ଟି୨୦ ସିରିଜ ହାରିଲା ଭାରତୀୟ ମହିଳା ଦଳ
ଚେଲମ୍ସଫର୍ଡ,୧୬।୭: ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଓପନର ଡ୍ୟାନି ହ୍ବେଟ୍ଙ୍କ ଅପରାଜିତ ୮୯ ରନ (୫୬ ବଲ, ୧୨ ଚୌକା, ୧ ଛକା)ର ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ବଳରେ...
ପୋଗାକାର ଟାଇଟଲ ନିକଟତର
ଲୁଜ୍ ଆର୍ଡିଡେନ୍, ୧୬ା୭-ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଟିମ୍ ଏମିରେଟ୍ସ) ଟୁର୍ ଡି ଫ୍ରାନ୍ସ ସାଇକେଲ ରେସ୍ର ୧୮ତମ ବିଜେତା ହୋଇଛନ୍ତି। ଏଥିସହିତ ସେ ଟାଇଟଲ ନିକଟତର ହୋଇଛନ୍ତି। ଗୁରୁବାର ପାଉଠାରୁ ଲୁଜ୍ ଆର୍ଡିଡେନ୍ ୧୨୯.୭ କିଲୋମିଟର ବିଶିଷ୍ଟ ଚଳିତବର୍ଷର...
ଦଳ ଛାଡ଼ିଲେ ଦୀପକ ହୁଡା
ନୂଆଦିଲ୍ଲୀ, ୧୫।୭: ଅଲରାଉଣ୍ଡର ଦୀପକ ହୁଡା ଭଦୋଦ୍ରା କ୍ରିକେଟ ଆସୋସିଏଶନ (ବିସିଏ) ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ଘରୋଇ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବେ। ‘ଦୀପକ ଆମକୁ ଯୋଗ ଦେଉଥିବାରୁ ଆମେ ଉତ୍ସାହିତ’ ବୋଲି ରାଜସ୍ଥାନ କ୍ରିକେଟ ଆସୋସିଏଶନ...
ଅଲିମ୍ପିକ୍ସରେ ସବୁଠୁ ବଡ଼ ଦଳ ଚାଇନା
ବେଜିଂ,୧୫।୭: ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍ ଦଳ ପଠାଇବ। ୪୩୧ଜଣ ଆଥ୍ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା। ଏହି ଦଳରେ ସ୍ଥାନ ପାଇଛନ୍ତି ୨୪ ଅଲିମ୍ପିକ୍ ଚାମ୍ପିୟନ। ଯୋଗ୍ୟତା ହାସଲକାରୀଙ୍କ ଆଥ୍ଲେଟଙ୍କ...
କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍ଲାଇନ
ଟୋକିଓ,୧୫।୭: ଆଥ୍ଲେଟ, ଉପସ୍ଥାପକ (ପ୍ରେଜେଣ୍ଟର୍ସ) ଓ ଭଲ୍ୟୁଟର୍ସ ଗ୍ରୁପ ଫଟୋ ନେଇ ପାରିବେ ନାହିଁ। ପୋଡିୟମରେ ପଦକଧାରୀ ଆଥ୍ଲେଟଙ୍କୁ ପୂରା ସମୟ ମାସ୍କ ପିନ୍ଧିବାକୁ ପଡ଼ିବ। ଏଭଳି ଗାଇଡ୍ଲାଇନରେ ଖେଳାଯିବ ଟୋକିଓ ଅଲିମ୍ପିକ୍ସ। ଆସନ୍ତା ୨୩ ତାରିଖରୁ ଜାପାନର ରାଜଧାନୀରେ...
ଆଶଙ୍କାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍
ଲଣ୍ଡନ,୧୫।୭: ରିଷଭ ପନ୍ତଙ୍କ ସମେତ ଭାରତୀୟ ଦଳର ୨ ସଦସ୍ୟ କରୋନା ପଜିଟିଭ। ଏଥି ଯୋଗୁ ଆସନ୍ତା ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଉପରେ ଦେଖାଦେଇଛି କଳା ବାଦଲ।...
ଆଇସୋଲେଶନରେ ଟିମ୍ ଇଣ୍ଡିଆର ୪ ସଦସ୍ୟ
ଲଣ୍ଡନ,୧୫।୭: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜଣାପଡ଼ିଛି ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ ଧ୍ୟାନଚାନ୍ଦ ଗରାନି ମଧ୍ୟ କରୋନାରେ ସଂକ୍ରମିତ। ଦୁଇ ଜଣଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆଇସୋଲେଟ୍ ରଖାଯାଇଛି। ସେମାନଙ୍କ ସହ କଣ୍ଟାକ୍ଟରେ ଆସିଥିବା...
ଦଳ କଥା ନ ଭାବି ଫୁଟ୍ବଲ୍ ମ୍ୟାଚ୍ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…
ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ ସହ ପନ୍ତ ନ ଥିବାରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଏକ...
୧୨୫ ବର୍ଷ ଅଲିମ୍ପିକ୍ସ ଇତିହାସରେ କେବଳ ୧୪ ଭାରତୀୟ ଜିତିଛନ୍ତି ବ୍ୟକ୍ତିଗତ ପଦକ
ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନରୁ କମ ସମୟ ବାକି ଅଛି। ଭାରତୀୟ ଖେଳାଳିମାନେ ଏଥର ଏକ ଡଜନରୁ ଅଧିକ ଅଲିମ୍ପିକ ପଦକ ପାଇବାକୁ ଆଶା କରୁଛନ୍ତି। ତେବେ ଅଲିମ୍ପିକ୍ସର ୧୨୫ ବର୍ଷର ଇତିହାସରେ ଭାରତ...
ଭାରତୀୟ ଦଳ ପାଇଁ ବଢିଲା ଚିନ୍ତା: ରିଷଭ ପନ୍ତଙ୍କୁ କରୋନା
ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ୟୁରୋ କପରେ ଇଂଲଣ୍ଡ ଏବଂ ଜର୍ମାନୀ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ପନ୍ତ କିଛି ଦିନ ପୂର୍ବରୁ ଲଣ୍ଡନର...
୪ ବଲ୍ରେ ବଦଳିଗଲା ମ୍ୟାଚ୍: ଜିତିବା ମ୍ୟାଚ୍ ହାରିଗଲା ଓ୍ବେଷ୍ଟଇଣ୍ଡିଜ୍
ସେଣ୍ଟ ଲୁସିଆ,୧୫।୭: ଫାଇନାଲ ଓଭରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଚତୁର୍ଥ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ ଜିତି...
ଜାପାନ ସମ୍ରାଟ ନରୁହିଟୋ ଅଲିମ୍ପିକ୍ସ ଉଦ୍ଘାଟନ କରିପାରନ୍ତି
ଟୋକିଓ,୧୫।୭(ପି.ଟି.): ଜପାନ ସମ୍ରାଟ ନରୁହିଟୋ ଜୁଲାଇ ୨୩ରେ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ। ସେ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଘୋଷଣା କରିପାରନ୍ତି ବୋଲି ଏକ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି। ନରୁହିଟୋ ଉଦ୍ଘାଟନୀ ଉତ୍ସବରେ ଯୋଗ...
Archives


