.)-ଭାରତ ଓ ଗୁଜରାଟର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସରେ ଜଣେ ଟ୍ୟାଲେଣ୍ଟ ସ୍କାଉଟ ଭାବେ ଯୋଗଦାନ କରିଛନ୍ତି। ଭାରତ ତରଫରୁ ୨୫ ଟେଷ୍ଟ, ୩୮ଅନ୍ତର୍ଜାତୀୟ...
ଚେସ୍ ଏକାଡେମୀ ପ୍ରତିଷ୍ଠା କରିବେ ଆନନ୍ଦ
ଚେନ୍ନାଇ, ୧୧ା୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ ଏକ ଏକାଡେମୀ ପ୍ରତିଷ୍ଠା କରିବେ। ଏଥିଲାଗି ସେ ଓ୍ବେଷ୍ଟବ୍ରିଜ୍ କ୍ୟାପିଟାଲ୍ସ ସହ ହାତ ମିଳାଇଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ଯୁବ ଖେଳାଳିମାନଙ୍କୁ ଟ୍ରେନିଂ ଦେବେ। ଏକାଡେମୀର ନାମ...
ପୂର୍ବ ୨ ବିବାହ ବାର୍ଷିକୀରେ ଅନୁଷ୍କାଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଥିଲେ କୋହଲି: ଏଥର…
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଅର୍ଥାତ୍ ଡିସେମ୍ବର ୧୧ ହେଉଛି ୩ୟ ବିବାହ ବାର୍ଷିକୀ। ଚଳିତ ବର୍ଷ ତାଙ୍କର ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କୁ ସବୁଠାରୁ...
କମ୍ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩ ବର୍ଷ ପୂର୍ବେ ଇଟାଲିରେ ବିବାହ କରିଥିଲେ। ବିରୁଷ୍କା ନାମରେ ଜଣାଶୁଣା ଏହି ଯୋଡି...
ଇଣ୍ଡିଆନ ସୁପରଲିଗ୍ : ଜାମଶେଦପୁର-ଇଷ୍ଟବେଙ୍ଗଲ ମ୍ୟାଚ୍ ଡ୍ର
ଭାସ୍କୋ, ୧୦।୧୨- ଚଳିତ ଆଇଏସ୍ଏଲ୍ (ଇଣ୍ଡିଆନ ସୁପରଲିଗ୍)ରେ ଗୁରୁବାର ଖେଳାଯାଇଥିବା ଜାମଶେଦପୁର ଏଫ୍ସି ଓ ଇଷ୍ଟବେଙ୍ଗଲ ମ୍ୟାଚ ଡ୍ର ରହିଛି। ଦୁଇ ଦଳର କୌଣସି ଖେଳାଳି ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ଫଳରେ ଉଭୟ ଦଳକୁ ପଏଣ୍ଟ...
ଦିନିକିଆ ର଼୍ୟାଙ୍କିଙ୍ଗ୍ ଶୀର୍ଷରେ କୋହଲି, ରୋହିତ
ଦୁବାଇ,୧୦।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ପୁରୁଷ ଦିନିକିଆ ର଼୍ୟାଙ୍କିଙ୍ଗ୍ ଶୀର୍ଷରେ ନିଜ ସ୍ଥାନ ଦୃଢ଼ିଭୂତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ କୋହଲି ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ତାଙ୍କ ର଼୍ୟାଙ୍କିଙ୍ଗ୍...
Archives


