ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟେବୁଲ: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ
ଚେନ୍ନାଇ, ୧୭।୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନରେ ହରାଇବା ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚେପକ୍ରେ ବିଜୟ ଦ୍ୱାରା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ...
ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ପରିବର୍ତ୍ତନ ମୋଇନ୍ ବାଦ୍, ବେୟାରଷ୍ଟୋ, ଉଡ୍ ସାମିଲ
ଚେନ୍ନାଇ, ୧୭।୨(ପି.ଟି.)- ଅହମ୍ମଦାବାଦଠାରେ ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଉଇକେଟ କିପର ଜନି ବେୟାରଷ୍ଟୋ ଓ ଦ୍ରୁତ ବୋଲର ମାର୍କ ଉଡ୍ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟଭାର ହ୍ରାସ...
ଧୈର୍ଯ୍ୟ, ସଂକଳ୍ପ, ସାହସିକତା ଦେଖାଇଛୁ: କୋହଲି
ଚେନ୍ନାଇ,୧୭।୨(ପି.ଟି.): ଦ୍ୱିତୀୟ ଟେଷ୍ଟରେ ବୃହତ୍ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଖୁସିକୁ ଛପାଇ ରଖିପାରି ନାହାନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ତେବେ ଚେପକ୍ର ଏହି ପିଚ୍ ସ୍ପିନ୍ ବୋଲରଙ୍କୁ...
ଇଂଲଣ୍ଡ ‘ବି’ ଟିମ୍କୁ ହରାଇଥିବାରୁ ଭାରତକୁ ଅଭିନନ୍ଦନ: ପିଟରସନ
ଚେନ୍ନାଇ,୧୭।୨(ପି.ଟି): ବିଜୟୀ ଭାରତୀୟ ଦଳକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ‘ବି’ ଟିମ୍କୁ ହରାଇଛି ବୋଲି ସେ ହିନ୍ଦୀରେ ଟୁଇଟ୍ କରିଛନ୍ତି। ଟୁଇଟରରେ ‘ବଧାଇ ହୋ ଇଣ୍ଡିଆ, ଇଂଲଣ୍ଡ...
ଟୋକିଓ ଅଲିମ୍ପିକ୍ସ: ମାରିଙ୍କ ବଦଳରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇପାରେ
ଟୋକିଓ,୧୭।୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଅଧ୍ୟକ୍ଷ ଭାବେ ୟୋଶିରୋ ମୋରିଙ୍କ ସ୍ଥାନରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୮୩ ବର୍ଷୀୟ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ମୋରିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ମହିଳାଙ୍କ ବିରୋଧରେ...
ପୁରୁଷ ସିଙ୍ଗଲ୍ସ: ଜୋକୋଭିଚ୍- କାରାସେଭ ସେମିଫାଇନାଲ
ମେଲବୋର୍ନ,୧୭।୨(ଏପି): ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଏଥିରେ ଟପ୍ ସିଡ୍ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍ ଓ ରୁଷିଆର କ୍ୱାଲିଫାୟର ତଥା ବିଶ୍ୱର ୧୧୪ ନମ୍ବର ଖେଳାଳି ଅସଲାନ କାରାସେଭ ପରସ୍ପରକୁ...
ଅଷ୍ଟ୍ରେଲିଆନ ଓପନ୍ ସେରେନା- ଓସାକା ସେମିଫାଇନାଲ
ମେଲବୋର୍ନ,୧୭।୨: ଅଷ୍ଟ୍ରେଲିଆନ ଓପନ ଟେନିସ୍ ଟୁର୍ନାମେଣ୍ଟରେ ଅଭିଜ୍ଞ ଆମେରିକୀୟ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପୁଣି ଥରେ ନିଜର ଯାଦୁ ଦେଖାଇଛନ୍ତି। ଟୁର୍ନାମେଣ୍ଟରେ ୧୦ତମ ସିଡ୍ ମାନ୍ୟତା ପାଇଥିବା ୩୯ ବର୍ଷୀୟ ସେରେନା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...
ମାନସିକ ଅସୁସ୍ଥତା କାରଣରୁ କ୍ରିକେଟରୁ ଦୂରେଇଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି
ମୁମ୍ବାଇ,୧୬।୨: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତଥା ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କୁଇଣ୍ଟନ ଡି’ କକ୍ କ୍ରିକେଟରୁ କିଛି ସପ୍ତାହ ପାଇଁ ଦୂରେଇ ଯାଇଛନ୍ତି। ମାନସିକ ଅସୁସ୍ଥତା କାରଣରୁ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ...
ଲଜ୍ଜାଜନକ ପରାଜୟକୁ ନେଇ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି
ଚେନ୍ନାଇ,୧୬।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୩୧୭ରନ୍ ବ୍ୟବଧାନରେ ହାରିଛି ଇଂଲଣ୍ଡ ଟିମ୍। ଫଳରେ ସିରିଜ୍ ୧-୧ ସମାନ ସ୍ଥିତିରେ ପହଞ୍ଚିଛି। ଏହି ଜିତ୍ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ବେଶ୍ ଉତ୍ସାହିତ ଥିବା ବେଳେ ଇଂଲଣ୍ଡ...
ର଼୍ୟାକେଟ ଉପରେ ଶୁଝାଇଲେ ସବୁ ରାଗ ବିଶ୍ୱର ନମ୍ବର ଓ୍ବାନ ଟେନିସ୍ ଖେଳାଳି
ମେଲବୋର୍ନ,୧୬।୨: ଚଳିତ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଲେକ୍ସଜାଣ୍ଡର ଜାଭରେଭଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ବିଶ୍ୱର ନମ୍ବର ଓ୍ବାନ ସିଙ୍ଗଲ୍ସ ଖେଳାଳି ନୋଭାକ୍ ଜୋକୋଭିଚ୍ କୋର୍ଟରେ ର଼୍ୟାକେଟ ଉପରେ ସବୁ...
ଚେନ୍ନାଇ ଟେଷ୍ଟରେ ବିଶାଳ ବିଜୟ ପରେ ଧୋନୀଙ୍କ ରେକର୍ଡର ସମକକ୍ଷ ହେଲେ କୋହଲି
ଚେନ୍ନାଇ,୧୬।୨: ଭାରତୀୟ ଅଧିନାୟକ ଭାବେ ନୂତନ ଉପଲବ୍ଧି ହାସଲ କରିଛନ୍ତି ବିରାଟ କୋହଲି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୧୭ରନ୍ ବ୍ୟବଧାନରେ ଜିତିଛି ଟିମ୍ ଇଣ୍ଡିଆ। ଏଥିସହ ଦଳ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ ସ୍ଥିତିକୁ ଆଣିବାରେ...
ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…
ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ। ନିଜର ଡେବ୍ୟୁ ମ୍ୟାଚ୍ରେ ୫ ଉଇକେଟ ନେଇଥିବା ୯ମ ଭାରତୀୟ ଖେଳାଳି...
Archives


