ଖେଳ

କୋହଲିଙ୍କ ସମର୍ଥନରେ ବାହାରିଲେ ବିଗ୍‌ ବି: କହିଲେ ‘ଆମ ସମସ୍ତଙ୍କ ଜୀବନରେ ଖରାପ ଦିନ ଆସେ’

ନୂଆଦିଲ୍ଲୀ,୨୦।୧୨: ଆଡିଲେଡ୍‌ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ଭାରତୀୟ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୌଣସି ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଇନିଂସରେ ଦୁଇଅଙ୍କ ଛୁଇଁ ନ ପାରିବାକୁ ନେଇ ସୋସିଆଲ ମିଡିଆରେ ତାତ୍ସଲ୍ୟ କରାଯାଉଛି। ହେଲେ...

ଟେଷ୍ଟ କ୍ୟାରିୟରରେ ଅଧିନାୟକ ଭାବେ ବିରାଟଙ୍କ ସହ ପ୍ରଥମ ଥର ଘଟିଲା ଏପରି: ଶେଷ ହେଲା..

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିତି ସ୍ବଦେଶ ଫେରିବାକୁ ଆଶା ରଖିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ତାହା ହୋଇପାରିଲା ନାହିଁ। ବିରାଟଙ୍କ ନେତୃତ୍ୱରେ ଦଳ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ମାତ୍ର ଅଢ଼େଇ ଦିନରେ...

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗାଭାସ୍କରଙ୍କ ସମର୍ଥନ

ଆଡିଲେଡ,୨୦।୧୨(ପି.ଟି.): ପରାଜୟ ସତ୍ତ୍ୱେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲୀୟ ବୋଲରମାନେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ। ତେଣୁ ବିପର୍ଯ୍ୟୟ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମାଲୋଚନା କରିବା ଠିକ୍‌ ହେବ ନାହିଁ ବୋଲି ସେ...

ଉତ୍ଥାନ ଓ ପତନ: କୋହଲିଙ୍କ ନେତୃତ୍ୱରେ ସର୍ବାଧିକ, ସର୍ବନିମ୍ନ ସ୍କୋର

ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲ୍‌ଆଉଟ ହୋଇ ସର୍ବନିମ୍ନ ସ୍କୋର କରିଛି। ସେହିପରି କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଚେନ୍ନାଇର...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦: ସୁପର ଲିଗ୍‌ରେ କଟକ- ବି, ସୁକେଶଙ୍କ ଶତକ

ଭୁବନେଶ୍ୱର,୨୦।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ଶନିବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର, ପାରାଦୀପ, ଢେଙ୍କାନାଳ, କଟକ-ବି,...

ବକ୍ସିଂ ବିଶ୍ୱକପ: ପଙ୍ଘାଲଙ୍କୁ ସ୍ବର୍ଣ୍ଣ, ସତୀଶଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୨୦।୧୨(ପି.ଟି.): ଜର୍ମାନୀର କଲୋନେଠାରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଶନିବାର ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଭାରତର ଅମିତ ପଙ୍ଘାଲ ୫୨ କେ.ଜି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି +୯୧ କେ.ଜି. ବର୍ଗରେ ସତୀଶ କୁମାର ରୌପ୍ୟ ପଦକ...

ମହମ୍ମଦ ଓ୍ବାସିମ ମୁଖ୍ୟ ଚୟନକର୍ତ୍ତା

ଇସ୍‌ଲାମାବାଦ, ୨୦ା୧୨-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶନିବାର ପୂର୍ବତନ ଟେଷ୍ଟ କ୍ରିକେଟର ମହମ୍ମଦ ଓ୍ବାସିମଙ୍କୁ ସିଲେକ୍ସନ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛି। ସେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ମିସ୍‌ବା ଉଲ୍‌ ହକ୍‌ ଜାତୀୟ ଦଳର...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ ବିଜୟୀ

ମାରଗାଓ,୨୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇନ୍‌ ଏଫ୍‌ସି ୨-୧ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇନ ୬ଟି ମ୍ୟାଚ ଖେଳି ୨ଟି ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୮...

ରିୟଲ କଶ୍ମୀର ଜିତିଲା ଆଇଏଫ୍‌ଏ ଶିଲ୍ଡ

କୋଲକାତା,୨୦ା୧୨ (ପି.ଟି.)-ରିୟଲ କଶ୍ମୀର ଏଫ୍‌ସି ପ୍ରଥମଥର ଏକ ପ୍ରମୁଖ ଫୁଟ୍‌ବଲ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛି। ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଜର୍ଜ ଟେଲିଗ୍ରାଫ୍‌କୁ ୨-୧ ଗୋଲରେ ପରାସ୍ତ କରି ଆଇଏଫ୍‌ଏ ଶିଲ୍ଡ ହାସଲ କରିଛି।...

ଶାମିଙ୍କ ଖେଳିବା ସମ୍ଭାବନା କମ୍‌

ଆଡିଲେଡ୍‌, ୧୯।୧୨- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ବଳକା ମ୍ୟାଚ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କ ଖେଳିବା ସମ୍ଭାବନା କମ୍‌। କାରଣ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଆହତ ହୋଇଛନ୍ତି ଏହି ପେସର। ତାଙ୍କ ରିଷ୍ଟରେ ଆଘାତ ଲାଗିଛି। ଏହି...

ଟିମ୍‌ ଇଣ୍ଡିଆ, ଡିସେମ୍ବର ୧୯ ମଧ୍ୟରେ ରହିଛି ଅଜବ ସଂଯୋଗ

ନୂଆଦିଲ୍ଲୀ, ୧୯।୧୨- ଡିସେମ୍ବର ୧୯ ତାରିଖ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଓ ଟିମ୍‌ ଇଣ୍ଡିଆ ଟେଷ୍ଟ କ୍ରିକେଟ ମଧ୍ୟରେ ରହିଛି ଅଜବ ସଂଯୋଗ। ଭାରତୀୟ କ୍ରିକେଟ ଦଳ ତା’ର ସର୍ବାଧିକ ଓ ଅବିଶ୍ୱସନୀୟ ଭାବେ...

ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍‌, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍‌ର ପୂର୍ବ ବୋଲର ଜାହିର ଖାନ୍‌ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି ବୋଲି ଜାହିର କହିଛନ୍ତି। ଆଡିଲେଡରେ ଜାରି ପ୍ରଥମ ଟେଷ୍ଟରେ ସେ ବିଫଳ ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri