ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ ଝଟ୍କା
ଚେନ୍ନାଇ,୪।୨: ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍କା ଲାଗିଛି। ଆଘାତ ଯୋଗୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଇଂଲଣ୍ଡ ଓପନର୍ ଜ୍ୟାକ କ୍ରାଉଲିଙ୍କୁ ବାଦ ଦିଆଯାଇଛି। ବୁଧବାର ୨୩ତମ ଜନ୍ମଦିନ ପାଳନ କରିଥିବା କ୍ରାଉଲି ସେହି...
ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ
ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ ରାହାଣେ ବିରାଟ କୋହଲିଙ୍କୁ ପଛରୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ରାହାଣେ ଏହା ମଧ୍ୟ...
ଧୋନୀଙ୍କ କପି କଲେ କୋହଲି
ଚେନ୍ନାଇ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ ୫ରୁ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାରଠାରୁ ଟିମ ଇଣ୍ଡିଆ ଚେନ୍ନାଇରେ ଅଭ୍ୟାସ ଆରମ୍ଭ...
ମାତ୍ର ୧୨ଟି ବଲ୍ ଖେଳି ଇତିହାସ ରଚିଲେ ଏହି ବିସ୍ଫୋରକ କ୍ରିକେଟର୍
ଆବୁଧାବି,୪।୧: ଆବୁଧାବି ଟି-୨୦ ଲିଗ୍ରେ କ୍ରିସ୍ ଗେଲ୍ ମରାଠା ଆରବିଆନ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ଆବୁଧାବିର ଓପନର୍ ଗେଲ୍ ମାତ୍ର ୨୨ଟି ବଲ୍ରୁ ୮୪ ରନ୍ର ଇନିଂଶ ଖେଳିଥିଲେ। ପ୍ରଥମେ ବ୍ୟାଟିଂ କରି ମରାଠା ଆରବିଆନ୍ସ ନିର୍ଦ୍ଧାରିତ ୧୦ ଓଭରରେ...
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍
ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କେଭିନ ପିଟରସେନ ଦକ୍ଷିଣ ଆଫ୍ରିକାକୁ କରୋନା ଭ୍ୟାକ୍ସିନ ପଠାଇବାରେ ଭାରତର ପଦକ୍ଷେପକୁ ‘ଉଦାରତା ଏବଂ ଦୟା’ ବୋଲି କହିଛନ୍ତି। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତରେ ନିର୍ମିତ କୋଭିଡ -୧୯ ଟିକା...
କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି
ନୂଆଦିଲ୍ଲୀ,୪।୨: କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନାଙ୍କ ଟୁଇଟକୁ ନେଇ ଏକ ବିତର୍କ ଚାଲିଛି। ବହୁ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଭାରତ ଏହି ପଦକ୍ଷେପକୁ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଛି।...
ଭାରତର ୩ ସ୍ପିନର ରଣନୀତି
ଚେନ୍ନାଇ, ୪।୨- ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ସ୍ଥାନୀୟ ଚେପକ୍ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚେପକ୍ ପିଚ୍ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ ପ୍ରଥମ ଟେଷ୍ଟରେ ଦଳ ୩ ସ୍ପିନରଙ୍କୁ ନେଇ ଖେଳିବା ଶତପ୍ରତିଶତ ସମ୍ଭାବନା ରହିଛି।...
ଗେରାଲ୍ଡ ପେଟୋନ ଓଡ଼ିଶା ଏଫ୍ସି ଆନ୍ତରୀଣ କୋଚ୍
ଭୁବନେଶ୍ୱର,୪।୨: ସହକାରୀ କୋଚ୍ ଗେରାଲ୍ଡ ପେଟୋନଙ୍କୁ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ଓଡ଼ିଶା ଏଫ୍ସି ଆନ୍ତରୀଣ ହେଡ୍ କୋଚ୍ ଭବେ ନିଯୁକ୍ତ କରିଛି। ଆଇଏସ୍ଏଲ୍ର ଚଳିତ ସପ୍ତମ ସଂସ୍କରଣରେ ସେ ବାକି ଥିବା ମ୍ୟାଚ୍ଗୁଡିକରେ ଦାୟିତ୍ୱ ନେବେ। ଓଡ଼ିଶା...
ଫୋଲର ୪ ମ୍ୟାଚ୍ରୁ ବାସନ୍ଦ
କୋଲକାତା,୪।୨(ପି.ଟି.): ଇଷ୍ଟ ବେଙ୍ଗଲ ଫୁଟ୍ବଲ କ୍ଲବର ହାଇପ୍ରୋଫାଇଲ କୋଚ୍ ରୋବି ଫୋଲର ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଭାରତୀୟ ରେଫରିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୪ଟି ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ...
ଦକ୍ଷିଣ ଆଫ୍ରିକା ଗସ୍ତରୁ ଅଷ୍ଟ୍ରେଲିଆ ଓହରିବା ଚିନ୍ତାଜନକ: ଭନ, ପିଟରସନ
ଲଣ୍ଡନ,୪।୧(ପି.ଟି.): କୋଭିଡ୍-୧୯ ସ୍ଥିତି ଓ ସ୍ବାସ୍ଥ୍ୟଗତ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ତା’ର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଏହି ନିଷ୍ପତ୍ତି ଚିନ୍ତା ସୃଷ୍ଟି କରିଛି ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ...
ଅଜୟ ସିଂ ବିଏଫ୍ଆଇ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ
ନୂଆଦିଲ୍ଲୀ,୪।୨(ପି.ଟି.): ଅଜୟ ସିଂ ବକ୍ସିଂ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ମତଦାନରେ ଅଜୟ ଅତି ସହଜରେ ଆଶିଷ ଶେଲାରଙ୍କୁ ପରାସ୍ତ କରି...
ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ: ରିଜିଜୁ
ନୂଆଦିଲ୍ଲୀ,୪।୨(ପି.ଟି.): ଆବଶ୍ୟକ ପଡିଲେ ୨୦୨୧-୨୨ ବର୍ଷ ପାଇଁ କ୍ରୀଡ଼ା କ୍ଷେତ୍ରରେ ମିଳିବାକୁ ଥିବା ବଜେଟ୍ ଆବଣ୍ଟନରେ ସଂଶୋଧନ କରାଯାଇ ପାରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ ଓ ଟୋକିଓ...
Archives


