ସାଉଥାମ୍ପ୍ଟନରେ ଡବ୍ଲ୍ୟୁଟିସି ଫାଇନାଲ: ଆଇସିସି
ଦୁବାଇ,୧୧।୩(ପି.ଟି.): ଇଂଲଣ୍ଡ ସାଉଥାମ୍ପ୍ଟନରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମ୍ୟାଚ୍ ଆୟୋଜନ ହେବ। ଏ ନେଇ ଆଇସିସି ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଭାରତ ଓ ନ୍ୟୁଜିଲାଣ୍ଡ ଆଗାମୀ ଜୁନ...
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ପନ୍ତ
ଦୁବାଇ,୧୧।୩(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍ରେ ସେ ବ୍ୟାଟିଂ ତାଲିକାରେ ୭ଟି ସ୍ଥାନ ଉପରକୁ...
ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି
ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ କାର୍ଯ୍ୟକାଳ ପୂରା ହେବା ପୂବରୁ ଇସ୍ତଫା ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଅଡିଟ୍...
ଆଇସିସି ଟି୨୦ ଟିମ୍ ର଼୍ୟାଙ୍କିଙ୍ଗ୍: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ
ଦୁବାଇ, ୧୨।୩(ପି.ଟି.)- ବୁଧବାର ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତର ପଏଣ୍ଟ ୨୬୮ରେ ପହଞ୍ଚତ୍ଥିବାବେଳେ ୭ ପଏଣ୍ଟ ଆଗରେ ରହି ଇଂଲଣ୍ଡ ଶୀର୍ଷସ୍ଥାନ ବଜାୟ ରଖିଛି। ର଼୍ୟାଙ୍କିଙ୍ଗ୍ର ଦୁଇ...
ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍: କେରଳ-ରେଲଓ୍ବେ ମହିଳା ଫାଇନାଲ
ଭୁବନେଶ୍ୱର,୧୧।୩ (କ୍ରୀଡ଼ା ପ୍ରତିନିଧି)- କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍ର ମହିଳା ବିଭାଗ ଫାଇନାଲରେ କେରଳ ଓ ରେଲଓ୍ବେ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ କେରଳ ୩-୦...
ଜାତୀୟ ସବ୍ଜୁନିୟର ମହିଳା ହକି: ଓଡ଼ିଶାର ବୃହତ୍ ବିଜୟ
ଭୁବନେଶ୍ୱର, ୧୧।୩(କ୍ରୀଡ଼ା ପ୍ରତିନିଧି)- ଝାଡ଼ଖଣ୍ଡର ସିମ୍ଡେଗାରେ ବୁଧବାର ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଜାତୀୟ ସବ୍ଜୁନିୟର ମହିଳା ହକି ଚାମ୍ପିୟନଶିପ୍ରେ ଓଡ଼ିଶା ବୃହତ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଓଡ଼ିଶା ୬-୧ ଗୋଲରେ ଛତିଶଗଡ଼କୁ ପରାସ୍ତ...
ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି
ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍ଙ୍କୁ ବାଦ୍ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ କରିଥିବା ଏହି ବିଦେଶୀ ଖେଳାଳି ଚଳିତ ଥର ପୂରା ସିଜନ ଲାଗି ଉପଲବ୍ଧ...
ପୁଣି ଫିଟ୍ନେସ ଟେଷ୍ଟରେ ଫେଲ୍ ହେଲେ ଭାରତୀୟ ଖେଳାଳି
ଅହମ୍ମଦାବାଦ,୧୦।୩ : ପୁଣି ଥରେ ଫିଟ୍ନେସ୍ ଟେଷ୍ଟରେ ବିଫଳ ହୋଇଛନ୍ତି ମିଷ୍ଟ୍ରି ସ୍ପିନର ବୁରଣ ଚକ୍ରବର୍ତ୍ତୀ। ଏଥିଯୋଗୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ରୁ ସେ ବାଦ୍ ପଡ଼ିବା ନିଶ୍ଚିତ। ଅନ୍ୟ ପଟେ ନୂଆ ପେସ ସେନସେଶନ ଟି. ନଟରାଜନ...
ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ମିଳିବ ଭାରତୀୟ ଟି୨୦ ବିଶ୍ୱକପ୍ ଦଳ
ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ସମସ୍ତ ମ୍ୟାଚ୍ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍...
୩୬ ବର୍ଷ ପୂର୍ବେ ଆଜିର ଦିନରେ ଏହି ଖେଳାଳିଙ୍କୁ ମିଳିଥିଲା ଅଡ୍ଡି କାର: ପାକିସ୍ତାନକୁ ୮ ଉଇକେଟରେ ହରାଇ ଜିତିଥିଲେ ମିନି ବିଶ୍ୱକପ୍
କ୍ରିକେଟ ଦୁନିଆରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବା ବେଳେ ରେକର୍ଡ ଭାଙ୍ଗିଥାଏ ମଧ୍ୟ। ଠିକ୍ ସେହିପରି ମାର୍ଚ୍ଚ ୧୦ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯାଇଛି। କାରଣ ଏହି ଦିନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ...
ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଡରାଇ ଦେଲେ ସଚିନ
ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବେ ରାୟପୁରରେ ସଡ଼କ ସୁରକ୍ଷା ବିଶ୍ୱ ସିରିଜ ଖେଳୁଛନ୍ତି। ସଚିନ ତେନ୍ଦୁଲକରଙ୍କ ସମେତ ସମସ୍ତ ଖେଳାଳି ପ୍ରତ୍ୟେକ ମ୍ୟାଚ ପୂର୍ବରୁ କରୋନା ଟେଷ୍ଟ କରୁଛନ୍ତି। ଏହି ପରୀକ୍ଷଣ ସମୟରେ ସଚିନ ତେନ୍ଦୁଲକର ଏପରି...
ଅଶ୍ୱିନ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୧୦ା୩ (ପି.ଟି.)- ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍ଗଳବାର ଆଇସିସି ପୁରୁଷ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଏହି...
Archives


