ଅନ୍ୟ ଧର୍ମରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟର
ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି କ୍ରିକେଟଙ୍କ ସମ୍ପର୍କରେ ଜାଣନ୍ତୁ ମହମ୍ମଦ କୈଫ୍ ଭାରତୀୟ କ୍ରିକେଟରେ ଜଣେ ଜବରଦସ୍ତ ଫିଲ୍ଡର...
ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍
କ୍ରିକେଟରେ କ୍ୟାଚ୍ ହିଁ ମ୍ୟାଚ୍ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ ଦୃଷ୍ଟାନ୍ତ ରହିଛି। ଏଭଳି ଏକ କ୍ୟାଚ୍ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।...
ଦଣ୍ଡିତ ହେଲେ ଭାରତୀୟ ଖେଳାଳି
ଅହମ୍ମଦାବାଦ,୨୧।୩ : ଏଠାରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍କୁ ୩୬ ରନ୍ରେ ଜିତି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୩-୨ ବ୍ୟବଧାନରେ ହାତେଇ ନେଇଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍ରେ ଧିମା ବୋଲିଂ ହାର ପାଇଁ ଭାରତୀୟ ଦଳର ଖେଳାଳିଙ୍କୁ ଦଣ୍ଡିତ...
ଦୋକାନ ଖୋଲିଲେ ଧୋନୀ, ଜମିଲା ଭିଡ
ରାଞ୍ଚି,୨୧।୩: ଭାରତର ପୂର୍ବତନ ଦଳର କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ମଧ୍ୟ ତାଙ୍କ କ୍ରେଜ୍ ଆଜି ବି ରହିଛି। ନିଜ ସହର ରାଞ୍ଚିରେ ସେ ବେଶ୍ ଲୋକପ୍ରିୟ। ଏହି କାରଣରୁ ଅବସରରେ ଧୋନୀ ଚାଷ କାର୍ଯ୍ୟକୁ...
ମାତ୍ର ୨୪ ମ୍ୟାଚ୍ରେ କୋହଲିଙ୍କୁ ପଛରେ ଛାଡ଼ିଲେ ଏହି ଖେଳାଳି
ଅହମ୍ମଦାବାଦ,୨୧।୩ : କ୍ୟାରିୟରର ୨୪ତମ ଟି୨୦ ମ୍ୟାଚ୍ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ। ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରର ୨୪ତମ ଇନିଂସରେ ମଲାନ ପୂରଣ କରିଛନ୍ତି ଏକ ହଜାର ରନ୍।...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କୁ ସ୍କୁଟିରେ ଧରି ବୁଲିଲେ ସଚିନ ତେନ୍ଦୁଲକର
ରାୟପୁର,୨୧।୩: ବିଶ୍ୱ ସୁରକ୍ଷା ରୋଡ ସିରିଜ ୨୦୨୧ର ଅନ୍ତିମ ମ୍ୟାଚ ଇଣ୍ଡିଆ ଲିଜେଣ୍ଟ୍ସ ଏବଂ ଶ୍ରୀଲଙ୍କା କିମ୍ବଦନ୍ତୀ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଇଣ୍ଡିଆ ଲିଜେଣ୍ଡ୍ସ ଅଧିନାୟକ ସଚିନ ତେନ୍ଦୁଲକର ସ୍କୁଟିରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ଅଧିନାୟକ ବ୍ରାଏନ ଲାରାଙ୍କୁ ବୁଲାଉଥିବା ନଜର...
ଏକଦିବସୀୟ ସିରିଜ୍ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍କା
ପୁଣେ,୨୧।୩: ଟେଷ୍ଟ ଏବଂ ଟି -୨୦ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ୧୪ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରିଛି। ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଏହି ଦଳକୁ ବଡ଼ ଝଟ୍କା ଲାଗିଛି। ଦଳର...
କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍ରେ ଅତିଥି ଟିମ୍ର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା। କିଏ ଆଗ କଟାକ୍ଷ କରିଥିଲା ଜଣାପଡ଼ି ନ ଥିଲେ ହେଁ...
‘ୟୁନିଭର୍ସ ବସ୍’ଙ୍କ ରେକର୍ଡ ଭାଙ୍ଗିଲେ ହିଟ୍ମ୍ୟାନ୍: ଏଭଳି କରିବାରେ ବିଶ୍ୱରେ ପ୍ରଥମ…
ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ରେ ବିଜୟ ସହ ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଘରୋଇ ଟିମ୍। ପ୍ରଥମେ ଓପନିଂ କରିବାକୁ ଆସିଥିବା ରୋହିତ ଶର୍ମା ଏବଂ...
ପଡ଼ିଆ ଭିତରେ ବଟଲରଙ୍କ ସହ କୋହଲିଙ୍କ ତୁ ତୁ ମେଁ ମେଁ: ରାଗିଯାଇ…
ଅହମ୍ମଦାବାଦ,୨୧।୩: ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଓପନର ଜୋସ ବଟଲରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ ହେଁ କେଉଁ...
ରୋହିତଙ୍କ ସହ କରିବେ ଓପନିଂ: ସିରିଜ ଜିତିବା ପରେ ପ୍ରତିକ୍ରିୟା ରଖି ଏଭଳି ସଙ୍କେତ ଦେଲେ ଅଧିନାୟକ
ଅହମ୍ମଦାବାଦ,୨୧।୩: ଇଂଲଣ୍ଡକୁ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜକୁ ୩-୨ରେ ଜିତିଛି ଭାରତ। ଦଳ ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୨୫ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ଅତିଥି ଦଳ ୨୦ ଓଭରରେ ମାତ୍ର...
କୋହଲିଙ୍କ ସହ ଓପନିଂକୁ ନେଇ ଏଭଳି କହିଲେ ‘ହିଟ୍ମ୍ୟାନ୍’: ଭଲ ପରିଣାମ ଆସିଲେ…
ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ଭାରତୀୟ କ୍ରିକେଟ ଟିମ୍ର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କ ସହ ଓପନିଂ କରିଥିବା ଦେଖାଯାଇଥିଲା। ଲଗାତାର ଭାବେ ବିଫଳ ହେବା ପରେ କେ.ଏଲ୍ ରାହୁଲଙ୍କ ସ୍ଥାନରେ ଖେଳିବା ପାଇଁ କୋହଲି...
Archives


