ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କୁ ଅପହରଣ: ଜୀବନରୁ ମାରିଦେବାକୁ ଧମକ
ସିଡନୀ,୫।୫: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଗତ ମାସରୁ ହୋଇଛି। ଯେଉଁଠାରେ ମ୍ୟାକଗିଲଙ୍କୁ ତାଙ୍କ ସିଡନୀ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପ୍ରିଲ ୧୪ରେ ନ୍ୟୁ ସାଉଥ ୱେଲ୍ସ ପୋଲିସ...
ଆଇପିଏଲ୍ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍: ପ୍ରଶଂସକ କହିଲେ ବାଃ ବାଃ
ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇର ନିଷ୍ପତ୍ତିର କିଛି ଘଣ୍ଟା ପରେ...
୧୦ ମିନିଟ୍ରେ ସ୍ଥିର ହେଲା ଆଇପିଏଲ୍ ଭାଗ୍ୟ: ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୧ର ୧୪ତମ ସିଜିନକୁ ଆୟୋଜନ କରିବା ପାଇଁ ମାସ ମାସ ଧରି ଯୋଜନା ଚାଳିଥିଲା। ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ କଠିନ ବାୟୋ ବବୁଲ କରାଯାଇଥିଲା। କିନ୍ତୁ ଏକ ମାସର କଠିନ ପରିଶ୍ରମ ଉପରେ କରୋନାର...
ସେଲ୍ବିଙ୍କୁ ବିଶ୍ୱ ସ୍ନୁକର ଟାଇଟଲ
ଶେଫିଲ୍ଡ (ଇଂଲଣ୍ଡ), ୫।୫(ଏପି)- କ୍ରୁକିବଲ ଥିଏଟରରେ ଭରପୂର ଦର୍ଶକଙ୍କ ଗହଣରେ ଇଂଲଣ୍ଡର ମାର୍କ ସେଲବି ବିଶ୍ୱ ସ୍ନୁକର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ନିଜ ଦେଶର ଶନ ମର୍ଫିଙ୍କୁ ୧୮-୧୫ରେ ହରାଇ ସେଲ୍ବି କ୍ୟାରିୟରରେ ୪ର୍ଥ ଥର ପାଇଁ ଚାମ୍ପିୟନ...
ମାଡ୍ରିଡ ଓପନ ଟେନିସ ଦ୍ୱିତୀୟ ରାଉଣ୍ଡ: ପୁରସ୍କୃତ କରିଥିବା ଖେଳାଳିଙ୍କୁ ଭେଟିବେ ନାଡାଲ
ମାଡ୍ରିଡ, ୫।୫(ଏପି)- କିଛିଦିନ ତଳେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଜଣେ ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ସ୍ପାନିଶ ଗ୍ରେଟ୍ ରାଫାଲ ନାଡାଲ। ମାତ୍ର ଏଠାରେ ଚାଲିଥିବା ମାଡ୍ରିଡ ଓପନ ଟେନିସ ଟୁର୍ନାମେଣ୍ଟରେ ସେହି ଖେଳାଳି ଏବେ ନାଡାଲଙ୍କ...
କରୋନାରେ ବିଏଫ୍ଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୫ା୫ (ପି.ଟି.)-କରୋନାରେ ପୀଡ଼ିତ ବକ୍ସିଂ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.କେ. ସାଚେଟିଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ସାଚେଟି କିଛିଦିନ ହେଲା ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ...
ସହାୟତାର ହାତ ବଢ଼ାଇଲେ ବେହରେନଡର୍ଫ
ନୂଆଦିଲ୍ଲୀ, ୫ା୫(ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ର ଅଷ୍ଟ୍ରେଲୀୟ ପେସ୍ ବୋଲର ଜାସନ ବେହରେନଡର୍ଫ ଭାରତର କୋଭିଡ୍ ସଙ୍କଟ ପାଇଁ ଉଦ୍ଦିଷ୍ଟ ୟୁନିସେଫ୍ ପ୍ରୋଜେକ୍ଟ ଲାଗି ଅର୍ଥ ଦାନ କରିଥିବା ମଙ୍ଗଳବାର ଘୋଷଣା କରିଛନ୍ତି। କିନ୍ତୁ ଏହାର ପରିମାଣ କେତେ ତାହା ସେ...
ବିସିସିଆଇ ନିଷ୍ପତ୍ତିକୁ ଆଇପିଏଲ୍ ବ୍ରଡ୍କାଷ୍ଟର ସମର୍ଥନ
ମୁମ୍ବାଇ, ୫ା୫(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ବାୟୋ ବବଲରେ କୋଭିଡ୍ର ଆକସ୍ମିକ ଆବିର୍ଭାବ ଯୋଗୁ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍ପେଣ୍ଡ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ଇଭେଣ୍ଟର...
ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ବାଟଦେଇ ସ୍ବଦେଶ ଫେରିବେ
ନୂଆଦିଲ୍ଲୀ,୫।୫(ପି.ଟି.): କୋଭିଡ୍-୧୯ ପାଇଁ ଅଷ୍ଟ୍ରେଲିଆ ଭାରତରୁ ସବୁପ୍ରକାର ବିମାନଯାତ୍ରାକୁ ବାତିଲ କରିଛି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସାମିଲ ଥିବା ଅଷ୍ଟ୍ରେଲିଆ କ୍ରିକେଟର, ସପୋର୍ଟ ଷ୍ଟାଫ୍, କମେଣ୍ଟେଟରମାନେ ମାଳଦୀପ ଯିବେ ଓ ସେଠାରୁ ଅଷ୍ଟ୍ରେଲିଆ ଯାତ୍ରା କରିବେ ବୋଲି...
ବଡ଼ କ୍ଷତି ସହିବ ବିସିସିଆଇ
ମୁମ୍ବାଇ,୪।୫ : ବିଭିନ୍ନ ଦଳର ଖେଳାଳି କୋଭିଡ୍-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆଇପିଏଲର ୧୪ତମ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି। ଏଥି ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡ଼ିବ। ଚଳିତ...
ଆଇପିଏଲ ପରେ ଅନ୍ଧାରରେ ଟି୨୦ ବିଶ୍ୱକପ୍ର ଭବିଷ୍ୟତ
ନୂଆଦିଲ୍ଲୀ,୪।୫ : ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଭାରତ ପରିବର୍ତ୍ତେ ୟୁଏଇଠାରେ ଖେଳାଯାଇପାରେ। କାରଣ ଏହି ଟି୨୦ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳ ଭାରତ ଆସିବାକୁ ରାଜି ହେବେ ନାହିଁ। ସେହି ସମୟରେ...
‘ଯେମିତି ହେଲେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବୁ’
ନୂଆଦିଲ୍ଲୀ, ୪।୫: ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିଙ୍କୁ ଯେମିତି ହେଲେ ଘରକୁ ପଠାଯିବ। କୋଭିଡ୍-୧୯ ମହାମାରୀ କାରଣରୁ ଚଳିତ ସିଜନକୁ ବାତିଲ ହେବା ପରେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏଭଳି କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍ ଉଇକେଟକିପର ରିଦ୍ଧିମାନ...
Archives


