୪ଥର ଅଲିମ୍ପିକ ପଦକ ବିଜେତାଙ୍କ ପରଲୋକ
ଓ୍ବାଶିଂଟନ,୧୫।୪(ଏପି): ଅଲିମ୍ପିକ୍ସରେ ୪ଥର ପଦକ ହାସଲ କରିଥିବା ଆମେରିକୀୟ ଆଥ୍ଲେଟ କୋନ ଫିଣ୍ଡଲେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ରୋଇଂ ଓ ସେଲିଂରେ ସେ ଅଲିମ୍ପିକ ପଦକ ହାସଲ କରିଥିଲେ। ଦୁଇଥର ବିଜେତା ରହିଥିବା ଆମେରିକାର କପ୍ କ୍ରିୟୁର...
ପ୍ରବଳ ରାଗିଗଲେ କୋହଲି: କଲେ ଭଙ୍ଗାରୁଜା
ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ପ୍ରବଳ ରାଗିଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି...
ଟୋକିଓ ଅଲିମ୍ପିକ୍ସ: ୧୦୦ ଦିନିଆ କାଉଣ୍ଟ ଡାଉନ୍ ଆରମ୍ଭ
ଟୋକିଓ,୧୫।୪(ଏପି): ଆଗାମୀ ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ କାଉଣ୍ଟ ଡାଉନ ବା ଅବଗଣନା ବୁଧବାର ଆରମ୍ଭ ହୋଇଛି। କୋଭିଡ୍-୧୯ ପାଇଁ ଏହି ମେଗା ଇଭେଣ୍ଟ ଗୋଟିଏ ବର୍ଷ ଘୁଞ୍ଚାଯାଇଥିଲେ ମଧ୍ୟ ଏହାର ଆୟୋଜନ ନେଇ ଅନିଶ୍ଚୟତା ଦୂର ହୋଇନି। ତେବେ...
ଟୋକିଓରେ ଭାରତ ପଦକ ୨ ଅଙ୍କ ଛୁଇଁବ: ରିଜିଜୁ
ନୂଆଦିଲ୍ଲୀ, ୧୫।୪(ପି.ଟି.)- ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ଆରମ୍ଭ ହୋଇଥିବାବେଳେ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ପଦକ ସଂଖ୍ୟା ଦୁଇଅଙ୍କ ଛୁଇଁବ ବୋଲି ଆଶା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଦେଶର ଆଥ୍ଲେଟଙ୍କୁ ସରକାର...
ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଜେ କରୋନା ପଜିଟିଭ୍
ନୂଆଦିଲ୍ଲୀ, ୧୫।୪- ଇଣ୍ଡିଆନ ପ୍ରିମିୟର ଲିଗ୍ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଆରମ୍ଭ ହୋଇ ଯାଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର ଏନରିକ ନର୍ଜେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଫଳରେ ରିଷଭ ପନ୍ତଙ୍କ ଦଳକୁ ଏହା ଶକ୍ତ ଧକ୍କା ପହଞ୍ଚାଇଛି।...
ଆର୍ଜେଣ୍ଟିନାକୁ ୪-୨ରେ ହରାଇଲା ଭାରତ
ବୁଏନ୍ସ ଆରିଜ, ୧୫।୪(ପି.ଟି.)- ବିଜୟ ସହ ଭାରତୀୟ ହକି ଦଳ ଏହାର ଆର୍ଜେଣ୍ଟିନା ଗସ୍ତ ଶେଷ କରିଛି। ବୁଧବାର ଅନୁଷ୍ଠିତ ୪ର୍ଥ ତଥା ଅନ୍ତିମ ଅଭ୍ୟାସ ଗେମ୍ରେ ଭାରତ ଅଲିମ୍ପିକ୍ ଚାମ୍ପିୟନ ଆର୍ଜେଣ୍ଟିନାକୁ ୪-୨ ଗୋଲରେ ପରାସ୍ତ କରିଛି। ଆରମ୍ଭରୁ...
ବାବରଙ୍କ ଶତକ: ପାକିସ୍ତାନର ଦମ୍ଦାର ବିଜୟ
ସେଞ୍ଚୁରିୟନ,୧୫।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ପାକିସ୍ତାନ ୯ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଏହି ହାଇସ୍କୋରିଂ ମୁକାବିଲାରେ ଅଧିନାୟକ ବାବର ଆଜମଙ୍କ ଦ୍ରୁତ ଶତକ...
ମୁମ୍ବାଇ ଷ୍ଟାଇଲରେ ଜିତିଲା ଆରସିବି
ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍ରେ ୧୫୦ ରନ୍ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ କରିପାରିଲା ନାହିଁ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳ। ୧୩ ଓଭର ସୁଦ୍ଧା ଏକ...
ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ମ୍ୟାକ୍ସଓ୍ବେଲ
ଚେନ୍ନାଇ, ୧୪ା୪- ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅର୍ଦ୍ଧଶତକ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ୍ ଆଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଛିଡ଼ା କରିଛି ସମ୍ମାନଜନକ ଟାର୍ଗେଟ। ୪୧ ବଲର ସମ୍ମୁଖୀନ ହୋଇଥିବା ମ୍ୟାକ୍ସଓ୍ବେଲ ଖେଳିଥିଲେ ୫୯ ରନ୍ର ଅର୍ଦ୍ଧଶତକୀୟ ଇନିଂସ। ତାଙ୍କ ପାଳିରେ...
ପ୍ରଥମେ ବ୍ୟାଟିଂ କରିବ ଆରସିବି
ଚେନ୍ନାଇ, ୧୪ା୪- ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)। ଟସ୍ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ଓ୍ବାର୍ନର। ତେବେ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହିଁ ପ୍ରାୟ...
ଚିନ୍ତାରେ ରିଷଭ ପନ୍ତ
ମୁମ୍ବାଇ, ୧୪ା୪- ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳର ନେତୃତ୍ୱ ଭାର ସମ୍ଭାଳୁଥିବା ରିଷଭ ପନ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦଳର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ପରେ ପଜିଟିଭ ଆସିଛି ଦକ୍ଷିଣ ଆଫ୍ରିକୀୟ ପେସର ଅନରିଚ ନର୍ଟଜେଙ୍କ...
୮ ବର୍ଷ ଲାଗି ବାସନ୍ଦ ହେଲେ ପୂର୍ବତନ ମହାନ ଖେଳାଳି
ଦୁବାଇ, ୧୪ା୪- ଜିମ୍ବାଓ୍ବେ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍ ହେଥ ଷ୍ଟ୍ରେକଙ୍କୁ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟାକଳାପରୁ ୮ ବର୍ଷ ଲାଗି ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ଦୁର୍ନୀତି ନିବାରଣ ନିୟମ ଭଙ୍ଗ କରିଛନ୍ତି। ଦୁର୍ନୀତି...
Archives


