ସଚିନ୍ କରୋନା ପିଜିଟିଭ୍
ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା...
ନ୍ୟୁଜିଲାଣ୍ଡର କ୍ଲିନ୍ ସୁଇପ୍
ଓ୍ବେଲିଂଟନ, ୨୭ା୩ (ଏପି)-ଡେଭନ କନଓ୍ବେ ଓ ଅଲରାଉଣ୍ଡର ଡେରିଲ ମିଚେଲଙ୍କ ପ୍ରଥମ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୧୬୪ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ...
ସାଇନା ସେମିଫାଇନାଲରେ
ପ୍ୟାରିସ, ୨୭ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାର ଇରିସ ଓ୍ବାଙ୍ଗ୍ ବିପକ୍ଷରେ ବିଜୟ ହାସଲ ସହ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ବାଲ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୨୦ ନମ୍ବର...
ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀକୁ ଡବଲ ଟାଇଟଲ
ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟରେ ସାଇ ଏକାଡେମୀକୁ ଡବଲ ଟାଇଟଲ ମିଳିଛି। ଗୁରୁବାର ସବ୍ଜୁନିୟର ବିଭାଗ ଫାଇନାଲରେ ସଡନ୍ ଡେଥ୍ ୫-୪ (ଶୁଟ୍ ଆଉଟ)...
ସ୍ବର୍ଣ୍ଣ ପଦକରେ ଜୟନ୍ତୀଙ୍କ ହ୍ୟାଟ୍ରିକ
ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ହାସଲରେ ହ୍ୟାଟ୍ରିକ କରିଛନ୍ତି ଓଡ଼ିଶା ସ୍ପ୍ରିଣ୍ଟର ଜୟନ୍ତୀ ବେହେରା। ପୂର୍ବରୁ ୪୦୦ ମିଟରେ ସ୍ବର୍ଣ୍ଣ ପଦକ ପାଇଥିବା ଜୟନ୍ତି ଶୁକ୍ରବାର ଉଭୟ ୨୦୦...
କଳିଙ୍ଗରେ ହେବ ମହିଳା ଏସିଆନ କପ୍
କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍ କପ୍ ଆୟୋଜନ କରିବ। ଏହି ଇଭେଣ୍ଟର ଅନ୍ୟତମ ଭେନ୍ୟୁ ରୂପେ ଭୁବନେଶ୍ୱରକୁ ବଛାଯାଇଛି। ସେହିପରି ନଭି ମୁମ୍ବାଇ...
ଅଧିକ ରନ୍ ଦେବା ପରେ ବି ଏହି କାରଣ ପାଇଁ ସ୍ପିନରଙ୍କୁ ବୋଲିଂ ଦେଲେ କୋହଲି
ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଶୋଚନୀୟ ପରାଜୟ ଭୋଗ କରିବାକୁ ପଡ଼ିଛି। ଏହି ପରାଜୟ ଦଳର ପାଇଁ ଦୁଇ ସ୍ପିନରଙ୍କୁ ଦାୟୀ କରାଯାଇପାରେ। କାରଣ ଦୁହେଁ ୧୬ ଓଭରରେ ୧୫୬ ରନ୍ ଦେଇଥିଲେ।...
ଏମିତି ହାରିବ ଆଶା ନ ଥିଲା
ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତକୁ ଏଭଳି ପରାଜୟ ମିଳିଛି, ଯାହା କେହି ଆଶା କରି ନ ଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୩୩୭ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୬.୪ ଓଭର ପୂର୍ବରୁ...
ନିୟମ ଭୁଲି ଗଲେ ଇଂଲଣ୍ଡ ଖେଳାଳି
ପୁଣେ,୨୬।୩ : ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପାଇଁ ଇଂଲଣ୍ଡ ଦଳକୁ ଫିଲ୍ଡ ଅମ୍ପାୟରଙ୍କ ଠାରୁ ମିଳିଛି ଚେତାବନୀ। ସେ ଭୁଲ ବଶତଃ ଭୁଲି ଯାଇଥିଲେ ଆଧୁନିକ କ୍ରିକେଟର ନିୟମ। ଭାରତୀୟ ଦଳ ବ୍ୟାଟିଂ...
୧୦ ହଜାର ଛୁଇଁଲେ କୋହଲି
ପୁଣେ,୨୬।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ହାସଲ କରିଛନ୍ତି ଆଉ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ। ଦିନିକିଆରେ ୩ୟ ପୋଜିଶନରେ ବ୍ୟାଟିଂ କରି ୧୦ ହଜାର ରନ୍ ପୂରଣ କରିଛନ୍ତି କୋହଲି। ଏମ୍ସିଏଠାରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ରେ ୬୬...
ନୂଆ ସିଜନ୍, ଏଣୁ ନୂଆ ଲୁକ୍
ନୂଆଦିଲ୍ଲୀ,୨୬।୩: ଆଉ ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୧। ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ୍ଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଅନୁଭବୀ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାନେ...
ପୁଣି ଇଂଲଣ୍ଡ ଆଗରେ ବିଶାଳ ଟାର୍ଗେଟ: ରାହୁଲଙ୍କ କମାଲ
ପୁଣେ,୨୬।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ପକ୍ଷରୁ ଦେଖିବାକୁ ମିଳିଛି ଦମଦାର ବ୍ୟାଟିଂ। ପୁଣି ଥରେ ଇଂଲଣ୍ଡ ଆଗରେ ୩୦୦ରୁ ଅଧିକ ରନ୍ର ଟାର୍ଗେଟ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ପୂର୍ବ ମ୍ୟାଚ୍...
Archives


