ଖେଳ

କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିବା ପରେ ଅଧିନାୟକ କୋହଲି ରଖିଲେ ଏଭଳି ପ୍ରତିକ୍ରିୟା, କହିଲେ..

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ଉଇକେଟରେ ପରାଜିତ ହୋଇଛି। ବିରାଟ କୋହଲୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୪୪ ରନ୍‌...

ଆଡିଲେଡ୍‌ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍‌ ମଧ୍ୟରେ ଖେଳାଳିମାନେ ଆଉଟ୍‌ ହୋଇ ଫେରିଥିଲେ। ମାତ୍ର ୩୬ ରନ୍‌ରେ ଭାରତ ଦ୍ୱିତୀୟ...

ସକାଳ ୫ଟା ଯାଏ ଫ୍ୟାନ୍‌କୁ ଦେଖିଥିଲି, କ୍ୟାରିୟର ଶେଷ ହୋଇଯିବା ପରି ଲାଗିଥିଲା: ବିରାଟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦୃଢ଼ ମାନସିକତା ପାଇଁ ଜଣାଶୁଣା। କ୍ରିକେଟ୍‌ ପଡ଼ିଆରେ ବିରାଟଙ୍କୁ ଦେଖିଲେ ଯେକେହି ତାହା ଠଉରାଇପାରିବ। ହେଲେ ସମସ୍ତଙ୍କ ଭଳି ପିରାଟଙ୍କ ଜୀବନରେ ମଧ୍ୟ ଖରାପ ସମୟ ଆସିଛି। ୨୦୧୪ରେ ଇଂଲଣ୍ଡ...

ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ହେବା ପରଠାରୁ ତାଙ୍କର ପୂର୍ବତନ ସ୍ତ୍ରୀ ହସିନ ଜହାଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇଯାଇଛନ୍ତି। ନିଜର ଫଟୋ ଏବଂ ଭିଡିଓ ସେ ସବୁ ସମୟରେ...

ଆଡିଲେଡ୍‌ ଟେଷ୍ଟରେ ଭାରତର ଲଜ୍ଜାଜନକ ରେକର୍ଡ: ୩୬/୯ ଦ୍ୱିତୀୟ ଇନିଂସ ଘୋଷଣା

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଭାରତ ଖରାପ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ମାତ୍ର ୩୬ ରନ୍‌ରେ ୯...

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟର ପ୍ରଥମ ପରାଜୟ

ଭାସ୍କୋ, ୧୯।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି ରୋମାଞ୍ଚକ ମ୍ୟାଚରେ ୧-୦ ଗୋଲରେ ନର୍ଥଇଷ୍ଟକୁ ପରାସ୍ତ କରିଛି। ଆଇଏସ୍‌ଏଲ୍‌ରେ ଏହାଥିଲା ୫୦୦ତମ...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ଶୁକ୍ରବାର ରାଉରକେଲା, କଟକ-ଏ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର, ଭୁବନେଶ୍ୱର-ବି,...

ବକ୍ସିଂ ବିଶ୍ୱକପ: ଫାଇନାଲରେ ସିମରନଜିତ

ନୂଆଦିଲ୍ଲୀ, ୧୯।୧୨(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ମେଡାଲିଷ୍ଟ ସିମରନଜିତ କୌର (୬୦ କେଜି) ଜର୍ମାନୀର କଲୋନରେ ଚାଲିଥିବା ବକ୍ସିଂ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଶୁକ୍ରବାର ୟୁକ୍ରେନର ମାରିଆନା ବାସନେଟ୍ସଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ଶନିବାର ଫାଇନାଲ ଅନୁଷ୍ଠିତ...

ସିନ୍ଧୁଙ୍କ ଅନୁରୋଧ ରକ୍ଷା କଲା ସାଇ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ତଥା ବିଶ୍ୱ ଚାମ୍ପିୟନ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କ ଅନୁରୋଧକୁ ଶେଷରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ରକ୍ଷା କରିଛି। ଆସନ୍ତାବର୍ଷ ଜାନୁୟାରୀରେ ଆୟୋଜନ ହେବାକୁ ଥିବା ୩ଟି ଟୁର୍ନାମେଣ୍ଟ ଖେଳିବା...

୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ: ଆଇଓସି ମାନବିକ ଅଧିକାର ଉଲ୍ଲଂଘନ କରିବା ନେଇ ଅଭିଯୋଗ

ଓ୍ବାଶିଂଟନ,୧୯।୧୨(ଏପି): ବେଜିଂରେ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ତେବେ ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପାଇଁ ବ୍ୟାପକ ଭାବେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓଏ) ବିରୋଧରେ ଅଭିଯୋଗ ଆସିଛି। ଚାଇନାରେ...

ସିଡ୍‌ନୀ କରୋନା ପ୍ରକୋପ: ସ୍ଥିତି ଉପରେ କଡ଼ା ନଜର ରଖିଛୁ: ସିଏ

ମେଲବୋର୍ନ,୧୯।୧୨(ପି.ଟି.): ସିଡ୍‌ନୀରେ କରୋନା ପ୍ରକୋପ ଜାରି ରହିଛି। ଏହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ...

ଫିଫା ପୁରସ୍କାର: ଲଓ୍ବୋଣ୍ଡୋସ୍କି ଶ୍ରେଷ୍ଠ ପୁରୁଷ ଖେଳାଳି

ଜେନିଭା,୧୯।୧୨(ଏପି): ତାରକା ଫୁଟବଲର ତଥା ପୋଲାଣ୍ଡ ଅଧିନାୟକ ରବର୍ଟ ଲଓ୍ବୋଣ୍ଡୋସ୍କି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ମତଦାନ ମାଧ୍ୟମରେ ଲିଓନେଲ ମେସି ଓ ରୋନାଲ୍ଡୋଙ୍କ ଭଳି ସୁପରଷ୍ଟାରଙ୍କୁ ପଛରେ ପକାଇ ଲଓ୍ବୋଣ୍ଡୋସ୍କି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri