ଖେଳ

ରାହାନେଙ୍କୁ ପ୍ରଶଂସା କଲେ ମୋ ବିରୋଧରେ ମୁମ୍ବାଇ ଖେଳାଳିଙ୍କୁ ସମର୍ଥନ କରୁଥିବା ଅଭିଯୋଗ ଆସିବ : ଗାଭାସ୍କର

ମେଲବୋର୍ନ, ୨୬।୧୨- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱକୁ ବହୁ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ଏହି ତାଲିକାରେ ଅଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର।...

ରାହାନେଙ୍କ ନେତୃତ୍ୱକୁ ପ୍ରଶଂସା କଲେ ସେହ୍ବାଗ

ମେଲବୋର୍ନ,୨୬।୧୨- ବକ୍ସିଂ ଡେ’ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ। ରାହାନେଙ୍କ ଜବରଦସ୍ତ ବୋଲିଂ ଚେଞ୍ଜ ଓ...

ପୁଅ ସହ ନଜର ଆସିଲେ ସାନିଆ ମିର୍ଜା

ମୁମ୍ବାଇ,୨୬।୧୨-ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲ୍ଲିକ ସହ ନଜର ଆସିଛନ୍ତି। ଦୀର୍ଘଦିନ ପରେ ସାନିଆଙ୍କୁ ଇଜହାନଙ୍କ ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏକ ସୁଇମିଂ...

ମେଲବୋର୍ନରେ ଟେଷ୍ଟ ଡେବ୍ୟୁ କରି ଭାବବିହ୍ବଳ ହେଲେ ଏହି କ୍ରିକେଟର: ବାପାଙ୍କ ମୃତ୍ୟୁ ପରେ ବି ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ

ମେଲବୋର୍ନ,୨୬।୧୨: ବିଶ୍ୱର ପ୍ରତ୍ୟେକ କ୍ରିକେଟ ଖେଳାଳି ଦିନେ ନା ଦିନେ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଏହା ପୂରଣ ହେବା ବେଶ୍‌ ଖୁସି ଦେଇଥାଏ। ହେଲେ ହାଇଦ୍ରାବାଦର ୨୬ ବର୍ଷୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ...

ଏହି ମାମଲାରେ ବିରାଟଙ୍କୁ ପଛରେ ପକାଇଲେ ବୁମ୍‌ରା: ଟପ୍‌-୫ରୁ ରୋହିତ ଶର୍ମା ଗାଏବ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିତ ବୁମ୍‌ରା ଅଧିନାୟକ ବିରାଟ କୋହଲୀଙ୍କୁ ପଛରେ ପକାଇଛନ୍ତି। ୨୦୨୦ରେ ବିସିସିଆଇ ପକ୍ଷରୁ ଅଧିକ ପାଉଣା ନେଇଥିବା ଖେଳାଳି ତାଲିକା ଶୀର୍ଷରେ ରହିଛନ୍ତି ସେ। ବର୍ଷ ଆରମ୍ଭରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିଲେ ବୁମ୍‌ରା।...

ଷ୍ଟିଭ୍‌ ସ୍ମିଥ୍‌ଙ୍କ ପାଇଁ ‘କଳା ଦିନ’: ପ୍ରଥମ ଥର ପାଇଁ ଖାତା ନ ଖୋଲି ଫେରିଲେ

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସେ ଖାତା ଖୋଲିପାରିନାହାନ୍ତି। ଏହା ପ୍ରଥମ ଥର ପାଇଁ ହୋଇଛି। ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌...

କ୍ରିକେଟ ଜଗତରେ ଶୋକ: ଆଖିବୁଜିଲେ ଏହି ମହାନ ଖେଳାଳି

ଇଲଂଣ୍ଡ ପାଇଁ ୪ଟି ଟେଷ୍ଟ ଏବଂ ୧୫ଟି ଦିନିକିଆ ଅନ୍ତରାଷ୍ଟ୍ରିୟ ମ୍ୟାଚ୍‌ ଖେଳିସାରିଥିବା ପୂର୍ବତନ କ୍ରିକେଟର ରବିନ ଜ୍ୟାକ୍‌ମ୍ୟାନ୍‌ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏହି ଶୁକ୍ରବାର...

ମେଲବୋର୍ନ ଟେଷ୍ଟରେ ଭାରତର ଦବ୍‌ଦବା: ୧୯୫ ରନ୍‌ରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌

ମେଲବୋର୍ନ,୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ୧୯୫ରନ୍‌ରେ ଅଲଆଉଟ୍‌ ହୋଇଛନ୍ତି। ପରେ ଭାରତୀୟ ଦଳ ନିଜର ପ୍ରଥମ ପାଳିରେ ୧୧ ଓଭର ଖେଳି...

ଆଡିଲେଡ୍‌ ଟେଷ୍ଟ ବେଳେ ଭାରତୀୟ କ୍ରିକେଟରଙ୍କୁ ଏଭଳି ଡାକିଥିଲେ କୁନି ପ୍ରଶଂସକ: ଜବାବରେ…

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ଛୋଟ ପିଲା ଏମିତି କିଛି କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଡିଲେଡ୍‌ ଟେଷ୍ଟ ସମୟରେ ଜଣେ ଛୋଟ ପ୍ରଶଂସକ ଟିମ୍‌ ଇଣ୍ଡିଆର ଦ୍ରୁତ...

ମୁସ୍ତାକ ଅଲୀ ଟ୍ରଫି: ସୌରାଷ୍ଟ୍ରର ନେତୃତ୍ୱ ନେବେ ଉନାଡକଟ୍‌

ରାଜକୋଟ, ୨୬ା୧୨ (ପି.ଟି.)- ଆସନ୍ତା ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜାତୀୟ ଟି୨୦ ଚାମ୍ପିୟନଶିପ୍‌ ସହ ୨୦୨୦-୨୧ ଘରୋଇ ସିଜନ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ୨୦ ଜଣିଆ ସୌରାଷ୍ଟ୍ର କ୍ରିକେଟ ଦଳ ଘୋଷଣା କରାଯାଇଛି। ପୁରୁଖା ସ୍ପିଡ୍‌ଷ୍ଟର...

ମହିଳା ଫିଫା ବିଶ୍ୱକପ: କନ୍‌କାକାଫ୍‌ର ୪ଦଳକୁ ସିଧାସଳଖ ଯୋଗ୍ୟତା

ଜୁରିଚ୍‌, ୨୬ା୧୨ (ଏପି)-ମହିଳା ଫିଫା ବିଶ୍ୱକପ ୨୦୨୩ର ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୩୨କୁ ବୃଦ୍ଧି କରାଯାଇଛି। ଫଳରେ ଦି କନଫେଡେରେଶନ ଅଫ୍‌ ନର୍ଥ ସେଣ୍ଟ୍ରାଲ ଆମେରିକା, କାରିବିୟନ ଆସୋସିଏଶନ ଫୁଟ୍‌ବଲ (କନ୍‌କାକାଫ୍‌)ର ୪ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ।...

ହଙ୍ଗେରୀରେ ଟ୍ରେନିଂ ନେବେ ଭିନେଶ

ନୂଆଦିଲ୍ଲୀ, ୨୬ା୧୨ (ପି.ଟି.)-ଚାମ୍ପିୟନ ରେସ୍‌ଲର ଭିନେଶ ଫୋଗତଙ୍କ ୪୦ ଦିନିଆ କ୍ୟାମ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭିନେଶଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍‌ ଓଲର ଆକସ୍‌, ସ୍ପେୟାରିଂ ପାର୍ଟନର ପ୍ରିୟଙ୍କା ଫୋଗତ ଏବଂ ଫିଜିଓଥେରାପିଷ୍ଟ ପୂର୍ଣ୍ଣିମା ରମଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri