ଦ୍ୱିତୀୟ ଟେଷ୍ଟ: ଜେମିସନଙ୍କୁ ୫ ଉଇକେଟ
ଖ୍ରୀଷ୍ଟଚର୍ଚ୍ଚ,୩।୧: ନ୍ୟୁଜିଲାଣ୍ଟ ଯୁବ ଦ୍ରୁତ ବୋଲର କାଏଲ ଜେମିସନ ମାତ୍ର ୬ଟି ଟେଷ୍ଟ ଖେଳି ତୃତୀୟଥର ପାଇଁ ଟେଷ୍ଟରେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି। ରବିବାରଠାରୁ ସ୍ଥାନୀୟ ହଗଲି ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ...
ଗାଙ୍ଗୁଲିଙ୍କ ସ୍ତ୍ରୀଙ୍କୁ ଫୋନ୍ କଲେ ସଚିନ ତେନ୍ଦୁଲକର
ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି।...
ଅଷ୍ଟ୍ରେଲୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିୟମ ନ ମାନି ପାରିଲେ ବ୍ରିସବେନ୍ ନ ଆସୁ ଭାରତୀୟ ଦଳ
ବ୍ରିସବେନ୍,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଇନ୍ସଲ୍ୟାଣ୍ଡରେ ଆଇସୋଲେଶନର କଡା ନିୟମ ଯୋଗୁ ଭାରତୀୟ ଦଳ ବ୍ରିସବେନ ଯିବାକୁ ଚାହୁଁନାହାଁନ୍ତି ଏବଂ ଏହା ବଦଳରେ ସିଡନୀରେ କ୍ରମାଗତ...
ସ୍ତ୍ରୀ ଜାଣିଲେ ମାରିବେ, କାହିଁକି ଏମିତି କହିଲେ ଏହି କ୍ରିକେଟର୍
ଅଷ୍ଟ୍ରେଲିଆ କ୍ରିକେଟର୍ ଡେଭିଡ୍ ଓ୍ବାର୍ନର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ସେ ଟିକ୍ଟକ୍ରେ ଭିଡିଓ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ସେ ବେଳେବେଳେ ଭାରତୀୟ ଅଭିନେତାଙ୍କ ନକଲ କରିଥାନ୍ତି। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି...
ସାଥି ଖେଳାଳିଙ୍କ ସହ ଗୋ-ମାଂସ ସେବନ କରିଛନ୍ତି ରୋହିତ ! ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ
ମେଲବୋର୍ନ,୩।୧: ହୋଟେଲରେ ନଖାଇ ରେଷ୍ଟୁରାଣ୍ଟରେ ଖାଇ ଅଡୁଆରେ ଫସିଛନ୍ତି ୫ ଭାରତୀୟ ଖେଳାଳି। ସେମାନେ ବାୟୋ ସିକ୍ୟୁରିଟି ନିୟମର ଉଲ୍ଲଂଘନ କରିଛନ୍ତି କି ନାହିଁ ତାର ତଦନ୍ତ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ଅଲଗା ଏକାନ୍ତବାସରେ ରଖାଯାଇଛି। ଘଟଣାକୁ ନେଇ ବିଶେଷଭାବେ...
ରାଞ୍ଚି ପରେ ଏବେ ବିଦେଶରେ ବଢ଼ିଲା ଚାହିଦା: ଦୁବାଇ ଯିବ ଧୋନୀଙ୍କ ଫାର୍ମହାଉସ ପନିପରିବା
ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍ରେ ପନିପରିବା ଚାଷ କରୁଛନ୍ତି। ଏବେ ତାଙ୍କ ଫାର୍ମରେ ଫଳିଥିବା ପନିପରିବା ଦୁବାଇକୁ ପଠାଯିବ। ଧୋନୀଙ୍କ ଫାର୍ମର ପନିପରିବାକୁ ବିଦେଶକୁ...
ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ
କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍ଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ହାର୍ଟର ଏକ ଛୋଟ ଅପରେଶନ୍ କରାଯାଇଥିଲା। ହାର୍ଟ ସର୍ଜରୀ ସଫଳ ରହିଥିବା...
ଆଇଏସ୍ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ
ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ ହୋଇ ପାରିନାହିଁ। ଦୁଇ ଦଳ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଓଡ଼ିଶା...
ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ
ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂ ଓ ଗୋଲକିପର ପି.ଆର୍. ଶ୍ରୀଜେସ ଅଛନ୍ତି। ଓଡ଼ିଶାରୁ...
ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍ ବୋଲର: ଅସିଫ୍
କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍ର ବର୍ତ୍ତମାନ ପେସ୍ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା ଦର୍ଶାଯାଇଛି, ସେମାନେ ପ୍ରକୃତରେ ତାହାଠାରୁ ୯ରୁ ୧୦ ବର୍ଷ ବଡ଼ ବୋଲି ଦେଶର...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଲାୟନ୍ସକୁ ହରାଇଲା ଚିତାସ
ଭୁବନେଶ୍ୱର,୩।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ରେ ଶନିବାର ଓଡ଼ିଶା ଚିତାସ ଟୁର୍ନାମେଣ୍ଟର ୧୩ତମ ମ୍ୟାଚରେ ୧୧ ରନରେ ଓଡ଼ିଶା ଲାୟନ୍ସକୁ ହରାଇଛି। ବ୍ୟାଟିଂ ପାଇଁ...
ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ
ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର ଶୁବମନ ଗିଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ନବଦୀବ ସଇନି, ପୃଥ୍ବୀ ଶ...
Archives


