ସଚିନଙ୍କ ଟ୍ରାଉଜର୍ ପିନ୍ଧି ପଡିଆକୁ ଖେଳିବାକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର୍: ଆଉ ତା’ପରେ..
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବାଦନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଥିଲେ। ଯେ କହିଥିଲେ ଯେ ଥରେ ସଚିନ ତେନ୍ଦୁଲକର ତାଙ୍କୁ ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କ ଟ୍ରାଉଜର...
‘୪ ଓଭର ବୋଲିଂ କରି ଥକି ପଡ଼ୁଛନ୍ତି ପେସର’
ନୂଆଦିଲ୍ଲୀ,୧।୭: ମାତ୍ର ୪ ଓଭର ବୋଲିଂ କରିବା ପରେ ବର୍ତ୍ତମାନ ପୀଢ଼ିର ବୋଲରମାନେ ଥକି ପଡ଼ୁଛନ୍ତି। କାର୍ଯ୍ୟଭାର ଯୋଗୁ ସେମାନଙ୍କୁ ୪ ଓଭରରୁ ଅଧିକ ବୋଲିଂ କରିବାକୁ ଅନୁମତି ଦିଆଯାଉ ନାହିଁ। ଏହା ମୋତେ ଦୁଃଖ ଦେଉଛି ବୋଲି କହିଛନ୍ତି...
ଲାଞ୍ଚ ନେଇ ୮ ବର୍ଷ ବ୍ୟାନ ହେଲେ କ୍ରିକେଟର
ଦୁବାଇ,୧।୭: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଗୁରୁବାର ୟୁଏଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମ୍ମଦଙ୍କୁ ୮ ବର୍ଷ ପାଇଁ ବ୍ୟାନ କରିଛି। ଦୁଇ ଖେଳାଳି ୟୁଏଇରେ ଆୟୋଜିତ ଟି୨୦ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍କୁ...
ଭାରତର ଏହି ଖେଳାଳିଙ୍କ ଉଇକେଟ ଯିବା ପରେ ବହୁତ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ; ନଚେତ ସେ ଛଡ଼ାଇ ନେଇଥାନ୍ତେ…
ନୂଆଦିଲ୍ଲୀ,୧।୭: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଶେଷ ଦିନରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଉଇକେଟ ନେବା ପରେ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ। ଏନେଇ ଖୁଲାସା କରିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ। କାରଣ ସେ ଦଳ...
୫ ମାସ ଘରକୁ ଫେରିବେନି ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର…
ନୂଆଦିଲ୍ଲୀ,୧।୭: ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର ଏବେ ବିଦେଶରେ ରହିଛନ୍ତି। ଆସନ୍ତା ୫ ମାସ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସଦସ୍ୟ ଘରକୁ ଫେରିପାରିବେ ନାହିଁ। ନଭେମ୍ବର ପରେ ହିଁ ସେମାନେ ସ୍ବଦେଶ ବାହୁଡ଼ିବେ। ଇଂଲଣ୍ଡ ସହିତ ଅଧିନାୟକ ବିରାଟ କୋହଲିଙ୍କ...
ଘର ବିକିଲେ ରୋହିତ ଶର୍ମା: ଦାମ୍ ଜାଣିଲେ..
ଭାରତୀୟ ଦଳର ତାରକା ଓପନର୍ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ରୋହିତଙ୍କର ମୁମ୍ବାଇର ୱର୍ଲିରେ ବହୁତ ବିଳାସପୂର୍ଣ୍ଣ...
ଶୁବମନ ଆହତ
ନୂଆଦିଲ୍ଲୀ, ୧।୭(ପି.ଟି.)- ଟିମ୍ ଇଣ୍ଡିଆ ଓପନର ଶୁବମନ ଗିଲ୍ ଆହତ ହୋଇଛନ୍ତି। ତେଣୁ ସେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଖେଳିବା ସମ୍ଭାବନା କମ୍। ତାଙ୍କ ଆହତ ସମସ୍ୟା ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଷ୍ଟାଣ୍ଡବାଇ...
ଟାର୍ଗେଟ ୧୧.୧୦ ସେକେଣ୍ଡ: ଦୂତୀ
ଭୁବନେଶ୍ୱର, ୧।୭: (କ୍ରୀଡ଼ା ପ୍ରତିନିଧି)- ସ୍ବ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଯାହା ଆଶା କରୁଥିଲେ ତାହା ହେଲା। ଯୋଗ୍ୟତା ଟାଇମିଂ ନ ହେଲେବି ବିଶ୍ୱ ର଼୍ୟାଙ୍କିଙ୍ଗ ଅନୁସାରେ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରିବା...
ତୃତୀୟ ଟି୨୦: ଦକ୍ଷିଣ ଆଫ୍ରିକାର ରୋମାଞ୍ଚକ ବିଜୟ
ସେଣ୍ଟ ଜର୍ଜେଶ(ଗ୍ରେନେଡା), ୧।୭: ସ୍ଥାନୀୟ ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରୋମାଞ୍ଚମ ଢଙ୍ଗରେ ମାତ୍ର ୧ ରନରେ ବିଜୟ ହାସଲ କରିଛି। ଟସ ହାରି ବ୍ୟାଟିଂ ପାଇଁ...
ଟି-୨୦ କ୍ରିକେଟରେ ଗୋଟିଏ ବି ନୋ’ ବଲ୍ ପକାଇନାହାନ୍ତି ଏହି ୩ ଭାରତୀୟ ବୋଲର୍
କ୍ରିକେଟରେ ନୋ ବଲ୍ ଏକ ସାଧାରଣ କଥା। କିନ୍ତୁ ଥରେ ଥରେ ଏହି ନୋ ବଲ୍ ଯୋଗୁ ମ୍ୟାଚ୍ର ରୂପରେଖ ବଦଳିଯାଇଥାଏ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଜସପ୍ରୀତ ବୁମରାଙ୍କ ନୋ-ବଲ ବୋଲିଂ ଏତେ ଭାରୀ ହୋଇଯାଇଥିଲା ଯେ ଫଖର ଜମାନ...
କ୍ରିକେଟର୍ ସବୁଠୁ ନିଆରା ପ୍ରଶଂସକ: ପାଖରେ ରଖିଛନ୍ତି ଏମିତି ସବୁ ଜିନିଷ
ରାଞ୍ଚି,୧।୭: ଭାରତରେ କ୍ରିକେଟ ପ୍ରଶଂସକଙ୍କ ଅଭାବ ନାହିଁ। କେହି କେହି କ୍ରିକେଟ ମ୍ୟାଚ ଦେଖି ନିଜର ଉତ୍ସାହ ପ୍ରକାଶ କରୁଥିବାବେଳେ କେତେକ କ୍ରିକେଟ ସମ୍ବନ୍ଧୀୟ ଜିନିଷ ସଂଗ୍ରହ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ରାଞ୍ଚିର ମେନ ରୋଡରେ ରହୁଥିବା...
୧୪୪ ବର୍ଷ ଟେଷ୍ଟ କ୍ରିକେଟ୍ ଇତିହାସରେ ଏହି ୨ ଦେଶ ମଧ୍ୟରେ ଖେଳାଯାଇଥିଲା ସବୁଠୁ ଛୋଟ ମ୍ୟାଚ୍
ଟେଷ୍ଟ କ୍ରିକେଟର ଇତିହାସ ପ୍ରାୟ ୧୪୪ ବର୍ଷ ପୁରୁଣା। ଟେଷ୍ଟ କ୍ରିକେଟରେ ଉଭୟ ଦଳ ୨-୨ ଇନିଂସ ଖେଳିବାକୁ ପାଆନ୍ତି ଏବଂ ବଲ ଖେଳିବାର କୌଣସି ସୀମା ନାହିଁ। ଯେଉଁ ଦଳ ୨୦ ଉଇକେଟ ନେଇପାରିବ, ସେହି ଦଳ ଟେଷ୍ଟ...
Archives


